Browsing Category

ଆଞ୍ଚଳିକ

ମୋହନା ହିଲ୍ଟପ କଲେଜରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ

ଆର, ଉଦୟଗିରି : ସ୍ଥାନୀୟ ମୋହନା ହିଲ୍ଟପ କଲେଜ ସମ୍ମିଳନୀ କକ୍ଷରେ ବିଜୁ ଜୟନ୍ତୀ ଅବସରରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜ୍ ଅଧ୍ୟକ୍ଷ ଜଗନ୍ନଥ ପଣ୍ଡା ଓ ଅଧ୍ୟାପିକା ଶ୍ରୀମତିସୟଂପ୍ରଭା ସାହୁ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରରେ ମୁଖ୍ୟ

ଖ୍ରୀଷ୍ଟ ନଗର ସାହିରେ ପାନୀୟ ଜଳ ସମସ୍ୟା

ନୂତନ ନଳକୂପ ପାଈଁ ସାହି ବାସିନ୍ଦାଙ୍କ ଦାବୀ ଦାରିଙ୍ଗବାଡି, ୬/୩ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ମହକୁମା ସ୍ଥିତ ଖ୍ରୀଷ୍ଟନଗର ସାହିରେ ବିଶୁଧ ପାନୀୟ ଜଳ ସମସ୍ୟା ଲାଗିରହିଛି। ପାଇପ ଲାଇନ ଯୋଗେ ସପ୍ଲାଇ ପାଣିର ବ୍ୟବସ୍ତା ରହିଛି, ହେଲେ ଗୋଳିଆ ପାଣି ଆସୁ

ଟିପିଏସଓଡିଏଲ୍ ପକ୍ଷରୁ ଲାଇନମ୍ୟାନ ଦିବସ ଓ ଜାତୀୟ ସୁରକ୍ଷା ଦିବସ ପାଳିତ

ବ୍ରହ୍ମପୁର : ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣରେ ଲାଇନମ୍ୟାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼(ଟିପିଏସଓଡିଏଲ୍)ରେ ଲାଇନମ୍ୟାନ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଟିପିଏସଓଡିଏଲ୍, ଲାଇନମ୍ୟାନଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି

ଶିକ୍ଷକଙ୍କ ଅଫର୍ ମଧ୍ୟାହ୍ନ ଭୋଜନ ରୋଷେଇ ନ ହୋଇ ପୋର୍ଟାଲରେ ପିଲା ଖାଇଛନ୍ତି ରନ୍ଧାଖାଦ୍ୟ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିକ୍ଷାଧିକାରୀଙ୍କ ଅପାରଗତା ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଯୋଗୁ ଵ୍ଲକ ଶିକ୍ଷା ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଯାହାକି ଶିକ୍ଷକଙ୍କର ଏକପ୍ରକାର ଅଫର୍ ମିଳିଛି ଛାତ୍ରଛାତ୍ରୀ ମାନଙ୍କୁ ସେ ଅଫର୍ ଟିହେଉଛି ମଧ୍ୟାହ୍ନ

ମାଥିଲିଠାରେ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ

ଆର,ଉଦୟଗିରି /୬/୩/ : ମୋହନା କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ ତରଫରୁ ପ୍ରବାଦପୁରୁଷ ବିଜୁ ବାବୁଙ୍କ 108 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଆଜିର ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ରେ ମୋହନା ନିର୍ବାଚନ ମଣ୍ଡଳୀ ରଜିଲ୍ଲା ସଭାପତିଙ୍କ ଦେହ ଅସୁସ୍ଥଥିବା

ସ୍ଥାୟୀ ପଟ୍ଟା ଦାବିରେ କେପିଏଫ ପକ୍ଷରୁ ରାଲି ଓ ବିକ୍ଷୋଭ

ଫୁଲବାଣୀ : ସଦର ମହକୁମା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବୁଧବାର ଅଗ୍ରଣୀ ସାମାଜିକ ସଂଗଠନ କନ୍ଧମାଳ ପିପୁଲସ ଫୋ୍ରମ (କେପିଏଫ୍) ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସମାଜସେବୀ, ବରିଷ୍ଠ ସାମ୍ବାଦିକ ରାଧାମୋହନ ମହାପାତ୍ରଙ୍କ

ମୌଳିକ ସମସ୍ୟାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟିଲେ ରଟିଙ୍ଗିଆ ଅଞ୍ଚଳବାସୀ

ଫୁଲବାଣୀ : ସରକାରଙ୍କ ବିଭିନ୍ନ ଯୋଜନା ସହିତ ମୌଳିକ ସମସ୍ୟାଗୁଡ଼ିକର ପ୍ରଶାସନ ସମାଧାନ କରୁଥିବାବେଳେ ଅନେକ ଅଞ୍ଚଳଗୁଡିକ ବଞ୍ଚିତ ହେଉଛି। ସେହି ପରି ଅନେକ ଅଞ୍ଚଳଗୁଡିକ ବାରମ୍ବାର ଲିଖିତ ଅଭିଯୋଗ ମାଧ୍ୟମରେ ଦାବି ଜଣାଇଲେ ମଧ୍ୟ ତାହାର ସମାଧାନ ହେଉନାହିଁ। ସୂଚନା ଅନୁସାରେ ଘୁ. ଉଦୟଗିରି

ସରକାରି ବସ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ…

ଫୁଲବାଣୀ:କନ୍ଧମାଳ ଜିଲ୍ଲା ର ଫୁଲବାଣୀ ରୁ ଅନୁଗୁଳ ଅଭିମୁଖେ ଯାଉଥିବା OSRTC ସରକାରି ବସ୍ରାଣୀପଥର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥ‌ିବା ବେଳେ ପାଖାପାଖୂ ୧୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୪୫ଯାତ୍ରୀ। ଖବର ଅନୁସାରେ ଜଣା ପଡ଼ିଛି ଯେ

ନାରୀ ସୁରକ୍ଷିତ ଓ ସ୍ବାବଲମ୍ବୀ ହେଲେ, ଦେଶ ଶକ୍ତିଶାଳୀ ଓ ବିକଶିତ ହେବ

ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ଚୁଡାନ୍ତ ପ୍ରସ୍ତୁତି।ବ୍ରହ୍ମପୁର : ସହର ର ଅନ୍ୟତମ ଅଗ୍ରଣୀ ସମାଜସେବା ସାଂସ୍କୃତିକ, କ୍ରୀଡା ଅନୁଷ୍ଠାନ ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଚତୁର୍ଥ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ମହା ସମାରୋହରେ ଆୟୋଜନ