Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଥମାସ୍ କପ୍ରେ ପ୍ରଥମ ବିଜୟ: ଇତିହାସ ରଚିଲା ଭାରତ, ୧୪ ଥର ବିଜେତା ଇଣ୍ଡୋନେସିଆକୁ ହରାଇଲା
ବ୍ୟାଙ୍କକ୍ : ବିଶ୍ବ ବ୍ୟାଡ୍ମିଣ୍ଟନ୍ର ଅନ୍ୟତମ ମର୍ଯ୍ୟାଦାଜନକ ପ୍ରତିଯୋଗିତା ଥମାସ୍ କପ୍ ପୁରୁଷ ବର୍ଗ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ପ୍ରଥମ ଥର ପାଇଁ ଫାଇନାଲ୍କୁ ଉଠିଥିବା ଭାରତୀୟ ଦଳ ବିଜେତା ଟ୍ରଫି ସହ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛି। ଫାଇନାଲ୍ରେ ଗତ ଥରର!-->…
ଭୁବନେଶ୍ୱରରେ ହେବ ବିଶ୍ୱ ସ୍ତରୀୟ କ୍ରିକେଟ୍ ଏକାଡେମୀ
ଭୁବନେଶ୍ୱର: କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଏବଂ ଯେଉଁମାନେ କ୍ରିକେଟ୍ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର । ଭୁବନେଶ୍ୱର ନିକଟ ବରୁଣାଇରେ ଆର୍ଟ ଷ୍ଟାଡିୟମର ସ୍ଥିତି, ଅଭ୍ୟାସ ଗ୍ରାଉଣ୍ଡ, ଆବାସିକ ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ଭଳି ବିଶ୍ୱ ସ୍ତରୀୟ!-->…
ହିଞ୍ଜିଳିକାଟୁ ପ୍ରାୟଦର୍ଶୀ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ରଵିବାର ସଂନ୍ଧ୍ୟାରେ ମର୍ନିଙ୍ଗ କ୍ରିକେଟ୍ କ୍ଳବ ଓ ପ୍ରେସକ୍ଳବ ହିଞ୍ଜିଳିକାଟୁ ମିଳିତ ଆନୁକୂଲ୍ୟରେ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ହେଚପିଏଲ ୨୦୨୨ ଦିବାରାତ୍ର କିର୍କେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ!-->…
୪୩ ବର୍ଷ ପରେ ଭାରତ ଥମାସ କପ୍ ସେମିରେ, ଉବେର କପ୍ରୁ ବିଦାୟ
ବ୍ୟାଙ୍କକ୍: ଭାରତ ୪୩ ବର୍ଷ ପରେ ଥମାସ କପ୍ ପୁରୁଷ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରି ପଦକ ନିଶ୍ଚିତ କରିଛି। ଗୁରୁବାର କଡ଼ା ସଂଘର୍ଷପୂର୍ଣ୍ଣ କ୍ବାର୍ଟର ଫାଇନାଲ୍ ମୁକାବିଲାରେ ଭାରତ ୩-୨ରେ ମାଲେସିଆକୁ ମାତ୍ ଦେଇ ଅତି କମ୍ରେ କାଂସ୍ୟ ପଦକକୁ ପକ୍କା!-->…
ଭାରତକୁ ଶତ୍ରୁ ଦେଶ କହିଲେ ଶାହିଦ ଆଫ୍ରିଦି, ଜବାବ ଦେଲେ ଦାନିଶ କାନେରିଆ
ନୂଆଦିଲ୍ଲୀ: ପାକିସ୍ତାନର ଦୁଇ ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ସଂପ୍ରତି ଯୁକ୍ତିତର୍କ ଲାଗି ରହିଛି। ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଏବଂ ପୂର୍ବତନ ସ୍ପିନର ଦାନିଶ କାନେରିଆ ଅନେକ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏବେ ଦୁହିଁଙ୍କ ବିତର୍କରେ ଭାରତର!-->…
ଭୁବନେଶ୍ବରରେ ଇଣ୍ଡିଆନ୍ ଗ୍ରାଁ ପ୍ରି
