Browsing Category

ଆଞ୍ଚଳିକ

ଛତ୍ରପୁର ବିଜୁ ଜନତାଦଳର ପଦଯାତ୍ରା ଆରମ୍ଭ

ଭାରତୀୟ ଜନତା ପାର୍ଟିର ମିଥ୍ୟା ପ୍ରତିଶ୍ରୁତିକୁ ନେଇ ଗାଁ ଓ ସହରରେ ଜନସାଧାରଣଙ୍କୁ ସଚେତନତା ପାଇଁ ଅଣ୍ଟାଭିଡା ଛତ୍ରପୁର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜୁ ଜନତା ଦଳ ପାରମ୍ପରିକ ଜନସପଂପର୍କ ପଦଯାତ୍ରା ପବିତ୍ର…

ଜାତିର ଜନକ ମହାତ୍ମା ଗାନ୍ଧିଜୀ ଓ ଶାନ୍ତିର ଶହୀଦ୍ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

ସତ୍ୟ ଓ ଅହିଂସା ଗାନ୍ଧିଜୀଙ୍କର ଏକ ଅମୋଘ ଅସ୍ତ୍ର ଥିଲା-ଅତିରିକ୍ତ ଜିଲ୍ଲାପାଳ ଛତ୍ରପୁର : ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୫ ତମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂରଶାସ୍ତ୍ରୀଙ୍କ ୧୨୦ ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବିଜ୍ଞାପିତ ଅଞ୍ଚଳ…

କନ୍ଧମାଳ ବିଜେଡି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଗାନ୍ଧୀଜି ଓ ଶାସ୍ତ୍ରୀଜି ଜୟନ୍ତୀ ପାଳିତ ହୋଇଯାଇଛି । ଆଜିର ଏହି ପବିତ୍ର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଓ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଆଦର୍ଶ ଓ…

ପାବୁରିଆଠାରେ ମା’ ଗୃହ ସେବା ସମ୍ପର୍କୀତ ସଚେତନତା

ଫୁଲବାଣୀ- ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଂଚଳ ଗୁଡିକରେ ସମସ୍ତ ଗର୍ଭବତୀଙ୍କୁ ଘରୋଇ ପ୍ରସବରୁ ନିବୃତ କରାଇବା ଏକ କଷ୍ଟକର ବ୍ୟାପାର । ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସ୍ୱାସ୍ଥ୍ୟ ସେବା ମଧ୍ୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିଶୁ ଓ ମାତୃ ମୃତ୍ୟ…

ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷାଙ୍କ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର : ଗଞ୍ଜାମବାସୀଙ୍କ ଅପୂର୍ବ ଭଲ ପାଇବା ଯୋଗୁଁ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଅପୂର୍ବ ସଫଳତା ମିଳିଥିଲା । ଗଞ୍ଜାମ ଜିଲ୍ଲାର ୧୩ ଟି ବିଧାନସଭା ଆସନରୁ ୧୧ ଟି ବିଧାନସଭା ଆସନରେ ବିଜେପିର ବିଧାୟକଙ୍କ ସମେତ ଜିଲ୍ଲାର ଦୁଇଟି ଲୋକସଭା କ୍ଷେତ୍ରରେ ମଧ୍ୟ ଦୁଇ ଜଣ…

ସିଆର୍ ପିଏଫ୍ ୧୨୭ ବାଟାଲିୟନ ଦ୍ଵାରା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ

ବାଲିଗୁଡା : ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜନ୍ମ ବାର୍ଷିକ ପାଳନ ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ ସିଆର୍ ପିଏଫ୍ ୧୨୭ ବାଟାଲିୟନ ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଏହି ଅବସରରେ ସିଆରପିଏଫ୍ ର ଜବାନ ମାନେ ବାଲିଗୁଡ଼ା ର ବସଷ୍ଟାଣ୍ଡ , ମନ୍ଦିର,…

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଉପ ଜିଲ୍ଲାପାଳ ଡ଼.ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ…

ମା ସୁରାଦେଇ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ସ୍ଵଛତା ଅଭିଯାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ର ମା ସୁରାଦେଇ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ସଭାପତି ବିମଳ ମଲ୍ଲିକ ଙ୍କ ନେତୃତ୍ଵରେ ଏବଂ ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ପରିଚାଳନାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି…

ବ୍ରହ୍ମପୁରରେ “ସ୍ୱଚ୍ଛତା ହିଁ ସେବା” ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବ୍ରହ୍ମପୁର, ୨/୧୦ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ "ସ୍ୱଚ୍ଛତା ହିଁ ସେବା" ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବ୍ରହ୍ମପୁର ଗାନ୍ଧୀନଗର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି "ସ୍ୱଚ୍ଛ ଭାରତ ଅଭିଯାନ" ଦଳର ବରିଷ୍ଠ ନେତା…

ହିଞ୍ଜିଳି ବିଜେଡିର ଜନସମ୍ପର୍କ ପଦଯାତ୍ରା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ରେ ବୁଧବାର ପବିତ୍ର ଗାନ୍ଧି ଜୟନ୍ତି ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଙ୍କ ସହିତ ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେଡି ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,…