Browsing Category

ବିଶେଷ ଖବର

ସ୍ୱାଧୀନତା ର ୭୫ ବର୍ଷ ପରେବି ତଥାପି ଅବହେଳିତ ଫୁଲଝର ଗ୍ରାମ, ପ୍ରଶାସନର ନିଘା ନାହିଁ…

ନା ଗାଁ କୁ ଅଛି ରାସ୍ତା..? ନାଳପାଣିରେ ପାର ହେଉଛନ୍ତି ଗ୍ରାମବାସୀ ରାଉରକେଲା: ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ କୁର୍ଡା ପଞ୍ଚାୟତ ଅଧିନସ୍ଥ ଥିବା ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ ଫୁଲଝର ଗ୍ରାମ ଏବେବି ଅବହେଳିତ ଅବସ୍ଥାରେ ପଡି ରହିଛନ୍ତି ଗ୍ରାମବାସୀ ।ଉକ୍ତ

ଆଜାଦିର ଅମୃତ ମହୋତ୍ସବ ନାଁ ରେ ଭାରତୀୟ ଝଣ୍ଡା ସଂହିତା – ୨୦୦୨ର ଖୋଲା ଖୋଲି ଉଲ୍ଲଂଘନ: ପ୍ରଶାସନ ଏଠାରେ…

ବାଲିମେଳା : ଭାରତୀୟ ଝଣ୍ଡା ସଂହିତା - ୨୦୦୨ ର ପ୍ରଥମ ଭାଗ ସାଧାରଣ କଥନ ର ୧.୧ ସୂଚାଏ ଯେ ତ୍ରିରଙ୍ଗାର ଠିକ୍ ମଧ୍ୟ ଭାଗରେ ଆକାଶୀ ନୀଳ ରଙ୍ଗର ୨୪ଅଖ ବିଶିଷ୍ଟ ଅଶୋକ ଚକ୍ର ରହିବ । ୧.୩ କହେ ଯେ ତ୍ରିରଙ୍ଗା ଆୟତ୍ତାକାର ରହିବା ସହ ଓସାର:ଉଚ୍ଚତା::୩:୨ ରହିବା ବିଧେୟ । ଏହା ଛଡ଼ା ୧.୪

ଚମତ୍‌କାର : ଔଷଧରେ ଭଲ ହେଲା କ୍ୟାନ୍‌ସର

ୱାଶିଂଟନ: ମେଡିକାଲ ବିଜ୍ଞାନରେ ନୂଆ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଔଷଧ ଦ୍ୱାରା ମାରାତ୍ମକ କ୍ୟାନସର ଭଳି ରୋଗକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରାଯାଇ ପାରିଛି। ରେକ୍ଟାଲ୍ କ୍ୟାନସରର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଶୁଭଙ୍କର ଖବର ମିଳିଛି। ଏହି ଔଷଧର

ଗୋଷ୍ଠୀ ବିବାଦ ବଳୟ ରେ ଛନ୍ଦି ହୋଇ ଗଲା ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ମନ୍ଦିର ର ଭାଗ୍ୟ..!

ଭକ୍ତର ଭାବାବେଗ ସହ ଖେଳ କେତେଦିନ... ଓଡ଼ିଶାରେ ମନ୍ଦିରର ଉନ୍ନୟନ ସୌନ୍ଦର୍ଯ୍ୟ କରଣ ପାଇଁ ଓଡ଼ିଶା ସରକାର ଙ୍କ ଆନ୍ତରିକତା ସହ ଆଧ୍ୟାତ୍ମିକ ପୀଠ ଗୁଡ଼ିକୁ ଗୁରୁତ୍ଵଆଜି ଦେଉଥିବା ବେଳେ ବ୍ରହ୍ମପୁର ସହର ଆରାଧ୍ୟା ଦେବୀ ବୁଢ଼ୀ ଠାକୁରାଣୀ ପୂଜା ପାଇ ଆସୁଥିବା ମନ୍ଦିର ପ୍ରତି

ଓଡ଼ିଶା ସାହିତ୍ୟ ଏକାଡେମୀ ର କାର୍ଯ୍ୟ କ୍ରମ ରେ ଗଞ୍ଜାମ ସାହିତ୍ୟିକ, କବି, ଉପହସିତ ଓ ପ୍ରବଞ୍ଚନା ଶିକାର…!

