Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିକାଶ ଲକ୍ଷ୍ୟ ହାସଲରେ ପ୍ରତିଶୃତିବଦ୍ଧତା ଓ ଗୋଷ୍ଠିଗତ ସହଭାଗିତା ପ୍ରଭାବ
ସ୍ୱାତୀ ସିଲ୍ଭର୍ ଜୁବଲି ପାଳନ ଅବସରରେ
ଫୁଲବାଣୀ : ନାଗରୀକ ସମାଜ ବା ସାମାଜିକ ଅନୁଷ୍ଠାନ ଗୁଡିକର ପ୍ରତ୍ୟକ୍ଷ ସହଯୋଗ ଏବଂ ଗୋଷ୍ଠୀର ଭାଗୀଦାରିତା ବିନା ବିକାଶର ଲକ୍ଷ୍ୟକୁ ହାସଲ କରିବା ସମ୍ଭବ ହେବ ନାହିଁ ବୋଲି ସ୍ଵାତି ଦ୍ଵାରା ଆୟୋଜିତ ସିଲ୍ଭର୍ ଜୁବଲି ପାଳନ ଅବସରରେ ବକ୍ତା ମାନେ!-->!-->!-->…
ମାଁ ଫୁଲକେଶନୀଙ୍କ ଯାତ୍ରା : ସପ୍ତ ଠାକୁରାଣୀଙ୍କ ଘଟ ପରିକ୍ରମା
ଆସିକା : ଫୁଲକେଶନୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସହର । ସପ୍ତଠାକୁରାଣୀଙ୍କ ଘଟ ପରିକ୍ରମା ସାଙ୍ଗକୁ ବିଭିନ୍ନ ମେଢ଼ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳା ଭକ୍ତ ମାନଙ୍କୁ ଆକୃଷ୍ଟ କରିଛି । ଶହ ଶହ ମାନସିକଧାରୀ ଭକ୍ତ ମା ଙ୍କୁ ଦର୍ଶନ କରି କୃତାର୍ଥ ଲାଭ କରୁଛନ୍ତି । ପଞ୍ଚମ ଦିନରେ!-->…
ଛତିଶଗଡର ସୁକମା ଏବଂ ବିଜାପୁର ସୀମାରେ ନକ୍ସଲଙ୍କ ବ୍ୟାପକ ଧ୍ୱଂସଲୀଳା…
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସିଲଗଡ ଏବଂ ଟେକାଲଗୁଡାମ ମଧ୍ୟରେ ନକ୍ସଲମାନେ ଏକ IED ବିସ୍ଫୋରଣରେ ପୋଲିସ ଟ୍ରକକୁ ଉଡ଼ାଇ ଥିବା ବେଳେ ଦୁଇ ଜଣ ଯବାନ ପ୍ରାଣ ହରାଇଛନ୍ତି ଓ କିଛି ସୈନିକଙ୍କ ଆହତ ହୋଇଥିବା ସୁଚନା ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ଭର୍ତ୍ତି ଏକ ଗାଡିରେ!-->…
ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀର ଯୋଜନା ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ନିଖିଳ ଉତ୍କଳ ଖଡୁରା ସମାଜ ଶାଖା ଫୁଲବାଣୀ ଗଠନ ପରେ ସମାଜସେବା କ୍ଷେତ୍ରରେ ଖୁବ କମ ସମୟ ମଧ୍ୟରେ ସମଗ୍ର ରାଜ୍ୟରେ ବେଶ୍ ଜଣାଶୁଣା ହୋଇ ପାରିଛି l ଏଥି ସହିତ ରାଜ୍ଯ ସ୍ତରରେ ପୁରସ୍କୃତ ମଧ୍ଯ ହୋଇ ପାରିଛି l ନିଜ ସମାଜର ମଙ୍ଗଳ କାମନା କରିବା ସହିତ!-->!-->!-->…
ଆଇ.ଆର.ଇ.ରେ ସ୍ଥାୟୀ ନିଯୁକ୍ତି ତଥା ଅନ୍ୟ ଆନୁସଙ୍ଗିକ ଦାବି ନେଇ ଖଣିମନ୍ତ୍ରୀଙ୍କ ସହ ଆଲୋଚନା !