ଭୁବନେଶ୍ବର: ଓଡ଼ିଶା ଦୌଡ଼କୁଦ ଦୁନିଆ ପାଇଁ ଶନିବାର ଆଉ ଏକ ଖୁସି ଖବର ଆସିଛି। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ଏବଂ ଓଡ଼ିଶା ଦୌଡକୁଦ ସଂଘ (ଓଏଏ) ମିଳିତ ଆନୁକୂଲ୍ୟରେ ଇଣ୍ଡିଆନ୍ ଗ୍ରାଁ ପ୍ରିର ଦୁଇଟି ଚରଣ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ।ଚଳିତ ମେ’ ମାସ ୨୧ ତାରିଖରେ ଇଣ୍ଡିଆନ୍ ଗ୍ରାଁ!-->…
ପୋଲିସ ଏକାଦଶ ଓ ପ୍ରେସ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ : ପ୍ରେସ କ୍ଲବ ଏକାଦଶ ବିଜୟୀ…
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦା ପୁଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲା ପ୍ରେସ କ୍ଲବଏକାଦଶ ଓ ପୋଲିସ ଏକାଦଶ ମଧ୍ୟରେ ପନ୍ଦର ଓଭର ଲେଖାଏଁ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମେଚ ଅନୁଷ୍ଠିତହୋଇଥିଲା lଏହି ସଂଘର୍ଷ ପୁର୍ଣ ମ୍ୟାଚରେ ପ୍ରେସକ୍ଲବ ଟିମ ଦଶ ରନ ରେ ପୋଲିସ ଟିମକୁ!-->!-->!-->…
ପରାଜୟ ପରେ ବିଜୟ ଧାରାକୁ ଫେରିଲା ମୁମ୍ବାଇ, ଲଗାତର ଦ୍ବିତୀୟ ବିଜୟ
ମୁମ୍ବାଇ : ଗୁଜରାଟ ଟାଇଟନ୍ସ ନିଶ୍ଚିତ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଶେଷ ଓଭରରେ ମାତ୍ର ୫ ରନ୍ରେ ବିଜୟ ଛଡ଼ାଇ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ୧୭୭ ରନ୍ ଜବାବରେ ଗୁଜରାଟକୁ ଶେଷ ଓଭରରେ ୯ ରନ୍ ଆବଶ୍ୟକ ପଡ଼ିଥିଲା। ଡାନିଏଲ୍ ସାମ୍ସଙ୍କ ଚତୁର ବୋଲିଂ କାରଣରୁ ଗୁଜରାଟ ମାତ୍ର!-->…
ଚେନ୍ନାଇକୁ ହରାଇଲା ବାଙ୍ଗାଲୋର: ୫,୦୦୦ ବଲ୍ ଖେଳିବାରେ କୋହଲି ପ୍ରଥମ
ପୁଣେ: ଡେଭନ୍ କନୱେ (୫୬)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ଗତ ସଂସ୍କରଣ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍ର ବୁଧବାର ମ୍ୟାଚ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ଠାରୁ ୧୩ ରନ୍ରେ ପରାଜିତ ହୋଇଛି। ଆର୍ସିବି ଏକାଦଶ ମ୍ୟାଚ୍ରୁ ଷଷ୍ଠ ବିଜୟ ସହ ପଏଣ୍ଟ!-->…
୪୪ତମ ଚେସ୍ ଅଲିମ୍ପିଆଡ୍: ଭାରତୀୟ ଦଳରେ ଓଡ଼ିଆ ଝିଅ ପଦ୍ମିନୀ ରାଉତ
ଭୁବନେଶ୍ୱର: ଜୁଲାଇ ୨୮ ତାରିଖରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ୪୪ତମ ଚେସ୍ ଅଲିମ୍ପିଆଡ୍ । ସର୍ବଭାରତୀୟ ଚେସ୍ ଫେଡେରେସନ୍ (ଏଆଇସିଏଫ୍) ପକ୍ଷରୁ ସୋମବାର ୨୦ ଜଣିଆ ଖେଳାଳି ତାଲିକା ପ୍ରକାଶ କରାଯାଇଛି । ପୁରୁଷ ଦଳରେ ୧୦ ଏବଂ ମହିଳା ଦଳରେ ୧୦ ଜଣ ସାମିଲ ରହିଛନ୍ତି । ଓଡ଼ିଶାରୁ ଏକ!-->…