ବ୍ରହ୍ମପୁର : ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସାହିତ୍ୟ ସାରସ୍ଵତ ସମାବେଶ ବେଦନା କାହାଣୀ ପରି ଚିର ସ୍ମରଣୀୟ ହୋଇ ରହିବ। ଆଜି ସାରା ଗଞ୍ଜାମ ଜିଲ୍ଲାର ପ୍ରାୟ ଶହେ କବି ଙ୍କ ପାଇଁ ସାହିତ୍ୟ ଉତ୍ସବ ଆୟୋଜନ କରିଥିଲା କଳିଙ୍ଗ ସାହିତ୍ୟ ସମାଜ। ଓଡିଶା

ବିପ୍ଲବୀ ସହିଦ୍ ରଘୁ ଓ ଦିବାକର…

ବିଶ୍ବବିଜୟୀ ଦାଶ ଖୋର୍ଦ୍ଧା : ମାଟି ମା'କୁ ଇଂରେଜ ଶାସନର ବେଡ଼ିରୁ ମୁକ୍ତ କରିବା ପାଇଁ ପ୍ରାଣବଳି ଦେଇଥିବା ଦୁଇଜଣ ବିପ୍ଲବୀ ସଂଗ୍ରାମୀ ହେଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।ଉଭୟଙ୍କ ନାମ ଓଡ଼ିଶା ଇତିହାସ ର ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।ପରାଧିନ ଭାରତରେ

ଲାଲ ମାଟି ର ଗଡ଼ ଖୋର୍ଦ୍ଧା…

ବିଶ୍ବବିଜୟୀ ଦାଶ ଖୋର୍ଦ୍ଧା : ୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।ଖୋର୍ଦ୍ଧା ଜିଲ୍ଲା ଏକ ପର୍ଯ୍ୟଟନ କ୍ଷେତ୍ର,ପ୍ରାକୃତିକ ପରିବେଶ ରେ ପରିପୂର୍ଣ୍ଣ ଏହି

ଟାଟା ଷ୍ଟିଲ୍‌ରେ ୧୨ କିନ୍ନରଙ୍କୁ କ୍ରେନ୍‌ ଅପରେଟର ନିଯୁକ୍ତ

ଭୁବନେଶ୍ୱର: ଟାଟା ଷ୍ଟିଲ୍‌ ପକ୍ଷରୁ ଗତ ସପ୍ତାହରେ ଏହାର କଳିଙ୍ଗନଗର କାରଖାନାରେ ଏଲ୍‌ଜିବିଟିକ୍ୟୁ୍ମ ବର୍ଗର ୧୨ ଜଣଙ୍କୁ କ୍ରେନ୍‌ ଅପରେଟର ଟ୍ରେନି ଭାବେ ନିଯୁକ୍ତି ଦିଆଯାଇଛି । ଫଳରେ କମ୍ପାନିର କିନର କର୍ମଚାରୀଙ୍କ ସଂଖ୍ୟା ବିସ୍ତାର ହୋଇଛି । ୨୦୨୧ ଡିସେମ୍ୱରରେ ଏକ ଐତିହାସିକ ଅଭିଯାନ

ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଦ୍ବିତୀ ଚନ୍ଦ୍ର ସାହୁ ପାଇବେ ପ୍ରବାସୀ ଓଡ଼ିଆ ଭାଷା…

ରାୟଗଡ଼ା : ଚଳିତ ବର୍ଷ ପ୍ରବାସୀ ଓଡ଼ିଆ ଭାଷା ସମ୍ମାନ 2022 ପାଇବେ ସାହିତ୍ୟିକ ତଥା ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ । ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ନିରନ୍ତର ପ୍ରୟାସ ଲାଗି ଶିକ୍ଷକ ଶ୍ରୀ ସାହୁଙ୍କୁ ମନୋନୀତ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ

ରେଡ଼ିଓ ଦିବସରେ ୧୧ଶହ ଦିଆସିଲି କାଠିରେ ରେଡ଼ିଓ ତିଆରି କଲେ ଯୁବ ଶିଳ୍ପୀ

ପୁରୀ: ଆଜି ବିଶ୍ୱ ରେଡିଓ ଦିବସ । ଏହି ଅବସରରେ ସରକାରଙ୍କ ରେଡିଓଙ୍କ ବ୍ୟବହାର ବଢ଼ାଇବା ନିମନ୍ତେ ଉଦ୍ୟମକୁ ଶୁଭେଚ୍ଛା ଜଣାଇ ପୁରୀ କୁମ୍ଭାରପଡାର ଛାତ୍ର ଶାଶ୍ୱତରଞ୍ଜନ ସାହୁ ୧୧ ଶହ ଦିଆସିଲି କାଠିରେ ଆରଏଫ୍‌-୫୬୨ଡିଡି ରେଡିଓ ମଡେଲ ତିଆରିିଛନ୍ତି । ସେ କହିଛନ୍ତି, ଏହା କରିବାକୁ ତାଙ୍କୁ