Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କାଜୁ ତେଲ ବୋଝେଇ ଟ୍ରକ ସହ ୨୮୦ କିଲୋ ଗଞ୍ଜେଇ ଜବତ ଘଟଣା : ରାଜସ୍ଥାନରୁ ଆଉ ଜଣକୁ ଗିରଫ କଲା ନାର୍କୋଟିକ୍ସ କଂଟ୍ରୋଲ…
ଦେବଗଡ,୨୨ା୧୨:୨୦୨୧ ମସିହା ମାର୍ଚ୍ଚ ୨୦ ତାରିଖ ପ୍ରତ୍ୟୁଷରେ ଭୁବନେଶ୍ୱର ସ୍ଥିତ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ଏକ ଟିମ୍ ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ଛକ ୪୯ ନମ୍ବର ଜାତୀୟ ରାଜପଥରେ ଏକ କାଜୁତେଲ ବୋଝେଇ ଟ୍ରକକୁ ଜବତ କରିବାସହ ସେଥି ମଧ୍ୟରୁ ୨୮୦କିଲୋ ଚୋରା ଗଞ୍ଜେଇ!-->…
୧୦ ବର୍ଷୀୟା ନାବାଳିକାକୁ ସମ୍ପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ
ଦେବଗଡ,୨୨ା୧୨:ବାରକୋଟ ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମରେ ଜଣେ ୧୦ ବର୍ଷୀୟା ନାବାଳିକାକୁ ଜଣେ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ବାରକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ଦୁଷ୍କର୍ମ ସମେତ ପକ୍ସୋ ଆକ୍ଟର ବିଭିନ୍ନ ଧାରାରେ ଏକ ମାମଲା!-->…
“ହାତୀକା ଦାନ୍ତ ଖାନେକା ଅଲଗ ଦିଖାନେ କା ଅଲଗ” ନୀତିରେ ଚାଲିଛି ସରକାରଙ୍କ ଅଣ୍ଡା ବଣ୍ଟା ଯୋଜନା ….!
ବ୍ରହ୍ମପୁର : ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିର୍ବାଚନ କୁ ଆଖି ଆଗରେ ରଖି ବହୁ ପ୍ୟାକେଜ ଘୋଷଣା କରିବା ସହ ମଠ ମନ୍ଦିର କୁ କୋଟି କୋଟି ଟଙ୍କା ଦେଉଛନ୍ତି। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ପାଇଁ ଓ ସରକାରୀ!-->…
ମିଳିତ ବିରୋଧୀ ଦଳ ମାନଙ୍କ ପକ୍ଷରୁ “ଦେଶ ବଞ୍ଚାଓ , ସମ୍ବିଧାନ ବଞ୍ଚାଓ ” ଅଭିଯାନ
ବ୍ରହ୍ମପୁର : ସଂସଦ ରୁ ବିରୋଧୀ ଦଳମାନଙ୍କର ପ୍ରାୟ ୧୪୬ ଜଣ ସାଂସଦଙ୍କୁ ନିଳମ୍ଵନ ଵିରୋଧରେ ଆଜି ଆହୁତ ଦେଶଵ୍ୟାପୀ ପ୍ରତିବାଦ ଦିବସ କୁ ଓଡିଶା ରେ ସଫଳ କରିବା ପାଇଁ ଇଣ୍ଡିଆ ମେଣ୍ଟଭୁକ୍ତ ଓଡିଶାର ବିରୋଧୀ ରାଜନୈତିକ ଦଳ ମାନେ ଆହ୍ୱାନ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର!-->!-->!-->…
ଛାତ୍ରଛାତ୍ରୀମାନେ ଓଡ଼ିଶାର ଭବିଷ୍ୟତ : ଭି କେ ପାଣ୍ଡିଆନ୍
