Browsing Category

ଆଞ୍ଚଳିକ

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡିଆକିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସିଆରସିସି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ସିତାପଡି ବିଦ୍ୟାଳୟର ପ୍ରଧାନ…

ଚାନ୍ଦପୁର ବିଦ୍ୟାଳୟରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ପଲଙ୍କ କ୍ଲଷ୍ଟରର ଚାନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଯୁବରାଜ ମଲିକଙ୍କ ସଭାପତିତ୍ୱରେ ସ୍ୱାଗତ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ…

ସହିଦ ଭଗତ ସିଂଙ୍କ ୧୧୭ ତମ ଜୟନ୍ତୀ ଅବସରରେ “ଭଗତ ସିଂଙ୍କୁ ପଢ ” ସମ୍ପର୍କରେ ଆଲୋଚନା ଚକ୍ର

ବ୍ରହ୍ମପୁର : ଅଖିଳ ଭାରତ ଯୁବ ସଙ୍ଘ( AIYF )ର ଗଞ୍ଜାମ ଜିଲ୍ଲା ପରିଷଦ ପାର୍କ ସାହି ଜିଲ୍ଲା କାର୍ଯାଳୟ ଠାରେ ସାଥି ଗୁରୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିଲା | ଏହି ବୈଠକରେ ସର୍ଵ ଭାରତୀୟ ଉପ ସଭାପତି ସାଥି ପ୍ରଦୀପ ସେଠି ଯୋଗ ଦେଇ ସହିଦ ଭଗତ ସିଂଙ୍କ 117ତମ ଜୟନ୍ତୀ…

ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ଅଭିଯୋଗ

ବାଲିଗୁଡା, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମଣଖୋଲରେ ଘଟିଛି ଏକ ଅଭାବନୀୟ ଘଟଣା l ଶୁକ୍ରବାର ବିଳମ୍ବିତ ରାତ୍ରରେ ଘରେ ପଶି ଏଏନଏମ ଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁଯାୟୀ ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ…

ଜନ ବିରୋଧୀ ଆଇନ ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠୁ : ପୂଜ୍ୟପୂଜା ସମିତି

ଶହୀଦ ଭଗତ ସିଂ ଙ୍କ ୧୧୭ତମ ଜୟନ୍ତୀ ପାଳନବ୍ରହ୍ମପୁର : ସାଲିସ ବିହୀନ ସଂଗ୍ରାମର ଅନ୍ୟତମ ଯୋଦ୍ଧା ତଥା ଶହୀଦ ଏ ଆଜମ ଭଗତ ସିଂ ଙ୍କ ଆଜି ୧୧୭ତମ ଜୟନ୍ତୀରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ଏକ ସ୍ମରଣ ସଭା ଅନୁଷ୍ଠିତ…

ଟ୍ରେଡିଂ ନାଁରେ ଡାକ୍ତରଙ୍କ ଆକାଉଣ୍ଟରୁ ଚଳୁ ହୋଇଗଲା ୧୦ କୋଟିରୁ ଅଧିକ ଟଙ୍କା, ଦୁଇ ସାଇବର ଠକ ରାଜସ୍ଥାନରୁ ଗିରଫ

ଭୁବନେଶ୍ବର : ଟ୍ରେଡିଂ ନାଁରେ ଡାକ୍ତରଙ୍କ ଆକାଉଣ୍ଟରୁ ଚଳୁ ହୋଇଗଲା ୧୦ କୋଟିରୁ ଅଧିକ ଟଙ୍କା । ଠିକିଲା ପରେ ଡାକ୍ତର ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ୍‌ ଆଜି ଦୁଇ ସାଇବର ଠକଙ୍କୁ ରାଜସ୍ଥାନରୁ ଗିରଫ କରିଛି। ଏଥିସହ…

ବେହେଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଉମରକୋଟ / ବେହେଡ଼ା : ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା କ୍ଲଷ୍ଟରର ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେଡା ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ…

ପୁଅ ନିଖୋଜ ଥିବା ନେଇ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଗୁହାରି କଲା ବାପା

ଛତ୍ରପୁର : ରମ୍ଭା ଥାନା ଅନ୍ତର୍ଗତ ବେଲପଡା ଗ୍ରାମର କାଳିଆ ମହାଙ୍କୁଡଙ୍କ ପୁତ୍ର ସୁରେଶ ମହାଙ୍କୁଡ ନିଖୋଜ ଥିବା ନେଇ ଛତ୍ରପୁର ଜିଲ୍ଲା ଶ୍ରମଅଧିକାରୀଙ୍କୁ ସାକ୍ଷତ କରି ଗୁହାରି ଜଣାଇଛନ୍ତି ପରିବାର ବର୍ଗ । ଗତ ଦେଢ଼ବର୍ଷ ହେଲାଆମ୍ଭ ଗ୍ରାମର ସିମାଚଂଳ ମହାଙ୍କୁଡ ଓ ପତ୍ନୀ ଚନ୍ଦ୍ରମା…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ଵ ପର୍ଯଟନ ଦିବସ ୨୦୨୪ ପାଳିତ !

ଛତ୍ରପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ଏବଂ ଭ୍ରମଣ ଅଧ୍ୟୟନ ବିଭାଗ ତରଫରୁ ବିଶ୍ଵ ପର୍ଯଟନ ଦିବସ ୨୦୨୪ ଅବସରରେ ଏକ ଉତ୍କୃଷ୍ଟ "ବିଶେଷ ବ୍ୟାଖ୍ୟାନ"ର ଆୟୋଜନ କରାଯାଇଥିଲା ।ଏହି ବର୍ଷର ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ଥିଲା "ପର୍ଯ୍ୟଟନ ଏବଂ ଶାନ୍ତି", ଯାହା ପର୍ଯ୍ୟଟନରେ…

ଗୁଣିଆ ସନ୍ଦେହରେ ବିତାଡିତ ପରିବାର ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସହାୟତା ଗାଁକୁ ଫେରିଲେ

ମାଲକାନଗିରି : ମାଲକାନଗିରି ସଦର ଥାନା ସ୍ଥ ତର୍ଲକୋଟା ପଞ୍ଚାୟତ ସର୍ଗୀଗୁଡା ଗ୍ରାମ ରେ ଗୁଣି ଗାରେଡି କରୁଥିବା ସନ୍ଦେହେ ରେ ଗୋଟିଏ ପରିବାର କୁ ଦୀର୍ଘ ୬ମାସ ହେଲା ବାଛନ୍ଦ ସହ ବିତାଡିତ କରା ଯାଇଥିବା ର ଥାନା ରେ ଅଭିଯୋଗ ହୋଇଥିଲା। ଗୁରୁବାର ଦିନ ମାଲକାନଗିରି ସଦର ଥାନା ରେ ପୀଡିତ…