Browsing Category

ଆଞ୍ଚଳିକ

ଚମାଖଣ୍ଡି ଥାନା ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ : ୯୫ ଲିଟର ଚୋରା ବିଦେଶୀ ମଦ ଜବତ ସହିତ ୨ ଅଭିଯୁକ୍ତ ଗିରଫ

ଛତ୍ରପୁର : ଚଳିତ ସାଧାରଣ ନିର୍ବାଚନ ନିମନ୍ତେ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ସମସ୍ତ ପ୍ରକାର କାର୍ଯ୍ୟ କରାଯାଉ ଅଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଥାନା ଅଂଚଳରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିବା ସହିତ ଦାଗି ଓ ଜେଲ

ହିଞ୍ଜିଳିକାଟୁ ଶ୍ରୀ ଶ୍ରୀ ଦେଵଶିଳ୍ପୀ ବିଶ୍ଵକର୍ମା ଜୀର୍ଣ୍ଣୋଧାର ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ…

ହିଞ୍ଜିଳିକାଟୁ ୨୮/୩ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ନିକଟ ଏନ୍ ହେଚ ୫୯ରାସ୍ତା କଡସ୍ଥିତ ଶ୍ରୀ ଶ୍ରୀ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ଜୀର୍ଣ୍ଣୋଧାର ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ୨୮ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇ ୧ ତାରିଖ ସୋମବାର ପର୍ଯ୍ୟନ୍ତ

ସ୍କୁଲ ସମୟରେ ପାଠଛାଡି ପାଣି ବହୁଛନ୍ତି ଛାତ୍ରୀ…

ଉମରକୋଟ : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ଉପରେ ଛାତ୍ର ଛାତ୍ରୀଙ୍କ ଅନେକ ସୁବିଧା ସୁଯୋଗ ଯୋଗାଉଥିବା ବେଳେ ଏଠାରେ କିଛି ମୁଷ୍ଟିମେୟ ଶିକ୍ଷକ ମହାଶୟ ନିଜର ମନମାନି କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ହେବାପରେ ଛାତ୍ରଛାତ୍ରୀ ମାନଙ୍କୁ କୌଣସି ଶିକ୍ଷକ

୨୬ତମ ମା ନାରାୟଣୀ ଯାତ୍ରାର କମିଟିର କର୍ମକର୍ତ୍ତା ଚୟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ୨୬ ତମ ମା' ନାରାୟଣୀ ଠାକୁରାଣୀ ଯାତ୍ରା କମିଟିର କର୍ମକର୍ତ୍ତା ଚୟନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା କନ୍ଧମାଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତଙ୍କ ଅଧ୍ୟକ୍ଷତାରେ

ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ

ହିଞ୍ଜିଳିକାଟୁ ୨୮/୩ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ତରଫରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜେଡିର କାର୍ଯ୍ୟାଳୟ ଗୃହରେ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା ସାଧାରଣ ସମ୍ପାଦକ ବିଜେଡ଼ି ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର ଙ୍କ

ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଧୋବାତୁଠ ଠାରେ ପ୍ରତିଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୦୨୪ ବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହକାରୀ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର

ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଗର୍ଭ ଯନ୍ତ୍ରଣାରେ ଆଖି ବୁଜିଲେ ମହିଳା !

ଡାକ୍ତର ନଥିବା ଯୋଗୁଁ ଘଟିଲା ଅଘଟଣ…! ସରକାରଙ୍କ ଯୋଜନା କାହା ପାଇଁ…… ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ର ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ପ୍ରସବ ବେଦନା ସହି ନପାରି ମହିଳା ଆଖି ବୁଜିଥିବା ଅଭିଯୋଗ ଆସିଛି। ମୃତଜଣ ହେଲେ ଆସିକା ବ୍ଲକ ପାଣ୍ଡିଆପଥର ପଞ୍ଚାୟତ ଅନ୍ତର୍ଗତ ସୁନାପଲ୍ଲୀ

ଛତ୍ରପୁର ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଛତ୍ରପୁର : ଛତ୍ରପୁର ର ଗ୍ରାମଦେବୀ ମା ରମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି l ଛତ୍ରପୁର ର ଆରାଧ୍ୟା ଦେବି ମା ଠାକୁରାଣୀଙ୍କ ଠାରୁ ଆଜ୍ଞା ମାଳ ନିମନ୍ତେ ବିଭିନ୍ନ ପୂଜାର୍ଚନା କରାଯାଇଛି l ନୀଳକଣ୍ଠେଶ୍ଵର ସାହି ସ୍ଥିତ ମା ଙ୍କ ଅସ୍ଥାୟୀ

ବିବାହ ଫଟୋଗ୍ରାଫି ଓ ଭିଡିଓ ସମ୍ପର୍କିତ ଜ୍ଞାନ କୌଶଳ ତାଲିମ କର୍ମଶାଳା

ଛତ୍ରପୁର : କେନନ କମ୍ପାନୀ ଓ ଗାୟତ୍ରୀ ଇଲେକ୍ଟ୍ରୋନିକସ ସୌଜନ୍ୟରେ ଗୁରୁବାର "ବିବାହ" ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ସମ୍ପର୍କିତ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ନିକଟ ତାମ୍ପରା ରିସର୍ଟ ଠାରେ ବିବାହ କାର୍ଯ୍ୟକ୍ରମ ଫଟୋଗ୍ରାଫି ଜ୍ଞାନ କୌଶଳ ଉପରେ ଏକ ଦିନିକିଆ

ସଡକ ଦୁର୍ଘଟଣାରେ ଯୁବକ ମୃତ..! : ସନ୍ଦେହ ରେ ଥାନାରେ ଏତଲା ଦେଲେ ପରିବାର ଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପଟାବାଲି ସାହି ନିକଟସ୍ଥ ବ୍ରିଜ ଉପରେ ଏକ ଅଜଣା ବ୍ଯକ୍ତିର ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ପଡିଥିବା ଦେଖିବାକୁ ମିଳିଥିଲା l କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ମୁଖ୍ୟ ଚିକିତ୍ସାଳୟରେ ରକ୍ତାକ୍ତ ବ୍ଯକ୍ତିଙ୍କୁ ଭର୍ତ୍ତି କରାଇଥିଲେ l ପ୍ରାପ୍ତ