Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଜ୍ୟ ଆଇନଜୀବୀ ପରିଷଦର ଅର୍ଥ ବିଭାଗକୁ ନିର୍ବାଚିତ ହେଲେ ପୀତବାସ ପଣ୍ଡା…
ବ୍ରହ୍ମପୁର : ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ସର୍ବାଧିକ ଭୋଟ୍ ପାଇ ଓଡ଼ିଶାରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବ୍ରହ୍ମପୁର ସହରର ସୁନାମଧନ୍ୟ ଆଇନଜୀବୀ ତଥା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ମୁଖପାତ୍ର ଶ୍ରୀ ପୀତବାସ ପଣ୍ଡା ଚଳିତ ରାଜ୍ୟ ଆଇନଜୀବୀ ପରିଷଦର ଅର୍ଥ ବିଭାଗ ,ଆଇନ!-->…
ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମ
ବ୍ରହ୍ମପୁର, ୨୨/୧ : ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମିରେ ବିଧର୍ମୀ ମାନଙ୍କର ଚକ୍ରାନ୍ତକୁ ଧୂଳିସାତ କରି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । କୋଟି କୋଟି ହିନ୍ଦୁମାନଙ୍କର ଆସ୍ଥାର କେନ୍ଦ୍ର କେତେ ଯେ ସାଧୁ ସନ୍ଥ,କର ସେବକ ମାନଙ୍କର ବଳିଦାନରେ ସାଂସ୍କୃତିକ!-->…
ରାମଲାଲଙ୍କ ପ୍ରାଣପ୍ରତିଷ୍ଠା, ହିଞ୍ଜିଳିକାଟୁରେ ଆଧ୍ୟାତ୍ମିକ ପରିବେଶ…
ଦୀପର ଆଲୋକରେ ଝଲସିଲା ହିଞ୍ଜିଳିକାଟୁ
ହିଞ୍ଜିଳିକାଟୁ (୨୨/୧) : ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି ରାମଙ୍କ ନଗରୀ ଅଯୋଧ୍ୟା । ଉତ୍ତରପ୍ରଦେଶର ଅଯୋଧ୍ୟା ସହରରୁ ନେଇ ରାମ ଜନ୍ମଭୂମୀ ସବୁ ହୋଇଉଠିଛି ଆଲୋକମୟ । ତେବେ ସରଜୁ ନଦୀ ତଟରେ ଆଲୋଜନ ହୋଇଛି!-->!-->!-->…
ତୁମୁଡିବନ୍ଧରେ ରାମଲାଲାଙ୍କ କାର୍ଯ୍ୟକ୍ରମ…
ଫୁଲବାଣୀ : ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ସାରା ଭାରତରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହିତ ପୁରପଲ୍ଲୀ ରାମମୟ ହୋଇ ଉଠିଛି l ତୁମୁଡିବନ୍ଧ ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଏହି ଅବସର ରେ!-->…
ସିର୍କାବର୍ଗ ହାଇସ୍କୁଲରେ ବାର୍ଷିକ ଉତ୍ସବ…
ଦାରିଙ୍ଗବାଡି,୨୨/୧: ସିର୍କାବର୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସଵରେ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସିଂ ଙ୍କ ଅଧ୍ୟକ୍ଷତା କ୍ରମେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ଅତିଥି ଭାବେ ସମିତି ଅଧକ୍ଷ!-->…
ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ରର ହସ୍ତକ୍ଷେପ – ବରିଷ୍ଠ ନାଗରିକଙ୍କୁ ଗ୍ୟାସ ବିତରକ ଯୋଗାଣ କରିଲା ରିଫିଲ୍…
ବ୍ରହ୍ମପୁର : ପ୍ରକାଶଥାଉକି, ବହୁ ମାସ ଧରି ବ୍ରହ୍ମପୁର ବାସିନ୍ଦା ତଥା ବରିଷ୍ଠ ନାଗରିକ ଶ୍ରୀ ଏସ୍. ଏନ୍. ପାଣିଗ୍ରାହୀଙ୍କୁ ଇଷ୍ଟଦିପ ଇଣ୍ଡେନ୍ ଗ୍ୟାସ୍ ବିତରକ ଠାରୁ କେବଳ ମୋବାଇଲ ରେ ମେସେଜ ପାଉଥିଲେ କିନ୍ତୁ ରିଫିଲ୍ ଗ୍ୟାସ ଯୋଗାଣ ହେଉନଥିଲା । ବହୁବାର ଅଭିଯୋଗ ପରେ ବି ଉକ୍ତ ଗ୍ୟାସ!-->…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାଜନଗର ଭକ୍ତଙ୍କ ଜୟ ଶ୍ରୀରାମ ଧ୍ଵନୀରେ ମୁଖରିତ
ରାଜନଗର : ଦୀର୍ଘ ପାଞ୍ଚଶହ ବର୍ଷ ପରେ ହିନ୍ଦୁ ସନାତନ ଧର୍ମାବଲମ୍ବୀ ଭକ୍ତଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଝରିଲା। ଆଜିଐତିହାସିକ ଵିଜୟର ସ୍ମାରକ ସ୍ବରୂପ ରାମ ଜନ୍ମ ଭୂମି ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଏଥିପାଇଁ ସାରା ଦେଶ ସମେତ ଓଡିଶାରେ ଜୟଶ୍ରୀରାମ ଧ୍ଵନୀ ସହିତ ହୋମ ଯଜ୍ଞ!-->…
ବାଇକ୍ ଦୁର୍ଘଟଣା: ଜଣେ ମୃତ ଜଣେ ଗୁରୁତର…
ଦାରିଙ୍ଗବାଡି,୨୨/୧, ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ସ୍ଥିତ ବୁଡ଼ାଗୁଡ଼ା ଛକରେ ବାଇକ୍ ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛି । ମୃତକ ଜଣକ ହେଲେ ମୁଣ୍ଡାନାଜୁ ଗ୍ରାମର ଆଇବ ପ୍ରଧାନ(୩୦) ହୋଇଥିବା ବେଳେ ଗୁରୁତର ଜଣକ ହେଲେ ବାସାବାଡ଼ି ଗ୍ରାମର!-->…
“ଅନୁବାଦ କେବଳ ସାହିତ୍ୟ ନୁହଁ ଦୈନିକ ଜୀବନର ଉପଚାରଟିଏ”
"ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ମାସିକ ଆସର ପଞ୍ଚମ ଅର୍ଘ୍ୟ ଅନୁଷ୍ଠିତ"
ଫୁଲବାଣୀ : ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ପଞ୍ଚମ ମାସିକ ଆଭାସୀକବିତା ଆସର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି। ଆସରରେ ମୁଖ୍ୟ ଅତିଥି ଭାବେବେଙ୍ଗାଳୁରୁରୁ ଗାଳ୍ପିକା ତଥା ଆଇନଜୀବୀ ଶ୍ରୀମତୀ ବିଶ୍ୱ ଭାରତୀ!-->!-->!-->…
ଇଭିଏମ ଓ ଭିଭିପାଟ ସଚେତନତା କାର୍ଯ୍ୟକ୍ରମ…
ନୟାଗଡ଼ : ନିର୍ବାଚନ ସମୟ ନିକଟ ହେଉଥିବାରୁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ ଓ ଭିଭିପାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉଦ୍ଘାଟନ କରିଥିଲେ । ଜିଲ୍ଲାର ସମସ୍ତ!-->…