Browsing Category

ବିଶେଷ ଖବର

ରେଡ଼ିଓ ଦିବସରେ ୧୧ଶହ ଦିଆସିଲି କାଠିରେ ରେଡ଼ିଓ ତିଆରି କଲେ ଯୁବ ଶିଳ୍ପୀ

ପୁରୀ: ଆଜି ବିଶ୍ୱ ରେଡିଓ ଦିବସ । ଏହି ଅବସରରେ ସରକାରଙ୍କ ରେଡିଓଙ୍କ ବ୍ୟବହାର ବଢ଼ାଇବା ନିମନ୍ତେ ଉଦ୍ୟମକୁ ଶୁଭେଚ୍ଛା ଜଣାଇ ପୁରୀ କୁମ୍ଭାରପଡାର ଛାତ୍ର ଶାଶ୍ୱତରଞ୍ଜନ ସାହୁ ୧୧ ଶହ ଦିଆସିଲି କାଠିରେ ଆରଏଫ୍‌-୫୬୨ଡିଡି ରେଡିଓ ମଡେଲ ତିଆରିିଛନ୍ତି । ସେ କହିଛନ୍ତି, ଏହା କରିବାକୁ ତାଙ୍କୁ