Browsing Category

ଖେଳ

ରଣଜୀ ମ୍ୟାଚ ଖେଳନ୍ତୁ କୋହଲି: କପିଲ ଦେବ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଅତୀତରେ କହିଥିଲେ ଯେ ଯଦି ବିରାଟ କୋହଲି ଫର୍ମରେ ନାହାଁନ୍ତି ତେବେ ତାଙ୍କୁ ଟି -୨୦ ଦଳରୁ କାହିଁକି ବାଦ ଦିଆଯାଇପାରିବ ନାହିଁ। ତେବେ ବର୍ତ୍ତମାନ କପିଲ କହିଛନ୍ତି ଯେ ବିରାଟଙ୍କ ପରି ଜଣେ ଖେଳାଳିଙ୍କୁ ବାଦ ଦିଆଯିବା ଉଚିତ ନୁହେଁ। କିନ୍ତୁ

ଚେସ୍‌ ଅଲିମ୍ପିଆଡ୍‌ ମସାଲ୍‌, ଲୋକସେବା ଭବନରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱରରେ ଐତିହାସିକ ଚେସ୍‌ ଅଲିମ୍ପିଆଡ୍‌ ମସାଲ୍‌। ଜୁଲାଇ ୨୮ ତାରିଖରୁ ମହାବଳିପୁରମରେ ଆରମ୍ଭ ହେବାକୁ ଥିବା ୪୪ତମ ଚେସ୍‌ ଅଲିମ୍ପିଆଡ୍‌ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛି ମଶାଲ୍‌। ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ୍‌ ଆସୋସିଏସନର କର୍ମକର୍ତ୍ତା ଉପସ୍ଥିତ ରହି

ୱେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲି, ବୁମ୍‌ରା, ଚହଲଙ୍କୁ ବିଶ୍ରାମ

ମୁମ୍ବାଇ: ଭାରତୀୟ ଦଳର ତିନି ପ୍ରମୁଖ ଖେଳାଳି ବିରାଟ କୋହଲି, ଯଶପ୍ରୀତ୍ ବୁମରା, ୟୁଝବେନ୍ଦ୍ର ଚହଲ୍‌ ‌ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳିବେ ନାହିଁ। ଏମାନଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ଅବଶ୍ୟ ବିଶ୍ରାମ ନେବାକୁ କୋହଲି ପୂର୍ବରୁ ଅନୁରୋଧ କରିଥିବା ଖବର

ପା‌କିସ୍ତାନକୁ ଚତୁର୍ଥ ସ୍ଥାନକୁ ଠେଲିଲା ଭାରତ: ବୁମ୍‌ରା ପୁଣି ଏକ ନମ୍ବର

ଦୁବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ସହଜ ବିଜୟ ଉପହାର ଦେବା ସହ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ପୁଣି ଥରେ ଦିନିକିଆ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ପାଖାପାଖି ଦୁଇ ବର୍ଷ ଧରି ଦିନିକିଆ

ବୁମ୍‌ରା ବିସ୍ଫୋରଣରେ ଭାରତ ପ୍ରଥମ ଦିନିକିଆରେ ୧୦ ୱିକେଟ୍‌ରେ ବିଜୟୀ

ଲଣ୍ଡନ୍‌: ଯଶପ୍ରୀତ ବୁମ୍‌ରାଙ୍କ ଘାତକ ବୋଲିଂ ପରେ ରୋହିତ ଶର୍ମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ମଙ୍ଗଳବାର ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟ୍‌ରେ ପରାସ୍ତ କରି ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ

ଶ୍ରୀଲଙ୍କା ସଂକଟ : ଏସିଆ କପ ଆୟୋଜନକୁ ନେଇ ସଂଦେହ, ପ୍ରସ୍ତୁତ ରହିବାକୁ ବାଂଲାଦେଶକୁ ନିର୍ଦ୍ଦେଶ

ମୁମ୍ବାଇ : ଶ୍ରୀଲଙ୍କାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଗୃହଯୁଦ୍ଧ ଆଡକୁ ଗତି କରୁଥିବାବେଳେ ସେଠାରେ ଆସନ୍ତା ଅଗଷ୍ଟରେ ହେବାକୁ ଥିବା ଏସିଆ କପକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶକୁ ବିକଳ୍ପ ଆୟୋଜନସ୍ଥ​ଳୀ ଭାବେ ପ୍ରସ୍ତୁତ ରଖାଯାଇଛି ।ଶ୍ରୀଲଙ୍କାରେ

ୱିମ୍ବଲଡନ୍‌ରେ ନୂଆ ବିଜୟିନୀ: ରିବାକିନା ଜିତିଲେ ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ ଟ୍ରଫି

ଲଣ୍ଡନ: ଚଳିତ ବର୍ଷ ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ ନୂଆ ବିଜୟିନୀଙ୍କୁ ଦେଖିବାକୁ ମିଳିଲା। ରୁଷିଆ ଜନ୍ମିତ କାଜାକସ୍ତାନ ତାରକା ଏଲିନା ରିବାକିନା ୱିମ୍ବଲଡନ୍‌ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ଏହା ମଧ୍ୟ ରିବାକିନାଙ୍କର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି। ଶନିବାର ମହିଳା ଏକକ ଫାଇନାଲ୍‌ରେ

ୱେଷ୍ଟଇଣ୍ଡିଜ୍ ଦିନିକିଆ ଲାଗି ଭାରତୀୟ ଦଳ ଘୋଷିତ: ଧାୱନ ଅଧିନାୟକ, ଜାଦେଜା ଉପଅଧିନାୟକ

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଲାଗି ବୁଧବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବାମହାତୀ ଓପ୍‌ନର ଶିଖର ଧାୱନଙ୍କୁ ଦ୍ବିତୀୟ ଥର ଲାଗି ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଉପଅଧିନାୟକ ପଦ ପାଇଛନ୍ତି।

ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସବଲ୍ ଟୁର୍ଣ୍ଣାମେଂଟରେ ଭାଗ ନେବାକୁ ରାଜସ୍ଥାନ ଅଭିମୁଖେ ସୋଆର ଖେଳାଳୀ ଟିମ୍‌

ଭୁବନେଶ୍ୱର: ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସ୍ ବଲ୍ ଟୁର୍ଣ୍ଣାମେଂଟରେ ଭାଗ ନେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୪ ଜଣିଆ ଟିମ୍ ସୋମବାର ରାଜସ୍ଥାନ ଅଭିମୁଖେ ଗସ୍ତ କରିଛନ୍ତି । ରାଜସ୍ଥାନର ପାଚେରୀ ବାରିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଆସନ୍ତା ଗୁରୁବାର ଏହି

ବିଜୟ ଆଶା ଛଡ଼ାଇ ନେଲା ଇଂଲଣ୍ଡ, ସିରିଜ୍‌ ୨-୨ରେ ଡ୍ର

ବର୍ମିଂହାମ: ଭାରତ ଠାରୁ ବିଜୟ ଆଶା ଛଡ଼ାଇ ନେଇଛି ଇଂଲଣ୍ଡ ଟିମ୍। ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟକୁ ଆଜି ୭ ୱିକେଟକୁ ଜିତି ନେଇଛି ଇଂଲଣ୍ଡ ଟିମ୍। ପ୍ରଥମ ପାଳିରେ ଭଲ ଖେଳ ଦେଖାଇଥିଲେ ହେଁ ଦ୍ୱିତୀୟ ପାଳିରେ ନୈରାସ୍ୟଜନକ ଖେଳ ପ୍ରଦର୍ଶନ କରିବା ଭାରତୀୟ କ୍ରିକେଟ ଟିମ୍