ଛତ୍ରପୁର : ଛତ୍ରପୁର ନିକଟରେ ଅବସ୍ଥିତ ଆଇ.ଆର.ଇ. ପ୍ଲାଣ୍ଟରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀ ଯଥା ଅଣକୁଶଳୀ, କୁଶଳୀ, ସୁପରଭାଇଜର ଭାବେ ସ୍ଥାନୀୟ ବାସିନ୍ଦା କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ସ୍ଥାନୀୟ ବାସିନ୍ଦା ହେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଛତ୍ରପୁର ସବ୍ ଡିଭିଜନର ହେଉ!-->…
ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ମେଗା ରକ୍ତଦାନ ଶିବିର :୧୦୩ ୟୁନିଟ ରକ୍ତ ସଂଗ୍ରହ
ଛତ୍ରପୁର : ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟି ରେ ରଖି ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ସଭାପତି ରବୀନ୍ଦ୍ର ନାଥ ପଣ୍ଡାଙ୍କ ତତ୍ୱବଧାନ ରେ ରବିବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ୧୦୩ଜଣ ରକ୍ତଦାତା ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ,!-->!-->!-->…
ହିଞ୍ଜିଳିକାଟୁ ସହରକୁ ଜଳଯୋଗାଣ ବନ୍ଦ : ଜନସ୍ବାସ୍ଥ୍ୟ ବିଭାଗ ବେଫିକର
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରକୁ ଦୈନିକ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉ ନ ଥିବାବେଳେ ଏବେ ୩ଦିନ ହେଲା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ବଦଳରେ ଜନସ୍ବାସ୍ଥ୍ୟ ବିଭାଗ ବେଫିକର ଥିବା ଦେଖିବାକୁ ମିଳୁଛି।ପ୍ରକାଶ ଯେ,!-->…
ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : ଫୁଲବାଣୀ ବନ ବିଭାଗ ରେଞ୍ଜ ସହାୟତାରେ କନ୍ଧମାଳ ଜିଲ୍ଲା ରୋଟାରୀ କ୍ଲବ ଫୁଲବାଣୀ ପକ୍ଷରୁ ସ୍ଥାନୀୟ ପବ୍ଲିକ୍ ସ୍କୁଲ୍ ସମ୍ମୁଖରେ ଥିବା ଅନ୍ବେଷା ହଷ୍ଟେଲ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ!-->…
ଦ୍ୱିବାର୍ଷିକ ମା ନାରାୟଣୀ ଠାକୁରାଣୀଙ୍କ ଶୁଭଖୁଣ୍ଟି ପ୍ରତ୍ୟାଗମନ
ଫୁଲବାଣୀ : ଚଳିତବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ୨୬ତମ ଯାତ୍ରା ଉପଲକ୍ଷେ ଗତ ଏପ୍ରିଲ ମାସ ମେରୁ ସଂକ୍ରାନ୍ତି ଦିନ ରୀତିନୀତି ସହକାରେ ବାଜା ବାଜଣା ସହ ରାମ ମନ୍ଦିର ନିକଟସ୍ଥ ଥିବା ଯାତ୍ରା ପଡିଆ ଅସ୍ଥାୟୀ ମନ୍ଦିରକୁ ମାଙ୍କ ଆଜ୍ଞାମାଳ ଆଣି ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା l ମା ନାରାୟଣୀ!-->…
ବିଜେପି ପକ୍ଷରୁ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ
ଫୁଲବାଣୀ : ଆଜି ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଭାବେ ସାରା ଭାରତ ବର୍ଷରେ ଏହି ଦିବସକୁ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଫୁଲବାଣୀ ଠାକୁରାଣୀ ଯାତ୍ରା କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏହା ପରେ ନାରାୟଣୀ ମନ୍ଦିର ନିକଟରେ!-->…