Browsing Category

ଆଞ୍ଚଳିକ

ଟିମନପୁର ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଟିମନପୁର ଆବାସିକ ଆଶ୍ରମ ସ୍କୁଲରେ ବିଗତ ୦୪/୧୧ ସୋମବାର ରୁ ଧନୁର୍ଜୟ ଗଣ୍ଡ (୧୨) ବର୍ଷ ପେଟ ବ୍ୟଥା ଓ ଝାଡ଼ା ବାନ୍ତିର ସୂଚନା ତାଙ୍କର ପିତା ବିଷ୍ଣୁ ଗଣ୍ଡଙ୍କୁ ଫୋନ ଯୋଗେ ଜଣାଇଥିଲେ । ହେଲେ ବିଷ୍ଣୁ ଗଣ୍ଡ ଏହାକୁ ବେଶୀ ଗୁରୁତ୍ୱ ନ

ବିଜେପିରେ ଯୋଗଦେବାକୁ କେନ୍ଦ୍ରକରି ଯୁବକଙ୍କୁ ମାଡ ଘଟଣା, ଜଣେ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମ ଛକ ନିକଟରେ ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟାରେ ବିଜେପିରେ ଯୋଗ ଦେବାକୁ କେନ୍ଦ୍ରକରି ୫ ଜଣ ଯୁବକ ମିଶି ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଜଗତ ମୋହନ ସାହୁଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଗତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ

ଓ୍ବାରେଣ୍ଟ ବଳରେ ୫ ଗିରଫ

ହିଞ୍ଜିଳିକାଟୁ : ହତ୍ୟା ଉଦ୍ୟମ, ଚୋରୀ ଓ ମାରପିଟ୍ ଭଳି ଘଟଣାରେ ସଂପୃକ୍ତ ଥାଇ ଦୀର୍ଘ ବର୍ଷ ଧରି ଫେରାର ଥିବା ୫ ଜଣ ଅଭିଯୁକ୍ତଙ୍କୁ ଓ୍ବାରେଣ୍ଟ ବଳରେ ହିଞ୍ଜିଳି ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ମାନେ ହେଲେ ହିଞ୍ଜିଳି ଥାନା ବଳରାମପୁର ଗ୍ରାମର

ଗୁଜବ : ଦିଗପହଣ୍ଡି ,ଚିକିଟି ଅଞ୍ଚଳରେ ମହାବଳ ବାଘର ଆତଙ୍କ

ବ୍ରହ୍ମପୁର : କିଛି ଦିନ ହେବ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ,ଚିକିଟି ଅଞ୍ଚଳରେ ମହାବଳ ବାଘର ଆତଙ୍କ ଦେଖା ଦେଇଛି…ବୋଲି ଗୁଜବ ସୃଷ୍ଟି ହୋଇଛି | ତେଣୁ ଲୋକ ମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖା ଦେଇଛି।ଏହାର ସୁଯୋଗ ନେଇ କିଛି ପୁରୁଣା ଓ ଅନ୍ୟ ରାଜ୍ୟର କିଛି ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ

ନବରଙ୍ଗପୁର : କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ନବରଙ୍ଗପୁର ଦୁଇ ଦିନିଆ ଜିଲା ଗସ୍ତରେ ଆସି ଆଜି ପାପଡ଼ାହାଣ୍ଡି ବ୍ଲକ ର ଅଙ୍ଗନବାଡ଼ି କେନ୍ଦ୍ର, ମୈଦଲପୁର ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ,ନବରଙ୍ଗପୁର ସଦର ମହକୁମା ମୁଖ୍ୟ

ମଣ୍ଡେଇ ମହୋତ୍ସବ୨୦୨୪ ପାଳନ ଉପଲକ୍ଷେ ମଣ୍ଡେଇ ପଡିଆ ହିର୍ଲିଠାରେ ଭୂମି ପୂଜନ

ନବରଂଗପୁର : ଆସନ୍ତା ଡ଼ିସେମ୍ବର ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ମହୋତ୍ସବ ପାଳନ ଉପଲକ୍ଷେ ଆଜି ମଣ୍ଡେଇ ପଡିଆ ହୀର୍ଲି ଠାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସକାଳ ୯.୦୦ ଘ ସମୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ପୌରହିତ୍ୟରେ

ବସ ଦୁର୍ଘଟଣାରେ ଖଜୁରୀପଡ଼ା ବ୍ଳକର ଚାଳକ ମୃତ : ସାଂସଦ ଓ ବିଧାୟକଙ୍କ ଦୁଃଖ ପ୍ରକାଶ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରୁ ରାମଦୂତ ନାମକ ବସ ଓଡି ୦୨ ୮୧୯୯ ଆଜି ପୂର୍ବାହ୍ନରେ ଖଜୁରୀପଡା ଅତିକ୍ରମ କରି ନୟାଗଡ ରାସ୍ତାରେ ଦଶପଲ୍ଲା ଅତିକ୍ରମ କରି ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା l ଫଳରେ ଗାଡି ଚାଳକ କନ୍ଧମାଳ ଜିଲ୍ଲା

ପଞ୍ଚାୟତ କାମ ଭାଗବଣ୍ଟାକୁ କେନ୍ଦ୍ରକରି ସରପଞ୍ଚ ଓ ସମିତିସଭ୍ୟାଙ୍କ ସ୍ବାମୀ ହାତାହାତି

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର : ରୁଦ୍ଧଦ୍ବାର ବୈଠକରେ ସରପଞ୍ଚଙ୍କ ସହ ବିଡ଼ିଓଙ୍କ ଆଲୋଚନା ହିଞ୍ଜିଳିକାଟୁ : ପୁରସ୍କାର ସ୍ବରୁପ ମିଳିଥିବା ଅର୍ଥରାଶିରେ ହେବାକୁ ଥିବା ପଞ୍ଚାୟତ ଉନ୍ନୟନ ମୂଳକ କାମ ଭାଗବଣ୍ଟାକୁ କେନ୍ଦ୍ରକରି ଚାଲିଲା ହଟ୍ଟଗୋଳ। ଆପୋଷ ସମାଧାନ ପାଇଁ

ଶୁଣିଲାନି ପ୍ରଶାସନ: ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ

ବାଲିଗୁଡା : ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି

ବିଭିର୍ନ ସମସ୍ୟା ଘେରରେ କରଗୁଡା ଶୈବ ପୀଠ

ଲଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଅନେକ ପ୍ରସିଦ୍ଧ ଶୈବ ପୀଠ ମାନ ରହିଛି।ହେଲେ ସେଥି ମଧ୍ୟରୁ କିଛି ଶୈବ ପୀଠରେ ଅନେକ ସମସ୍ୟା ଦେଖା ଦେଇଛି। ବିଶେଷ କରି ପ୍ରଥମେ ରାସ୍ତା ତାପରେ ବିଜୁଳି ଓ ପାନୀୟ ଜଳର ଘୋର ସମସ୍ୟା ଦେଖା ଦେଇଛି।ଯୋଉଠି କି ଏଯାଏଁ ପ୍ରଶାସନ ର ଦୃଷ୍ଟି