Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାସ୍ତା ସମସ୍ୟା, ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା…
ପ୍ରସବା ମା, ନବଜାତ ଶିଶୁ ପୁତ୍ରକୁ 6 କିମି ଷ୍ଟ୍ରେଚର ରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ...
ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ …
ଫୁଲବାଣୀ: ଆଜି ସକାଳ ସମୟରେ ଫୁଲବାଣୀ ଏନ ଏଚ୧୫୭ ସ୍ଥିତ ଗୋପାଳ ସାହି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇ ଜଣଙ୍କର ଘଟଣା ସ୍ତଳରେ ମୃତ୍ୟୁ ଘଟିଛି । ଏକ ହାଇବା ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଘଟଣା ସ୍ତଳରେ ମୃତ୍ୟୁ ହୋଇଛି । ମୃତକ ବ୍ୟକ୍ତି ଜଣକ ହେଲେ ଶେଷଦେବ!-->!-->!-->…
ଅଗ୍ନିକାଣ୍ଡରେ ନଷ୍ଟହୋଇଥିବା ଦୋକାନୀଙ୍କୁ ସହାୟତାର ହାତ ବଢାଇଲେ ଉତ୍କଳ ସାମ୍ବାଦିକ ସଂଘ
ମାଲକାନଗିରି : ଶୁକ୍ରବାର ଦିନ ମଧ୍ୟରାତ୍ରରେ ମାଲକାନଗିରି ସଦର ମହକୁମା ଦୁର୍ଗାଗୁଡି ସାହିର ଜଗଦିଶ ପଣ୍ଡାଙ୍କ ତେଜରାତି ଦୋକନ ରେ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂୁର୍ଣ ଭାବେ ଜଳି ଯିବା ସହ ଦୋକାନରେ ଥିବା ଲ କ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଥିଲ । ଯାହାଫଳରେ ଶ୍ରୀ!-->…
ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ
ଦେବଗଡ : ସ୍ଥାନୀୟ ରାଜା ବାସୁଦେବ ହାଇସ୍କୁଲ ପଡିଆ ରେ ମନୋରମା କ୍ଲବ୍ ମଠ ସାହି ଆନୁକୁଲ୍ୟରେ ଏକ ସିନିୟର ଜୁନିଅର ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ରେ ସିନିୟର ଦଳ ୧୦ ଅଭର୍ ରେ ୭୮ ରନ୍ ସଂଗ୍ରହ କରିଥିଲେ। 79 ରନ୍ ର ଲକ୍ଷ୍ଯ ନେଇ ପଡିଆ କୁ ଓହ୍ଲାଇ!-->…
ଆମ ଓଡିଶା ନବୀନ ଓଡିଶା ଜନ ସଚେତନା ଶିବିର
ଆର, ଉଦୟଗିରି : ଗଜପତି ଜିଲ୍ଲା ଆର, .ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତବାରସିଙ୍ଗ୍ ଗ୍ରାମ ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡ଼ିଶାର ଜନ ସଚେତନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନା କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜି.ପି.ଓ ଶଶାଙ୍କ ଶେଖର ସୁବୁଦ୍ଧି ,ସ୍ଥାନୀୟ ସରପଞ୍ଚ!-->…
ସ୍ଵାଦ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଆଜି ଆଡମ୍ବର ସହ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଏକାଧିକ ସାଂସ୍କୃତିକ ଦଳ ଭାଗ ନେଇଥିଲେ। ସମସ୍ୟା ଦଳକୁ ସଂସ୍ଥା ସମ୍ମାନିତ କରିଥିଲା। ଏହି!-->…
୫ଟି କାମର ଠିକାଦାର ସାଜିଛନ୍ତି ରା.ଉଦୟଗିରି ଗୋଷ୍ଠୀଉନ୍ନୟନ ଅଧିକାରୀ
ଆର,ଉଦୟଗିରି : ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକକୁ ୧୭ଟି ପଞ୍ଚାୟତ ନେଇ ଗଠିତ । ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକ ସ୍ଥାନୀୟ ଲୋକଙ୍କ ସହମତି ଓ ସହଯୋଗରେ କରିବାର ବ୍ୟବସ୍ଥା ଥିବାବେଳେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକରେ ଏହାର ବ୍ୟକ୍ତିକ୍ରର୍ମ ଦେଖିବାକୁ!-->…
ସେଣ୍ଟ ଜାଭିୟର ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଇନ୍ଦ୍ରଧନୁଷ ପାଳନ
ଚିକିଟୀ : ଶୁକ୍ରବାର ଦିନ ସ୍ଥାନୀୟ ସେଣ୍ଟ ଜାଭିୟର ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଇନ୍ଦ୍ରଧନୁଷ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଯୋଗ ଦେଇ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେଲେ ଗୁଣାତ୍ମକ!-->…
ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଶ୍ରୀ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟର ୪୧ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ତଥା ବିଜେଡି ସଭାପତି ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଭାପତି ତଥା!-->…
ଦେବଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା ପାଇଁ ଆଲୋଚନା
ଦେବଗଡ଼,୧୧|୨ ଜ଼ିଲ୍ଲା ସ୍ତରୀୟ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ', ଆଗାମୀ ଫେବୃଆରୀ ୨୪ ତାରିଖ ଦିନ ପ୍ରଥମଥର ପାଇଁ ଦେବଗଡ଼ ଜ଼ିଲ୍ଲା ନାଗରିକ କମିଟି ଆନୁକୂଲ୍ୟରେ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ଜ଼ିଲ୍ଲା ନାଗରିକ କମିଟିର ସଭାପତି ସୁଶୀଲ କୁମାର କପରଦାର ଏକ ପ୍ରେସ!-->…