ଫୁଲବାଣୀ : ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ ଠାରେ ଗତ କିଛି ଦିନ ଧରି ମହାବିଦ୍ୟାଳୟ ସ୍ତରରେ ଚାଲିଥିବା ନୂଆ-ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ଆୟୋଜିତ ଉଦଯାପନୀ ଉତ୍ସବରେ ଯୋଗ ଦେଇ ୫-ଟି ତଥା ନବୀନ ଓଡିଶା ଅଧ୍ଯକ୍ଷ ଭି କେ ପାଣ୍ଡିଆନ ଛାତ୍ରଛାତ୍ରୀମାନଙ୍କୁ!-->…
ମନ୍ତ୍ରୀ ଉଷାଦେବୀ ବାହୁଦା କେନାଳର ରାସ୍ତା ଉନ୍ନତିକରଣ ସକାଶେ ଶୁଭ ଦେଲେ
ଚିକିଟୀ : ସ୍ଥାନୀୟ ରାମଚନ୍ଦ୍ରପୁର ଠାରେ ବାହୁଦା କେନାଳର ରାସ୍ତା ଉନ୍ନତି କରଣ ସକାଶେ ସ୍ଥାନୀୟ ବିଧାୟିକା ତଥା ଓଡିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ କରକମଳରେ ଶୁଭ ପ୍ରଦାନ କରିଥିଲେ । ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପଣ୍ଡା ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର!-->…
ଓୟୁଜେ ରାଜ୍ୟ ସମ୍ପାଦକ ହେଲେ ଫୁଲବାଣୀର ପ୍ରଶାନ୍ତ କୁମାର ବେହେରା
ଫୁଲବାଣୀ : ରାଜ୍ୟର ଅଗ୍ରଣୀ ଓ ପୁରାତନ ସାମ୍ବାଦିକ ସଂଘ,ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୨୬ ତମ ଦ୍ବିବାର୍ଷିକ ସମ୍ମିଳନୀ, ଭୁବନେଶ୍ବର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗଦେଇ!-->!-->!-->…
ଆଲିସା ଏନ୍ଜିଓର ଆଦିବାସୀ କର୍ମଚାରୀ ଲକ୍ଷ୍ମୀକୁ ପୋଡି ମାରିଦିଆଯାଇଛି, ଡାଇରେକ୍ଟର ସମ୍ପୃକ୍ତି ନେଇ ଥାନାରେ ଏତଲା
ମୁନିଗୁଡା : ଅବିବାହିତ ଶିକ୍ଷିତ ଆଦିବାସୀ ଯୁଵତୀ ଅର୍ଥ ରୋଜଗାର କରିବାକୁ ଧାଇଁ ଆସିଥିଲା ଆଲିସା ଏନ୍ ଜି ଓର ମା ଘରେ କାମ କରୁଥିଲା। ଜାଣିନଥିଲା ସମ୍ପୃକ୍ତ ଏନଜିଓର ଡାଇରେକ୍ଟରଙ୍କ ଦ୍ଵାରା ହାରାସମେଣ୍ଟ ଓ ନିର୍ଯାତନା ସହି ତାଙ୍କ କଥାରେ ରାଜି ନହୋଇ ଶେଷରେ ପୋଡି ମାରିଦେଇଥିବା ନେଇ ଯୁବତୀର!-->…
ବ୍ଲକସ୍ତରରେ ଧାନମଣ୍ଡି ଉଦଘାଟିତ
ହିଞ୍ଜିଳିକାଟୁ, ୨୨/୧୨ : ଶୁକ୍ରବାର ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ୨୦୨୩-୨୪ ଖରିଫ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକର ୨୦ଟି ପ୍ରାଥମିକ କୃଷି ସମବାୟ ସମିତି, ଶ୍ରୀ ଗୋପାଳେଶ୍ୱର ପାଣିପଞ୍ଚାୟତ ଏବଂ ଦେବୀ ସ୍ୱୟଂ ସହାୟକ ଗୋଷ୍ଠୀକୁ!-->…
ଦୁର୍ଗମ ଅଂଚଳରେ ଦଣ୍ଡ ବୀଣାକାର ନୃତ୍ୟ ମାଧ୍ୟମରେ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ପାଇଁ ଆଂଚଳିକ ଲୋକନୃତ୍ୟ ଦଳ ମାନଙ୍କର ସହାୟତା ନିଆଯାଇଥାଏ । ସେହିପରି!-->…