Browsing Category

ଆଞ୍ଚଳିକ

ଯାତ୍ରୀବାହୀ ବସ ସହ ପିକଅପ ମୁହାମୁହି ଧକ୍କାରେ ବସ ଡ୍ରାଇଭର ମୃତ…

ମାଲକାନଗିରି : ମାଲକାନଗିରି ମୋଟୁ 326 ନମ୍ବର ଜାତୀୟ ରାଜପଥ ତଥା କାଲିମେଳା ଥାନା ଅନ୍ତର୍ଗତ mpv 23 ଗାଁ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟା ସମୟରେ ବିଶାଖାପାଟଣା ଯାଉଥିବା ସରକାରୀ ବସ ସହିତ ଏକ ପିକଅପ ଭେନ ମଧ୍ଯ ରେ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବସ ଡ୍ରାଇଭର ଘଟଣା

ଶିଳ୍ପୀ ଅରୁଣଙ୍କ ନିଆରା ପ୍ରୟାସ : ହିଞ୍ଜିଳିକାଟୁ ମାଟିର ପୁଅ ଅରୁଣ ୟୁପିରେ ସମ୍ବର୍ଦ୍ଧିତ

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟି କଳାକୃତି ଓ ହିନ୍ଧୀ ଭାଷାରେ ଖୋଦିତ ହନୁମାନ ଚାଳିସା ପ୍ରଦାନହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ପଞ୍ଚାୟତ କଣ୍ଟେଇକୋଳି ଗ୍ରାମର କାଠ କାରିଗର ତଥା ଶିଳ୍ପୀ ଅରୁଣ କୁମାର ସାହୁ ଗୁରୁବାର ଉତ୍ତରପ୍ରଦେଶର ଅଯୋଧ୍ୟା ମନ୍ଦିରରେ

ମୌଳିକ ସୁବିଧାରୁ ବଞ୍ଚିତ କପସାଭଟ୍ଟା ଗ୍ରାମର ଶତାଧିକ ଗ୍ରାମବାସୀ

ଉମରକୋଟ : ଓଡ଼ିଶା ସରକାର ଜନତାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ବିଭିନ୍ନ ଯୋଜନା ମାଧ୍ୟମରେ, ତାହା ସାଧାରଣ ଜନତାଙ୍କ ପାଖର ପହଞ୍ଚି ପାରଛି ତ ସରକାର ମୋ ଜମି ଯୋଜନା କରି ଭୂମିହୀନ ପରିବାରଙ୍କୁ ଜମି ଯୋଗାଇବ ବୋଲି କହିଥିଲେ, କିନ୍ତୁ ତାହା କେତେ ଦୂର ସମ୍ଭବ ହୋଇ

ସ୍କୁଲର ମଧ୍ୟାହ୍ନ ଭୋଜନ କେଳେଙ୍କାରୀରେ ବିଇଓଙ୍କ ସମ୍ପୃକ୍ତି, ରାତାରାତି ପୋର୍ଟାଲରେ ଵଦଳିଲା ରିପୋର୍ଟ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଛି ମଧ୍ୟାହ୍ନ ଭୋଜନ ହରିଲୁଟ୍, ଵିଇଓ ଜାଣି ଅଜଣା ଥିବା ଵେଳେ ରଵିବାର ଛୁଟିଦିନରେ ପିଏମ ପୋଷଣ ଓଡିଶା ପୋର୍ଟାଲ ରିପୋର୍ଟକୁ ବଦଳାଇ ଦିଆଯିବା ଭଳି ସଙ୍ଗିନୀ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଗତ ୧୦ତାରିଖ

ବାଜିଲା ନିର୍ବାଚନୀ ବିଗୁଲ୍…ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ

ବାଲିଗୁଡା : ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ। ମହିଳା, ଯୁବ ଓ ବରିଷ୍ଠଙ୍କୁ ଟିକେଟ ଦେବା ନେଇ ଚାଲିଛି ବିଚାର ବିମର୍ଶ।

ଭୋଟ ବର୍ଜନରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲେ ସାଧାରଣ ସମ୍ପାଦକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ବୁଢ଼ାଗୁଡା ଗ୍ରାମ ପଞ୍ଚାୟତ ର ଦୁଇ ନମ୍ବର ୱାର୍ଡ ଆଦିବାସୀ ବହୁଳ ଗାଁ ସ୍ଵାଧୀନତାର ବହୁବର୍ଷ ବିତି ଯାଇଥିଲେ ମଧ୍ୟ ମାଣ୍ଡେ ମହା ଗାଁକୁ ରାସ୍ତା ନାହିଁ l ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ପାଖକୁ ଧାଇଁ ଧାଇଁ ଲିଖିତ ଆକାରରେ ଦେଇଥିଲେ

ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ଆଭାସୀ ମାସିକ ସାହିତ୍ୟ ଆସର ଭାଗ-୭

ଫୁଲବାଣୀ :ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ସପ୍ତମ ଆଭାସୀ ସାହିତ୍ୟ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ମଧମୁଗ୍ଧକର ବସନ୍ତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସୁଦୂର ଯୁକ୍ତରାଷ୍ଟ୍ର ଆମେରିକା ରୁ ଶ୍ରୀଯୁକ୍ତ ରଞ୍ଜିତ କୁମାର ସାହୁ ଯୋଗଦେଇଥିଲେ।ଭାରତୀୟ ସମୟ ସନ୍ଧ୍ୟା ୬ଟା ଏବଂ ଆମେରିକା

ମାନବିକତା ଦେଖାଇଲେ କେପିଏଫ ସଭାପତି ରାଧା ମୋହନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧା ମୋହନ ମହାପାତ୍ର ପୁଣି ମାନବିକତା ଦେଖାଇଥିବା ଦେଖିବାକୁ ମିଳିଛି l ପୌରପରିଷଦର ତଳିଆ କର୍ମଚାରୀ ଯାହାକୁ କି ସଫେଇ କର୍ମଚାରୀ ବୋଲି କୁହାଯାଇଥାଏ l ସେହିମାନଙ୍କୁ ପ୍ରାୟତଃ କେହି ଭଲ ମନ୍ଦରେ ପଚାରି ନଥାନ୍ତି କେତେକ

ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

ଛତ୍ରପୁର : ଛତ୍ରପୁର ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକାର ଏକ ଅଧ୍ୟାୟ "ଘର ହିଁ ବିଦ୍ୟାଳୟ ପ୍ରକଳ୍ପ"ର ପ୍ରଥମ ସୋପାନ ଅନୁଷ୍ଠିତ ହୋଇ ଯାଇଅଛି । ପରିଚାଳନା ସମିତିର ସଭାପତି ଶ୍ରୀ ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯଅତିଥି

ଆମ ପୋଲିସ ସମିତି ପକ୍ଷରୁ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡି ପୋଲିସ ଥାନା ପକ୍ଷରୁ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ 'ଆମ ପୋଲିସ ସମିତି' ତରଫରୁ ଏକ ସଚେତନତା କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି । ପ୍ରବେଶନାରୀ ଆଇ.ପି.ଏସ୍ ଅଧିକାରୀ ଏ.ବି. ଶିଳ୍ପା ମୁଖ୍ଯଅତିଥି ଭାବେ ଯୋଗଦେଇ ଆଇନ୍ ଶୃଙ୍ଖଳା