Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଠାକୁରାଣୀ ଯାତ୍ରା ସମୟ ନିର୍ଘଣ୍ଟ, ପାରମ୍ପରିକ ରୀତିରେ ଲାଗିଲା ଶୁଭ ଖୁଣ୍ଟି
ବ୍ରହ୍ମପୁର: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ବିଳମ୍ବିତ ରାତିରେ ପାରମ୍ପରିକ ରୀତିରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ଏପ୍ରିଲ ୪ ମଧ୍ୟ ରାତ୍ରରୁ ଆରମ୍ଭ ହେବ ବୁଢ଼ି ଠାକୁରାଣୀ ଯାତ୍ରା । ଦେଶୀ ବେହେରା ସାହିକୁ ଯିବେ ମା ବୁଢ଼ୀ ଠାକୁରାଣୀ ।!-->…
ଉଦଯାପିତ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଅଗ୍ନି ଗାଙ୍ଗାମାଙ୍କ ଯାତ୍ରା…
କାଶୀପୁର : ଅଵିଭକ୍ତ କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଯାତ୍ରା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ନିଲାବାଡି ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମାଁ ଅଗ୍ନି ଗାଙ୍ଗାମା ଠାକୁରାଣୀଙ୍କର ୯ଦିନ ଯାତ୍ରା ଗତକାଲି ଉଦଯାପିତ ହୋଇଯାଇଛି।ଗତ ମାର୍ଚ ୬ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ଦିନ ଶେଷ ହୋଇଯାଇଛି ।ଏବର୍ଷ!-->…
ମା’ ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ
ପୁରୁଷୋତ୍ତମପୁର / ଛତ୍ରପୁର : ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ରାତ୍ର ସାଢେ ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ ଆଦି ନିତିକାନ୍ତିରେ!-->!-->!-->…
କୁଞ୍ଜବିହାରୀ ମନ୍ଦିର ପରିସରରେ ନୂତନ ନାମସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠା କାର୍ଯ୍ୟ ଶେଷ ପର୍ଯ୍ୟାୟରେ…
ହିଞ୍ଜିଳିକାଟୁ ୧୩ /୦୩ /୨୦୨୩ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମପଞ୍ଚାୟତ ରାଳବ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶ୍ରୀ କୁଞ୍ଜବିହାରୀ ମନ୍ଦିର ପରିସରରେ ନାସସଂକୀର୍ତ୍ତନ ମଣ୍ଡପର ପ୍ରତିଷ୍ଠା ଉତ୍ସବ ନିମନ୍ତେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଳବ!-->…
ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ…
କଟକ :କଟକ ଜିଲ୍ଲାର ଓଳକଣା ଠାରେ ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇ ଯାଇଛି। ଏହି ପୁରାଣ ପ୍ରସିଦ୍ଧ ମେଳଣ କାହିଁ କେଉଁ କାଳରୁ ହୋଇ ଆସୁଅଛି। ପୂରାଣ ଯୁଗର କଥା। ପାଞ୍ଚ ପାଣ୍ଡବ ପଶା ଖେଳରେ କୌରବ ମାନଙ୍କ ଠାରୁ ହାରିଯିବା ଫଳରେ ସର୍ତ୍ତ ଅନୁଯାୟୀ ୧୨ ବର୍ଷ ଅଜ୍ଞାତ ବନବାସରେ!-->…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ…
ପୁରୀ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହୋଇଛି । ରାତି ୧୦ଟା ୩୫ରେ ସୁନାବେଶ ଓଲାଗି ହେବ । ସକାଳ ଧୂପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ!-->…
ଶଙ୍କରାଖୋଲ ଠାରେ ବିଶ୍ବଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରା ଖୋଲ ଠାରେ ସର୍ବ ପୁରାତନ ଶ୍ରୀ ଶ୍ରୀ ମା ପୀତାବଳୀ ମନ୍ଦିର ପରିସରରେ ବିଶ୍ବଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ମହାଯଜ୍ଞକୁ ସୂଚାରୁ ରୂପେ ଏବଂ ନୀତିକାନ୍ତିରେ ସଫଳ ହେବା ପାଇଁ ଓଡିଶାର!-->!-->!-->…
ଅଷ୍ଟ ପ୍ରହର ନାମ ଯଜ୍ଞରେ ଏମ.ପି ଶ୍ରୀ ଯୁକ୍ତ ରମେଶ ମାଝି :ନୂତନ କୋଦଭାଟା କାଳୀମନ୍ଦିର ପରିଦର୍ଶନ…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟା ସ୍ଥିତ ନବନିର୍ମିତ ନୂତନ କାଳୀମନ୍ଦିର, ମା ଶୀତଳା ମନ୍ଦିର ପ୍ରତିଷ୍ଟା ଓ ବିଗ୍ରହ ସ୍ଥାପନ ପରିପେକ୍ଷୀରେ କୋଦଭାଟା କାଳିବାଡ଼ି କମିଟିର ସଦସ୍ୟ ବୃନ୍ଦ ମିଳିତ ଭାବରେ ଅଷ୍ଟ ପ୍ରହର ନାମ ଯଜ୍ଞ ସହ ତିନି ଦିନ ଧରି ମାଙ୍କ ଆନନ୍ଦ!-->!-->!-->…
ମା ତାରା ତାରିଣୀ ଚୈତ୍ର ପର୍ବ ସକାଶେ ପ୍ରସ୍ତୁତି ବୈଠକ…
ଭକ୍ତଗଣ ଚଳିତ ବର୍ଷ ମାଗଣାରେ ଦର୍ଶନ କରିବେ -: ଜିଲ୍ଲାପାଳ
ମଥୁରାର ବୃନ୍ଦାବନରେ ଥିବା ବାଙ୍କବିହାରୀ ମନ୍ଦିର ପକ୍ଷରୁ ହୋଲି ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ…
ମଥୁରା: ଉତ୍ତରପ୍ରଦେଶର ମଥୁରା ହୋଲି ପାଳନ ପାଇଁ ବେଶ ପ୍ରସିଦ୍ଧ | ମଥୁରାର ବୃନ୍ଦାବନରେ ଥିବା ବାଙ୍କବିହାରୀ ମନ୍ଦିରରେ ହୋଲି ଦିନ ଭକ୍ତମାନେ ସେମାନଙ୍କ ଠାକୁରଜୀ (ଶ୍ରୀକୃଷ୍ଣ) ଙ୍କ ସହ ହୋଲି ଖେଳନ୍ତି | ବର୍ତ୍ତମାନ ହୋଲିର ପର୍ବ ପାଖେଇ ଆସିଛି | ଆଉ ଏହାକୁ ନେଇ ବାଙ୍କବିହାରୀ ମନ୍ଦିର!-->…