Browsing Category

ଆଞ୍ଚଳିକ

ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ

ଛତ୍ରପୁର : ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଛତ୍ରପୁର ରୋଟାରୀକ୍ଲବ ଓ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ରୋଟାରୀ କ୍ଲବର ସଭାପତି ନୀରଜଂନ ପାତ୍ରଙ୍କ ନେତୃତ୍ୱ ଏକ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ /ସଦସ୍ୟା ଓ

ବହୁ ଚର୍ଚ୍ଚିତ ଦିନେଶ ଓ ଦୀପିକା ବିବାଦ : ଦକ୍ଷିଣାଞ୍ଚଳ ଆଇ.ଜି ଙ୍କ ନିକଟରେ ଫେରାଦ

ବ୍ରହ୍ମପୁର : ଘର ବାହାରେ ଦୀପିକଙ୍କ ଧାରଣା ଓ ଘର ଭିତ ରେ ପ୍ରାୟତଃ ଗୃହ ବନ୍ଦୀ। ୟା ଭିତରେ ଦିନେଶଙ୍କ ଜେଜେ ବାପା ଓ ଜେଜେ ମାଆ ଅନ୍ତରାଷ୍ଟ୍ରୀୟ ମାନବାଧିକାର ସଂଗଠନର ଜିଲ୍ଲା ସଭାପତି ରଶ୍ମିତା କୁମାରୀ ପାଣିଗ୍ରାହୀଙ୍କୁ ଲିଖିତ ଆକାରରେ ନିଜ ଶାରୀରିକ ଓ ମାନସିକ କଷ୍ଟ ବିଷୟରେ ଅବଗତ

ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ନୀତି : ଅବିବାହିତ ଦିବ୍ୟାଙ୍ଗ ଯୁବକଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯୋଗ

ମାଲକାନଗିରି(ମାଥିଲି) : କାଗଜ ପତ୍ରରେ ବିବାହିତ ଦର୍ଶାଇ ବନ୍ଧ୍ୟାକରଣ କରି ବୁଡ଼ାଇଦେଲେ ବଂଶ । ଏପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଆମ୍ବଗୁଡା ଗାଁରୁ । ଗ୍ରାମରେ ଥିବା ଦିବ୍ୟାଙ୍ଗ ଯୁବକ ଗଙ୍ଗା ଦୁରୁଆଙ୍କ ସହ କିଛି ଏପରି

ଫିରିଙ୍ଗିଆ ସମସ୍ୟା ପାଇଁ ଗଠନ ହେଲା ନୂଆ କମିଟି

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ବାସି ବିଭିନ୍ନ ସମୟରେ ପ୍ରଶାସନ ଦ୍ୱାରା ହେଉ କି କୌଣସି ବାହ୍ୟ ଶକ୍ତି ଦ୍ୱାରା ସମସ୍ୟା ରେ ପଡି ପୀଡିତ ହୋଇଥାନ୍ତି ଠିକ ସେହିପରି ବର୍ତମାନ ପୋଲିସ ପ୍ରଶାସନ ଦ୍ୱାରା ଫିରିଙ୍ଗିଆ ଅଂଚଳ ରେ ଖେଳି ଯାଇଛି ଅଶାନ୍ତ ପରିବେଶ. ଫିରିଙ୍ଗିଆ ଥାନା ଅଧିକାରୀ ଓ ହୋମ

ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠୀଙ୍କ ସଭାପତିତ୍ବରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଯୋଗଦେଇ ଯୁବ ଛାତ୍ର

ବ୍ରହ୍ମପୁର ରେଳଷ୍ଟେସନରୁ ଜବତ ହେଲା୨୧କିଲୋ ୬୦୦ଗ୍ରାମ ଗଞ୍ଜେଇ

୨୦ଟି ମୋବାଇଲ୍ ଜବତ କୁ ମଧ୍ୟ ଜବତ କରିଛି ଜିଆରପି ଥାନା ପୋଲିସ ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନରୁ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ କରିଛି ଜିଆରପି ଥାନା ପୋଲିସ। ଅଭିଯୁକ୍ତ ନିକଟରୁ ଜି.ଆର.ପି ପୋଲିସ ୨୧ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ

ଛଟେଇ ଧମକକୁ ଶ୍ରମିକଙ୍କ ବିରୋଧ, ଆସନ୍ତା ୧୬ ତାରିଖରେ ପ୍ଲାଣ୍ଟ ଫାଟକ ସମ୍ମୁଖରେ ଶ୍ରମିକମାନେ ଧାରଣା ଦେବାକୁ ନିଷ୍ପତି

ଛତ୍ରପୁର : ଛତ୍ରପୁର ଉପକଣ୍ଠସ୍ଥିତ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆର୍‌ଇଏଲ) ପ୍ଲାଣ୍ଟରେ ଥିବା ସମସ୍ତ ବିଭାଗରେ ଥିବା କଣ୍ଟା୍ରକ୍ଟର ଓ ଅଧିକାରୀମାନେ କାମ ଦେବା ବଦଳରେ ଛଟେଇ କରିବାକୁ ଧମକ ଦେଉଥିବା ଶ୍ରମିକମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦ ସହ ସମସ୍ୟାର ସମାଧାନ

ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ବିରେଶ୍ଵର ମନ୍ଦିର ନିକଟ ଦାମିୟାନ ନଗର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ମନୋରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ଏସଡ଼ି ଜେଏମ ପ୍ରିତିଶ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ

ବ୍ରହ୍ମପୁର : ସଭାପତି ସାରଥୀ ପାତ୍ରଙ୍କ ନେତୃତ୍ୱରେ ଆଜି ସଂଘର ବହୁ ସଦସ୍ୟ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ କାର୍ଯ୍ୟରତ ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା,ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କୁ ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ କରି ନିୟମିତ

ରକ୍ତଦାନ କ୍ଷେତ୍ରରେ ଫୁଲବାଣୀର ଲୋକନାଥ ସୋନପୁରରେ ସମ୍ମାନିତ

ଫୁଲବାଣୀ : ରକ୍ତଦାନ ମହାପୂଣ୍ୟ- ଏହି ଉକ୍ତିକୁ ପ୍ରାଧାନ୍ୟ ଦେଇ ଦୀର୍ଘ ୧୫-୧୬ ବର୍ଷ ହେବ ଫୁଲବାଣୀ ସହରର ଭି.ଲୋକନାଥ ରାଜୁ ସମାଜ ପାଇଁ ନିଜର କର୍ତ୍ତବ୍ୟ ଅତି ନିଷ୍ଠାର ସହ ପାଳନ କରି ଚାଲିଛନ୍ତି। କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରୁ ଆସୁଥିବା ଅନେକ ରୋଗୀଙ୍କର ରକ୍ତ ଅଭାବି ସମସ୍ୟାକୁ