Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କଂଗ୍ରେସର ମହା ମିଶ୍ରଣ ପର୍ବ ଓ ନୂତନ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସ୍ବାଗତ ସମ୍ବର୍ଦ୍ଧନା…
ଫୁଲବାଣୀ :କନ୍ଧମାଳ ଜିଲ୍ଲା କୋଟଗଡ ଠାରେ କଂଗ୍ରେସର ନୂତନ ଜିଲ୍ଲ ସଭାପତି ଚନ୍ଦ୍ରଶେଖର ପରିଡାଙ୍କ ଉପସ୍ଥିତିରେକଂଗ୍ରେସରେ ମିଶିଲେ ଶତାଧିକ ଅଣ କଂଗ୍ରେସ କର୍ମୀ, ବିଜେପି ଓ ବିଜେଡି l ନୂତନ ଭାବେ ପାଇଥିବା ପ୍ରଦେଶ କଂଗ୍ରେସ ଜିଲ୍ଲା ସଭାପତି ଦାଇତ୍ଵ ଶ୍ରୀ ପରିଡାଙ୍କ ଏହା ପଦକ୍ଷେପ ଯେ!-->!-->!-->…
କୁରାଳ ସୋସାଇଟ ଜମାକାରୀ ଜମା ଟଙ୍କା ଫେରି ପାଇଲେ…
ନୟାଗଡ଼: ଓଡ଼ଗାଁ ବ୍ଲକ ଅଧିନସ୍ଥ କୁରାଳ ସେବା ସମବାୟ ସମିତିରେ ବିଳମ୍ବରେ ହେଲେ ମଧ୍ୟ ଜମାକାରୀ ମାନେ ଜମା ଟଙ୍କା ପାଇଛନ୍ତି ।ପ୍ରଥମ ପର୍ଯ୍ୟାୟରେ ୩୧ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି । ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସମବାୟ!-->!-->!-->…
କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଆର,ଉଦୟଗିରି ଓ ରାମଗିରି ରେ ଭାରତ ବନ୍ଦର ପ୍ରଭାବ…
ଆର,ଉଦୟଗିରି / ୧୭/୨/ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ,କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ବଂସକାରି ନୀତି ଗୁଡିକ ବିରୋଧରେ ସଂଯୁକ୍ତ କିସାନ ମୋର୍ଚ୍ଚା , କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଏବଂ ସ୍ୱାଧୀନ ଫେଡେରେସନ ସମୂହ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି l ଏହାର ପ୍ରଭାବରେ ରା.!-->!-->!-->…
ଉନ୍ନୟନ କମିସନର ଓ ଶିଳ୍ପ ସଚିବଙ୍କ ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ପରିଦର୍ଶନ
ଭୁବନେଶ୍ୱର / ଗୋପାଳପୁର, ୧୬ ଫେବ୍ରୁଆରି ୨୦୨୪: ଓଡ଼ିଶା ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ଲିମିଟେଡ (ଟିଏସ୍ଏସ୍ଇଜେଡ୍ଏଲ୍)ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି) ପରିଦର୍ଶନ କରି ଏଠାରେ ଥିବା ଶିଳ୍ପ ୟୁନିଟ୍ଗୁଡ଼ିକର ସାମ୍ପ୍ରତିକ!-->…
ଆସିକା ରେ ଗରିବ ଙ୍କ ଚାଉଳ ମଧ୍ୟ ଓଜନରେ ଠକେଇ……!
ଅଧିକାରୀ ଙ୍କ ଯୋଗୁଁ ସରକାର ବଦନାମ….ବ୍ରହ୍ମପୁର : ୧୬-୨ ଆସିକା ଅଞ୍ଚଳ ରେ ଦୀର୍ଘ ଦିନ ହେଲା ବହୁ ହିତାଧିକାରୀ ଙ୍କୁ ସରକାର ଯୋଗାଉଥିବା ଚାଉଳ ରେ ଓଜନ ରେ ଠକେଇ ହେଉଥିବା ନେଇ ହିତାଧିକାରୀ ଅଭିଯୋଗ କରୁଛନ୍ତି।ବିଭିନ୍ନ ଆଳ ଦେଖାଇ କେତେକ ଡ଼ିଲେର ଅଖା ପାଇଁ ତିରିଶି ଟଙ୍କା ଦାବୀ କରୁଥିବା!-->…
ଆସିକା ଉପଖଣ୍ଡ ଚିକିତ୍ସାଳୟ କାହା ଦୟାରେ ନା ଭଗବାନ ଭରସାରେ……
ବ୍ରହ୍ମପୁର : ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ରାଜ୍ୟସରକାର ଚକା ଚକ କରିଛନ୍ତି। ହେଲେ ଏଠାକୁ ଆସୁଥିବା ରୋଗୀଙ୍କୁ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଡାକ୍ତର ଅଛନ୍ତି ହେଲେ ଲୋକଙ୍କୁ ଯେଉଁ ପ୍ରକାର ସୁଵିଧା ସୁଯୋଗ ମିଳିବା କଥା ତାହା ରୁ ବଞ୍ଚିତ ହେଉଥିବା ଅଭିଯୋଗ!-->…
ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଦ୍ଵାରା ଲକ୍ଷ୍ମୀବସ ସେବା ଶୁଭାରମ୍ଭ କଲେ
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ଜରିଆରେ ନୟାଗଡ଼ ଜିଲ୍ଲାରେ ଲକ୍ଷ୍ମୀବସ ଯୋଜନା ର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛା କୁ ସମ୍ମାନ ଦେଇ ଓଡ଼ିଶା ସରକାର!-->!-->!-->…
ଲଙ୍କେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଶିପଡା ଗ୍ରାମରେ ଲଙ୍କେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ କ୍ରୀଡା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେପିଏଫର ସଭାପତି, ସାମ୍ବାଦିକ ତଥା ପ୍ରତିଷ୍ଠାତା ରାଧା ମୋହନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳିବା!-->!-->!-->…
ବାଲିମେଳା ଜଳଭଣ୍ଡାରରେ ବୁଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତ ର କେନ୍ଦୁଗୁଡା ଗାଁ ରେ ଅଘଟଣ । ଗତକାଲି ଅପରାହ୍ନ ରେ ଜଳଭଣ୍ଡାର କୁ ଗାଧୋଇବା କୁ ଯାଇଥିଲେ 4 ଜଣ ଶିଶୁ କନ୍ୟା । ଗାଧୋଇବା ସମୟରେ ଜଳଭଣ୍ଡାରର ଗଭୀର ଜଳରାଶିରେ ନିଖୋଜ ହୋଇଯାଇଥିଲେ ଦୁଇ ଶିଶୁ କନ୍ୟା ।ନିଖୋଜ!-->…
ସ୍ୱଚ୍ଛଭାରତ ଅଭିଯାନର ଏକ କରୁଣ ଦୃଶ୍ୟ
ଉମରକୋଟ : ସ୍ୱଚ୍ଛଭାରତ ଅଭିଯାନରେ ସରକାର ବିଭିନ କାର୍ଯକ୍ରମ ମାଧ୍ୟମ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ଜନତାଙ୍କୁ ସଚେତେନ କରୁଛନ୍ତି, କିନ୍ତୁ ବଡ଼ ଦୁଃଖ୍ୟର ବିଷୟ ନା ଜନତା ସଚେତନ ହେଉଛନ୍ତି, ନା ପୌରପରିଷଦ ସ୍ୱଚ୍ଛଭାରତ ଅଭିଯାନକୁ ଭୃକ୍ଷେପ!-->…