Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରାଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ସହିତ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବାକୁ ୨୦୨୨ ମସିହାରେ ବାଲିଗୁଡା ଏନଏସି ଦ୍ଵାରା ୪୩ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟ ଅଟକଳରେ ଲଗାଯାଇଥିବା ସିସିଟିଭି ବ୍ୟବସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ଅଚଳ!-->…
ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଓଡ଼ିଆ ଭାଷା ପ୍ରମାଣ ପତ୍ର ପୋଷ୍ଟାଲ ନିଯୁକ୍ତି ନିମନ୍ତେ ଅମାନ୍ୟ
ଫୁଲବାଣୀ: ପୋଷ୍ଟାଲ ଡିପାର୍ଟମେଣ୍ଟ ରେ ଓଡିଶା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି ମିଳୁନି । ଛାତ୍ର ଛାତ୍ରୀ ଚାକିରୀ ପାଇଁ ଆବେଦନ କରିଥିଲେ ତାଙ୍କର ମାର୍କ ମଧ୍ୟ ଅଧିକ ଥିଲା ହେଲେ ଦଶମରେ ଓଡ଼ିଆ ବିଷୟ ନଥିବା କାରଣରୁ ସେମାନଂକୁ ରିଜେକ୍ଟ କରାଯାଇଥିଲା I ତେବେ ଓଡ଼ିଆ!-->…
ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ଘୋଷଯାତ୍ରା
ଫୁଲବାଣୀ : ହିନ୍ଦୁ ଧର୍ମରେ ଜଗନ୍ନାଥ ରଥ ଯାତ୍ରାର ମହତ୍ୱ ରହିଛି। ଏହି ଉତ୍ସବ ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ଭଗବାନ କୃଷ୍ଣଙ୍କୁ ପୂଜା କରିବା ପାଇଁ ଉତ୍ସର୍ଗୀକୃତ l ଉତ୍ସବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ l ସେହି ପରମ୍ପରାକୁ ବଜାୟ ରଖି ଫୁଲବାଣୀ ସ୍ଥିତ ଜଗନ୍ନାଥ!-->…
କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ
ଫୁଲବାଣୀ : ଓଡ଼ିଶାର ସର୍ବମୋଟ୍ ୧୦ଟି ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ଵାରା ଆକାଂକ୍ଷୀ ଜିଲ୍ଲା ଭାବେ ନିଆଯାଇଛି । ସେଥୁମଧ୍ୟରେ କନ୍ଧମାଳ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ଭାରତ ସରକାରଙ୍କର ନୀତି ଆୟୋଗ ଏହି ଆକାଂକ୍ଷୀ ଜିଲ୍ଲାମାନଙ୍କର ଢାଞ୍ଚାଗତ ଉନ୍ନତି କରିବା ସହିତ ସାମାଜିକ,!-->…
ସେଣ୍ଟ ଜାଭିୟର ହାଇସ୍କୁଲରେ ବନ ମହୋତ୍ସବ
ଚିକିଟୀ : ଚିକିଟୀ ପେଣ୍ଠ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବନ ମହୋତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ଶିକ୍ଷୟତ୍ରୀ ସୁପ୍ରିୟା ସାହୁଙ୍କ ତତ୍ୱାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯଥା ଅଳକା ପ୍ରିୟଦର୍ଶିନୀ ପଣ୍ଡା, ସସ୍ମିତା ପ୍ରଧାନ, ମାନିନୀ!-->…
ଟୁ ହେଲ୍ପ ଓଦରସ ସଙ୍ଗଠନର କର୍ମକର୍ତ୍ତା ଚୟନ
ଚିକିଟୀ : ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ରାଧାମୋହନପୂର ଶ୍ରୀ ରାମଲିଙ୍ଗେଶ୍ୱର ଶିବ ମନ୍ଦିର ଠାରେ ଚିକିଟୀ ବ୍ଲକ ଟୁ ହେଲ୍ପ ଓଦରସ ସଙ୍ଗଠନ ର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସର୍ବ ସମ୍ମତି କ୍ରମେ ଦେବେନ୍ଦ୍ର ରଣା ଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ!-->…
ଥାନା ଅଧିକାରୀଙ୍କ କାର ସହ ଧକ୍କା ହୋଇ ଯୁବକଙ୍କ ପ୍ରାଣ ଗଲା
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଥାନା ଅଧିକାରୀଙ୍କ କାର ସହ ଧକ୍କା ହୋଇ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ପଡିଆ ଥାନା ଅଧିକାରୀ ରାମେଶ୍ଵର ପ୍ରଧାନ ଓ ଜଣେ ଡ୍ରାଇଭର ଛୁଟି ସାରି ପଡିଆ ଥାନାକୁ ଫେରୁଥିଲେ।!-->…
ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଡ଼ଃ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ୧୨୫ ତମ ଜୟନ୍ତୀ ପାଳିତ !
ଛତ୍ରପୁର : ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଡ଼ଃ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ୧୨୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ଆଇନଜିବୀ ନରସିଂହ ପାଢୀ ସଭାପତିତ୍ୱ କରିଥିଲେ ଓ ମୁଖ୍ୟବକ୍ତା ଭାବେ ପ୍ରଦୀପ କୁମାର ପାଢୀ ଯୋଗଦେଇ ଡ଼ଃ. ମୁଖାର୍ଜୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ!-->…
ଏଠି ରାଜା ହେଉଛନ୍ତି ସେବକ : ବିଶ୍ବକୁ ମହାନ ବାର୍ତ୍ତା ଦିଏ ଓଡ଼ିଶା
ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସବୁବର୍ଷ ପରି ଓଡ଼ିଶା ସାରା ବିଶ୍ବକୁ ଦେଇଛି ଗଣତନ୍ତ୍ରର ମହାନ ବାର୍ତ୍ତା । ମହାପ୍ରଭୁଙ୍କ ପ୍ରଥମ ସେବକ ହେଉଛନ୍ତି ଉତ୍କଳର ଗଜପତି ମହାରାଜା | ଉତ୍କଳର ମହାରାଜା ଆଜି ହାତରେ ଝାଡୁଧରି ରଥରେ ଛେରାପହଁରା କରିଛନ୍ତି!-->…
ରୋଟାରୀ କ୍ଲବ ପକ୍ଷରୁ ଫୁଲବାଣୀ ରିଜର୍ଭ ପୋଲିସ ପଡିଆରେ ବୃକ୍ଷ ରୋପଣ
ଫୁଲବାଣୀ : ୭୫ତମ ବନମହୋତ୍ସବ ଅବସରରେ ରୋଟାରୀ କ୍ଲବ ଫୁଲବାଣୀ ପକ୍ଷରୁ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ସହାୟତା ରେ ଶନିବାର ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l ଏହି ଅବସରରେ ଅତିରିକ୍ତ ଏସପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି!-->…