Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ
ଫୁଲବାଣୀ :ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ମେଳାରେ ଉଦ୍ଘାଟନୀ ଉତ୍ସବରେ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଅଶୋକ କୁମାର!-->…
ବାବା ରସିଦ୍ ଆଲ୍ଲିଙ୍କ ମଜାରରେ ଧୁମଧାମରେ ବାର୍ଷିକ ଉର୍ସ ପାଳନ : ଶତାଧିକ ଲୋକଙ୍କ ଗହଣରେ ଛତ୍ରପୁର ବିଧାୟକ ଯୋଗଦେଲେ
ଛତ୍ରପୁର: ହଜରତ ସୟଦ୍ ଆବଦୁର ରସିଦ୍ ଶାହା ଆଲ୍ଲି ବାବାଙ୍କ ପୁତିଗୋପାଳପୁର ସ୍ଥିତ ମଜାର ଶରିଫ୍ ନିକଟରେ ଧୁମଧାମରେ ବାର୍ଷିକ ଉତ୍ସବ ବା ଉର୍ସ ପାଳନ ହୋଇଯାଇଛି । ବାବା ରସିଦ୍ ଅଲ୍ଲୀ ମୁସଲମାନ ଧର୍ମର ଜଣେ ସନ୍ଥ ବା ଫକିର ଥିଲେ ସେ ନିଜ ସାରା ଜୀବନ ଭଗବାନଙ୍କ ପାଖରେ ଉତ୍ସର୍ଗ କରିବା ସହ!-->…
ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ପୁଣି ଭୁସ୍କଳନ, ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ
ମାଲକାନଗିରି : ମାଲକାନଗିରି ରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ପୁଣି ଦୟନୀୟ ହୋଇପଡିଛି । ଏହି କ୍ରମରେ ଆଜି ପ୍ରବଳ ବର୍ଷା ଯୋଗୁଁ କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡା ଘାଟିରେ ବଡ ଧରଣର ଭୁସ୍କଳନ ହେବା ଯୋଗୁଁ ସମ୍ପୂକ୍ତ ଅଞ୍ଚଳରେ ଯୋଗା ଯୋଗର ମାଧ୍ୟମ ବାହ୍ୟ ଜଗତରୁ!-->…
ନିମ୍ନ ମାନର ନଗ୍ନ ନମୁନା ଟାଙ୍ଗନି ସରକାରୀ ପ୍ରାଥମିକ ବିଦ୍ୟାଳୟ….!
ବର୍ଷା ହେଲେ ଛାତରୁ ଗଳୁଛି ପାଣି…….
ବଳାତ୍କାର ମାମଲାରେ ଆସାମୀଙ୍କୁ ୧୦ବର୍ଷ ଜେଲ ଦଣ୍ଡ, ୧୦ ହଜାର ଟଙ୍କା ଜରିମାନା
ମାଲକାନଗିରି : ମାଲକାନଗିରି ଜିଲ୍ଲା ଦୌରା ଜର୍ଜ କୋର୍ଟ ପରିସରରେ ଥିବା ସିଭିଲ ଜର୍ଜ ସିନିଅର ଡିଭିଜିନ (ମହିଳା କୋର୍ଟ)ର ବିଚାରପତି ବବିତା ଦାସ ଆଜି ଏକ ମାମଲାର ଶୁଣାଣୀ କରି ଆସାମୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତିା ଜରିମାନା ଅନାଦାୟ ହେଲେ ଆଉ!-->…
ଛଅଜଣ ମାଓବାଦୀଙ୍କୁ ଗିରଫ ସହ କୋର୍ଟ ଚାଲାଣ ଛତିଶଗଡ଼ ପୋଲିସ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲା ଜଗରଗୁଣ୍ଡା ଥାନା ଅନ୍ତର୍ଗତ ତିମ୍ମାପୁରମ ଅଂଚଳରୁ ଚାରି ମାଓବାଦୀ ଏବଂ ବିଜାପୁର ଜିଲ୍ଲାର ତେରମ ଥାନା ଅଞ୍ଚଳରୁ ଦୁଇ ମାଓବାଦୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛନ୍ତି l ସୂଚନା ଅନୁଯାଇ ସୁକମା ଜିଲ୍ଲାର!-->…
୭୮ତମ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ଆଜି ଅପରାହ୍ନ ରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର, ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ସମ୍ମିଳନୀ କକ୍ଷରେ!-->!-->!-->!-->!-->…
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ
ରାଉରକେଲା : ୭୮ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଵୈଠକରେ ଚଳିତ ବର୍ଷ!-->…
ରାଉରକେଲା ମହାନଗର ନିଗମ ତରଫରୁ ଜନଶୁଣାଣି ଅନୁଷ୍ଠିତ : ୬୧ଟି ଅଭିଯୋଗ ତଥା ସମସ୍ୟାର ହେଲା ଶୁଣାଣି
ରାଉରକେଲା, : ରାଉରକେଲା ମହାନଗର ନିଗମ ତରଫରୁ ଜନସାଧାରଣଙ୍କ ଆପତ୍ତି ତଥା ଅଭିଯୋଗ ଗୁଡ଼ିକର ସମାଧାନ ଲାଗି ଶୁକ୍ରବାର ସ୍ଥାନୀୟ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ!-->…
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ୟୁଜିସି ମାନ୍ୟତା ପ୍ରସଙ୍ଗ
ବିଧାନସଭାରେ ପାରିତ ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭବ୍ରହ୍ମପୁର : ସମଗ୍ର ଦକ୍ଷିଣ ଓଡିଶାର ୧୪୬ ବର୍ଷ ପୁରାତନ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଏକକ ବିଶ୍ୱବିଦ୍ୟାଳୟ ଭାବେ ପରିଣତ ପରେ ବର୍ତମାନ ନିଜର ବୈଧତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ୨୦୨୧ ଅଗଷ୍ଟ ପହିଲାରୁ ଏକକ!-->…