Browsing Category

ଆଞ୍ଚଳିକ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ସଂମ୍ମାନିତ କରାଗଲା ଶ୍ରେଷ୍ଠ ବ୍ୟକ୍ତି ବିଶେଷଙ୍କୁ ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଜାନୁଆରୀ ୨ ତାରିଖ ପୂର୍ବହ୍ନରେ ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ହରପ୍ରସାଦ ଦାସ ମୁଖ୍ୟ…

କବି ଗୋପାଳକୃଷ୍ଣ ମୁକ୍ତାକାଶ ରଙ୍ଗମଞ୍ଚ ଉଦ୍ଘାଟିତ…

ବ୍ରହ୍ମପୁର : ରାଜ୍ୟର ସର୍ବ ପୂରାତନ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ପକ୍ଷରୁ କଳାକେନ୍ଦ୍ର ପରିସରରେ 'କବି ଗୋପାଳକୃଷ୍ଣ ମୁକ୍ତାକାଶ ରଙ୍ଗମଞ୍ଚ' ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ବିଧିବତ୍ ଉଦ୍ଘାଟନ କରି…

ନବ.ବର୍ଷରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଉନ୍ନୟନ କାର୍ଯ୍ୟର ସଫଳତା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା…

ଛତ୍ରପୁର ତା.୦୨.୦୧.୨୦୨୪ ଜିଲ୍ଲାପାଳଙ୍କ ଓସ୍ବାନ ହଲ ଠାରେ ମଙ୍ଗଳବାର ସମସ୍ତ ଉନ୍ନୟନ କାର୍ଯ୍ଯର ସଦ୍ ବିନିଯୋଗ ଓ ଲୋକଙ୍କ ଉନ୍ନତି କଳ୍ପେ କରାଯାଉଥିବା ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନବବର୍ଷର…

ନୂତନ ବର୍ଷରେ ଶ୍ରୀ ଶ୍ରୀ ବିନାୟକ ଯୁବକ ସଂଘ ତରଫରୁ ବିଭିନ୍ନ ମନ୍ଦିର ତଥା ଦେବାଳୟରେ ପଲିଥିନ ମୁକ୍ତ ଓ ନିଶାମୁକ୍ତ…

ରାଜସୁନାଖଳା : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ରାଜସୁନାଖଳା ଓ ନରେନ୍ଦ୍ରପୁର ପଞ୍ଚାୟତର ସମସ୍ତ ମନ୍ଦିର ତଥା ଦେବାଳୟର ପରିସରରେ ନୂତନ ବର୍ଷରେ ରାଜସୁନାଖଳା ନୃସିଂହପୁର ଟାଙ୍ଗିସାହିର ଶ୍ରୀ ଶ୍ରୀ ବିନାୟକ ଯୁବକ ସଂଘ ତରଫରୁ ବିଭିନ୍ନ ମନ୍ଦିର ତଥା ଦେବାଳୟରେ ପଲିଥିନ ମୁକ୍ତ ଓ ନିଶାମୁକ୍ତ…

ଗଳାବାଟ ଦେଇ ତିନି ଖାକି ବରର୍ଦ୍ଧି ର ଆଶୀର୍ବାଦ ରେ ଗଞ୍ଜେଇ-ବିଦେଶୀ ମଦ – କାଠ ଚୋରା ଚାଲାଣ..!

ବ୍ରହ୍ମପୁର : ରାତ୍ର ୩ ଘଣ୍ଟାରୁ ଭୋର ୫ ଟା ରେ ୫୯ ନମ୍ବର ଜାତୀୟ ରାଜପଥ ରେ ଥିବା ଗଳାବାଟ ଦେଇ ଗଞ୍ଜେଇ-ବିଦେଶୀ ମଦ -ଚୋରା କାଠ ଚାଲାଣ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଶୀତଋତୁ ଏବେ ଗଞ୍ଜେଇ-ବିଦେଶୀ ମଦ -ଚୋରା କାଠ ମାଫିଆ ଙ୍କ ପୁଷ ମାସ ପାଲଟିଛି। ୫୯ ଜାତୀୟ ରାଜପଥ ରେ ଥିବା…

ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର…

ରାଉରକେଲା :ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ପରତାପୁର ପଞ୍ଚାୟତ ଅନ୍ତର୍ଗତ ମୋଗୋଟଲି ଗ୍ରାମ ରାସ୍ତା ଉପରେ ଗୋଟିଏ ଗାଈକୁ ବଞ୍ଚାଇବାକୁ ଯାଇ ବାଇକ ଚାଳକ ନିଜର ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଟିକି ପଡ଼ି ଦୁର୍ଘଟଣା ଘଟିଥିବାରୁ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ ! ସ୍ଥାନୀୟ…

ବାଇକ ଚୋରକୁ ଧରି ପୋଲିସ କଲା କୋର୍ଟ ଚାଲାଣ…

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଗତ ୨୩/୯/୨୩ ରିଖ କାଦୋବାହାଲ ଗ୍ରାମରେ ଗଣେଶ ପୂଜାର ରାତ୍ରରେ ଯାତରା ଦେଖିବା ପାଇଁ ଝୁନୁମୁର ପଞ୍ଚାୟତ ଅନ୍ତର୍ଗତ ସାନକୁଚୁଲୁ ଗ୍ରାମର ଇନ୍ଦ୍ର ବଡ଼ାଇକଙ୍କ ପୁଅ କ୍ରୀଷ୍ଣା ବଡାଇକ ଯାତ୍ରା ଦେଖିବାକୁ ଯାଇଥିଲା ଯାତ୍ରା…

ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଶୀତବସ୍ତ୍ର ଓ ଚାଉଳ ବଣ୍ଟନ

ଚିକିଟୀ : ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ତେନ୍ତୁଳିଆ ରାଧାମୋହନପୁର କୋଠଘର ଠାରେ ଶୀତବସ୍ତ୍ର ଓ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ସମେତ ରାଧାମୋହନ ପୁର ଆଞ୍ଚଳିକ ପରିଷଦ…

ନେସନାଲ Taekofest ଚାମ୍ପିଅନ ସିପ୍ ରେ ବ୍ରହ୍ମପୁର ତାଏକୋଣ୍ଡ ଟ୍ରେନିଂ ସ୍କୁଲ ର ସଫଳତା।

ବ୍ରହ୍ମପୁର : ଗତ 27 ରୁ 29 ତାରିଖ ପର୍ଯ୍ୟନ୍ତ କଲିକତା ରେ ହେଇଥିବା ଜାତୀୟ ସ୍ତରୀୟ Taekofest ପ୍ରତିଯୋଗିତାରେ ବ୍ରହ୍ମପୁର ର ଧର୍ମନଗର ରେ ଥିବା ବ୍ରହ୍ମପୁର ତାଏ କଣ୍ଡୋ ଟ୍ରେନିଂ ସ୍କୁଲ ର 12ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ସେଥିରେ ସେମାନେ ସଫଳତା ହାସଲ କରିବା ସହ 4 ଗୋଟି ସ୍ଵର୍ଣ୍ଣ…