ମହାନ୍ ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

add-all

ବ୍ରହ୍ମପୁର : ନେତାଜୀ ସୁଭାଷ ବୋଷ ଙ୍କ ପରି ସୁପୁତ୍ର ପାଇ ଭାରତ ମାଟି ଧନ୍ୟ ହୋଇଛି।ବୀର ସ୍ଵାଧୀନ ସଂଗ୍ରାମୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମହାନ ସଂଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷ ରୁ ସକାଳେ ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସଂଘର କାର୍ଯ୍ୟାଳୟରେ ସ୍ମୃତିଚାରଣ କରାଯାଇଥିଲା।ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, ଶ୍ରୀ ଭୀଷ୍ମଚାର୍ୟ୍ଯ ଚଉଧୁରୀ, ସୁରେଶ ତ୍ରିପାଠୀ, ଇ. ତେଜେଶ୍ୱର୍ ରାଓ ଶ୍ରୀ ସଉମିକ ସାହୁ, ଶ୍ୟାମ ଦତ୍ତ ଦାଶ , ଶ୍ରୀ ପ୍ରଭାକର ସାହୁ, ପ୍ରମୋଦ ମହାରଣା, ସବିତା ସାହୁକାର, ବାସୁଦେବ ସାହୁକାର, ଙ୍କ ସମେତ ବହୁ ସଭ୍ୟ ଅଂଶଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.