Browsing Category

ଖେଳ

ISSF ବିଶ୍ୱକପ୍‌ରେ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ବ୍ରୋଞ୍ଜ ମେଡାଲ

ISSF ବିଶ୍ୱକପ୍‌ରେ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ସଫଳତା । ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ବ୍ରୋଞ୍ଜ ମେଡାଲ । ଇଜିପ୍ଟର କାଇରୋରେ ଚାଲିଥିବା ISSF ବିଶ୍ୱକପ୍‌ର ୫୦ ମିଟର ସୁଟିଂରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଶ୍ରୀୟଙ୍କା ଷଡ଼ଙ୍ଗୀ । ପ୍ରଥମ ଓଡ଼ିଆ ଭାବେ ISSF

୨୦୨୨ ଆଇପିଏଲ୍ ଖେଳସୂଚୀ ଜାରି, ମାର୍ଚ୍ଚ ୨୬ରେ ଚେନ୍ନାଇ-କୋଲକତା ମଧ୍ୟରେ ପ୍ରଥମ ମ୍ୟାଚ୍

ମୁମ୍ବାଇ: ୨୦୨୨ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ପାଇଁ ଖେଳସୂଚୀ ଜାରି ହୋଇଯାଇଛି। ମାର୍ଚ୍ଚ ୨୬ ତାରିଖ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ଓ କୋଲକାତା ନାଇଟ୍ ରାଇଡର୍ସ୍ (କେକେଆର୍) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ମୁମ୍ଵାଇର ଓ୍ଵାନଖେଡେ ଷ୍ଟାଡିୟମରେ ସଂଧ୍ୟା

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ବିରୋଧରେ ବିଶାଳ ଇଂନିସ ଓ ୨୨୨ ରନ୍‌ରେ ଜିତିଲା ଭାରତ

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ଗୋଟିଏ ବିଶାଳ ଇଂନିସ ଓ ୨୨୨ ରନ୍‌ରେ ଜିତି ନେଇଛି। ୫ ଦିନର ଏହି ମ୍ୟାଚ୍‌ ୩ ଦିନରେ ଶେଷ ହୋଇଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରବୀନ୍ଦ୍ର ଜାଦେଜାଙ୍କ

ଆଉ ନାହାନ୍ତି କିମ୍ବଦନ୍ତୀ ସ୍ପିନର ସେନ ଓ୍ବାର୍ଣ୍ଣ

ନୂଆଦିଲ୍ଲୀ : ବିଶ୍ବରେ ଯୁଦ୍ଧର ଘଟଘଟା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ଓ୍ବାର୍ଣ୍ଣଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ

ବାରବାଟୀରେ ଜୁନ୍‌ ୯ରେ ଭାରତ-ଦ.ଆଫ୍ରିକା T20

କଟକ: ବିସିସିଆଇ ତା'ର ପ୍ରତିଶ୍ରୁତି ରକ୍ଷାକରି କଟକର ବାରବାଟୀ ଷ୍ଟାଡିୟମ୍‌କୁ ଚଳିତ ଋତୁରେ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ ପ୍ରଦାନ କରିଛି। ଜୁନ୍‌ ୯ରେ ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ ବୋଲି ବୁଧବାର

ଓଡ଼ିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲି ଝିଅ ମମତା ବେହେରା

ଚାନ୍ଦବାଲି : ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଚାନ୍ଦବାଲି ଝିଅ ମମତା ବେହେରା । ଟେନିସ କ୍ରିକେଟ ଚମ୍ପିଆନ ୨୦୨୨ରେ ମନୋନିତ ହୋଇ ଜାତିୟ ସ୍ଥରରେ ୪ଟି ମ୍ୟାଚ ଖେଳି ୨ଟିର ବିଜୟୀ ହୋଇ ସେ ପାଇଛନ୍ତି କାଂସ୍ୟ ପଦକ । ତାଙ୍କର ପ୍ରଥମ ମ୍ୟାଚ ୨୪ ତାରିଖରେ ଭାରତ ପକ୍ଷରୁ ପ୍ରଥମ ମ୍ୟାଚ ନେପାଳ

ଏପ୍ରିଲ୍‌ ୧୩ରୁ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌

ଭୁବନେଶ୍ୱର: ଆସନ୍ତା ମାସ ୧୩ରୁ ୧୭ ତାରିଖ ମଧ୍ୟରେ ହାଇଦ୍ରାବାଦ ସ୍ଥିତ ଗାଚିବାଓଲି ଷ୍ଟାଡିୟମ୍‌ରେ ୪୨ତମ ଜାତୀୟ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଆସନ୍ତା ୧୫ ତାରିଖ ମଧ୍ୟରେ ନାମ

୨୬ ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ୍‌ ୨୦୨୨ ସିଜିନ

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଦେଶରେ କରୋନା ସଂକମ୍ରଣ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ଖୁବଶୀଘ୍ର ଆଇପିଏଲ ୨୦୨୨ ଆରମ୍ଭ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌ ସିଜିର ପ୍ରଥମ ମ୍ୟାଚ ୨୭ ମାର୍ଚ୍ଚରୁ ଆରମ୍ଭ ହେଉଛି। ବ୍ରଡକାଷ୍ଟ ଏବଂ ବିସିସିଆଇ ମଧ୍ୟରେ ଏବେ

କଳିଙ୍ଗ ଷ୍ଟାଡିଅମ୍‌ କମ୍ପଲେକ୍‌ସରେ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି

Ranji Trophy: ବାରବାଟୀରେ ବେଙ୍ଗଲର ରୋମାଞ୍ଚକର ବିଜୟ

କଟକ: ବାରବାଟୀରେ ଜିତିଲା ବେଙ୍ଗଲ । ରଣଜୀ ଟ୍ରଫି B ଗ୍ରୁପର ଏକ ରୋମାଞ୍ଚକର ମ୍ୟାଚରେ ବିପକ୍ଷ ବରୋଦାକୁ 4 ୱିକେଟରେ ପରାସ୍ତ କରିଛି ଟିମ୍‌ ବେଙ୍ଗଲ । ସାହାବାଜ ଅହମ୍ମଦଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବେଙ୍ଗଲକୁ ଦେଇଛି ବିଜୟ ଭେଟି । ତେବେ ଏହି ବିଜୟ ସହ 6 ପଏଣ୍ଟ ହାସଲ କରିଛି ବେଙ୍ଗଲ ।