Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ବିଭାଗୀୟ ଖାଦ୍ୟ ପ୍ରକ୍ରିୟା କରଣ ସକାଶେ ବୈଠକ
ବ୍ରହ୍ମପୁର : ଓଡିଶା ଅପିକଲ ଅଧକ୍ଷ ପ୍ରଭାଦିତ୍ୟ ମିଶ୍ରଙ୍କ ଅଧକ୍ଷତାରେ ଗଞ୍ଜାମ ଜ଼ିଲ୍ଲା ପରିଷଦ ଜଉଗଡ ସମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ବିଭାଗୀୟ ଖାଦ୍ୟ ପ୍ରକ୍ରିୟା କରଣ କାର୍ଯ୍ୟକ୍ରମ ପାଞ୍ଚ ଗୋଟି ଜ଼ିଲ୍ଲାର ମୁଖ୍ୟ କୃଷି ଜ଼ିଲ୍ଲା ଅଧିକାରୀ, ଅପିକାଲ ଜ଼ିଲ୍ଲା!-->…
ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର : ୯୧ୟୁନିଟ ରକ୍ତ ସଂଗ୍ରହ…
ଛତ୍ରପୁର : ବ୍ରହ୍ମପୁର ଭଣ୍ଡାରରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କ ନିମନ୍ତେ ଏକ ଉଦାରଣ ସାଜିଛନ୍ତି । ପ୍ରଥମେ ସଦସ୍ୟ ମାନେ ଆସୋସିଏସନ କୁ ସ୍ୱିକୃତି ପ୍ରାପ୍ତ ପଂଜିକୃତ କରି ସମସ୍ତେ ଏକ!-->!-->!-->…
ବନାନୀ କଳାସଙ୍ଗମ ପକ୍ଷରୁ ଛତିଶ ତମ ପ୍ରତିଷ୍ଠା ଦିବସ ପାଳିତ…
ଫୁଲବାଣୀ : ଫୁଲବାଣୀ ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ମଙ୍ଗଳବାର ଚ୍ଛତିଶ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବନାନୀ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ!-->…
ଡିଏଲଏସ ପକ୍ଷରୁ ସହାୟତା ଓ ସେବା ପ୍ରଦାନ
ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଅନୁଶିଳା ରୟଙ୍କ ପ୍ରଚେଷ୍ଟାରେ ବର୍ଷା ନାୟକ ମାତା ରଞୁ ନାୟକ ଶଗଡ଼ିଆ ସାହି ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ଚଲା ବୁଲା କରି ପାରୁ!-->…
ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଛତ୍ରପୁର ଉପକାରାଗାର କର୍ମଚାରୀ…
ଛତ୍ରପୁର : ୫ ଦଫା ଦାବି ପୂରଣ ଦାବୀ ନେଇ ଚାଲିଥିବା ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଛତ୍ରପୁର ଉପକାରାଗାର କର୍ମଚାରୀ ଗୋପୀନାଥ ଜେନା | ତାଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି | ଚଳିତ ମାସ 25 ରୁ ଚାଲିଥିଲା ଆମରଣ ଅନଶନ ଆରମ୍ଭ ହୋଇଛି | ଯେତେ ଦିନ!-->…
ଆଇଆରଇଏଲ ପକ୍ଷରୁ ଏସଏଚଜି ମା’ମାନଙ୍କୁ ସିଲେଇ ମେସିନ ପ୍ରଦାନ
ଛତ୍ରପୁର : ଛତ୍ରପୁର ଉପକଣ୍ଠ ମାଟିଖାଲ ସ୍ଥିତ ଆଇଆରଇଏଲ କମ୍ପାନୀ ପକ୍ଷରୁ ଗୋଷ୍ଠିଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଅଂଚଳର ବିକାଶ ନିମନ୍ତେ ବହୁ ଜନ ମଙ୍ଗଳ କାର୍ଯ୍ୟ କରାଯାଉଛି । ଅଂଚଳର ମହିଳା ମାନଙ୍କୁ ସ୍ୱାବଲମ୍ବୀ ଏବଂ ସଶସ୍ତିକରଣ କରିବା ଲକ୍ଷ୍ୟ ନେଇ ସେମାନଙ୍କୁ ବିଭିନ୍ନ ଯୋଜନା!-->…
ଗଞ୍ଜାମ ଜିଲ୍ଲାରେ ମଦ ମୃତ୍ୟୁ.. ! ନିସର୍ତ୍ତ ଖବର କଣ ସତ ହେଲାକି ? ଆସିକା ରେ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ର…
ବ୍ରହ୍ମପୁର:୨୭-୯ ଆସିକା ଜନସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଜୈନିକ କର୍ମଚାରୀ ବିଷ୍ଣୁ ପରିର୍ଚ୍ଛା ନାମକ (୪୯) ବର୍ଷୀୟ ଙ୍କ ମୃତ ଦେହ କୁ ପୋଲିସ ଉଦ୍ଧାର କରିଛି। ଆଜି ଆସିକା ସୁନାମ୍ବ ସାହି ଦଣ୍ଡକାଳୀ ମନ୍ଦିର ନିକଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ପାଣି ଟାଙ୍କି ଅଫିସ ନିକଟରେ ବିଷ୍ଣୁ!-->…
ବିଜେଡି ପକ୍ଷରୁ ଫୁଲବାଣୀ ପୌର ପରିଷଦର ନଗର କର୍ମକର୍ତ୍ତା ଘୋଷଣା…
ଫୁଲବାଣୀ :ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ସହମତିରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଅନୁମୋଦନ କ୍ରମେ ନଗର ସଭାପତି ବିମଳେନ୍ଦୁ ପାଢୀ କନ୍ଧମାଳ ଜିଲ୍ଲା ଫୁଲବାଣୀ!-->!-->!-->…
ଏସ୍ସିଆଇର ବ୍ଳକ୍ ସ୍ତରୀୟ ଗଣ ବିକ୍ଷୋଭ…
ହିଞ୍ଜିଳିକାଟୁ ୨୭!୯ ଏସୟୁସିଆଇ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ବ୍ଲକର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ମଙ୍ଗଳବାର ବ୍ଳକ ସ୍ତରୀୟ ଗଣବିକ୍ଷୋଭ କରାଯାଇଛି। ଆଞ୍ଚଳିକ କମିଟି ସଭ୍ୟ ନାରାୟଣ ସାହୁଙ୍କ ନେତୃତ୍ବରେ କମିଟିରେ ସଦସ୍ୟମାନେ ହିଞ୍ଜିଳିକାଟୁ ଡାକ ବଙ୍ଗଳାଠାରୁ!-->!-->!-->…
ଆତ୍ମଘୋଷିତ କମିଟିର ହିନ ଚକ୍ରାନ୍ତ କୁ ବିଶ୍ଵକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ବିରୋଧ…
ହିଞ୍ଜିଳିକାଟୁ :,୨୭!୯ ହିଞ୍ଜିଳିକାଟୁ ବିଶ୍ଵକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳ ସ୍ଥିତ ବରାହୀ ପାହାଡ ପାଦ ଦେଶରେ ଥିବା ମନ୍ଦିରରେ ଥିବା କମିଟି କୁ ବିରୋଧକରି ଦୁଇ ଦିନ ପୂର୍ବେ କିଛି ଆତ୍ମଘୋଷିତ କମିଟି ଗଠନ ହୋଇଥିବା ନେଈ ସୋସିଆଲ ମିଡ଼ିଆ ରେ ଭାଇରାଲ ପରେ!-->!-->!-->…