Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ବୁଧବାର ଅଁଳା ନବମୀ: ରାଧା ପାଦ ଦର୍ଶନ କରିବେ ଭକ୍ତ, କିନ୍ତୁ ଛୁଇଁବା ମନା
ନିମାପଡା ୦୧/୧୧: ବୁଧବାର ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧା । ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । ତେବେ କରୋନା କଟକଣା କୋହଳ ପରେ ଦୁଇ ବର୍ଷ ଭକ୍ତଙ୍କୁ ଦର୍ଶନ ଦେବେ ରାଧାରାଣୀ । ହେଲେ ଚଳିତ ବର୍ଷଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।!-->…
ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି
ପୁରୀ ୨୫/୧୦: ଆଜି କେତୁଗ୍ରସ୍ତ ସୂର୍ଯ୍ୟପରାଗ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ରାତି ୧୨:୧୦ରେ ଦ୍ଵାର ଫିଟିବା ପରେ ମଇଲମ, ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ପୂଜା ହୋଇ ରାତ୍ର ୨.୨୫ରୁ ୨.୩୫ ମଧ୍ୟରେ ଗୋପାଳବଲ୍ଲଭ ଶେଷ ହୋଇଥିଲା ।
ଏହାପରେ ସକାଳଧୂପ,!-->!-->!-->…
ଶକ୍ତିଙ୍କ ଅନ୍ୟ ରୂପ ମାଆ କାଳୀଙ୍କ ପୂଜାରେ ଉତ୍ସବ ମୁଖରିତ ନବରଙ୍ଗପୁର ଜିଲ୍ଲା
ଉମରକୋଟ : ଶାରଦୀୟ ଦୁର୍ଗା ପୂଜା ସରିବାର ବେଶ୍ କିଛି ସମୟର ବ୍ୟବଧାନ ନ ରହି ଧରାବତରଣ କରିଛନ୍ତି ଶକ୍ତିଙ୍କ ଅନ୍ୟ ରୂପ ଅର୍ଥାତ୍ ମାଆ କାଳୀ । ନବରଙ୍ଗପୁର ଜିଲ୍ଲାବାସୀ ମହାକାଳୀଙ୍କ ଆରାଧନା ବହୁ ଆଡମ୍ବର ସହ କରି ଧୂମଧାମରେ ପୂଜା ପାଳନ କରୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ!-->!-->!-->…
ଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପିଠରେ ପୂଜା ଅର୍ଚ୍ଚନା…
ଫୁଲବାଣୀ :- ଫୁଲବାଣୀ ସହର ସ୍ଥିତ ସର୍ବ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପିଠ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି l ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାତ୍ରି କାଳୀନ ପୂଜା କରାଯାଇଛି l ୨୫ ତାରିଖରେ ଗ୍ରହଣ ଲାଗୁଥିବା ଯୋଗୁଁ ଏ ବର୍ଷ ପୂଜା ଶୀଘ୍ର ଆରମ୍ଭ ହୋଇ ୪ ଟା!-->…
ଅଯୋଧ୍ୟା ଦୀପୋତ୍ସବରେ ଯୋଗ ଦେବେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୨୩ (ରବିବାର) ଦିନ ଅଯୋଧ୍ୟା ଗସ୍ତ କରିବେ। ଅଯୋଧ୍ୟାରେ ମୋଦୀ ଦୀପୋତ୍ସବରେ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ମୋଦୀ ଦୀପୋତ୍ସବରେ ଯୋଗ ଦେଉଛନ୍ତି। ଦୀପୋତ୍ସବର ଏହା ଷଷ୍ଠ ସଂସ୍କରଣ। ଦୀପୋତ୍ସବରେ ୧୫ ଲକ୍ଷରୁ ଅଧିକ!-->…
ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ
ପୁରୀ : ଆସନ୍ତା ୨୫ ତାରିଖରେ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଅନୁଷ୍ଠିତ ନୀତି ସବ୍କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
୨୫ ତାରିଖର ନୀତିକାନ୍ତି ପୂର୍ବଦିନ!-->!-->!-->…
ପୁରୀରେ ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପୁରୀ/ଭୁବନେଶ୍ବର: ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ବାଗତ କରି!-->…
ବଲାଙ୍ଗିର ସୁକତେଲ ନଦୀରୁ ବାହାରିଲା ଶିବଲିଙ୍ଗ
ବଲାଙ୍ଗିର: ବଲାଙ୍ଗିର ସୁକତେଲ ନଦୀରୁ ବାହାରିଲା ଶିବଲିଙ୍ଗ । ଗାଧୋଇବା ସମୟରେ କିଛି ସ୍ଥାନୀୟ ଯୁବକ ଶିବଲିଙ୍ଗ ପାଇ ଥିବା ବେଳେ ତାକୁ ଗାଁକୁ ନେଇ କରିଛନ୍ତି ପୂଜାର୍ଚ୍ଚିନା । ତେବେ ଏହି ଶିବଲିଙ୍ଗକୁ ଚନ୍ଦନେଶ୍ଵର ବାବାଙ୍କ ଅଭିର୍ଭାବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ କିଭଳି!-->…
ସରିଲା କାଳୁଆ ଯାତ୍ରା, କୁମାର ପୂର୍ଣ୍ଣିମାରେ ବିଦାୟ ନେଲେ ମାଆ
ବ୍ରହ୍ମପୁର ୧୦/୧୦: ବ୍ରହ୍ମପୁରରେ ଶେଷ ହେଲା କାଳୁଆ ଯାତ୍ରା । ହଜାର ହଜାର ଭକ୍ତଙ୍କ ଗହଣରେ କୁମାର ପୂର୍ଣ୍ଣିମା ଉତ୍ସବରେ ମାଆ ନେଲେ ବିଦାୟ । ୧୫ ଦିନ ଧରି ଚାଲିଥିବା ଯାତ୍ରା ବିଳମ୍ବିତ ରାତିରେ ସରିଛି ।
ମାଆଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ପୁରା ପରିବେଶକୁ!-->!-->!-->…
ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳୀଙ୍କ ଭିଡ଼
ପୁରୀ ୧୦।୧୦: ସୋମବାରଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂରେ ନରେନ୍ଦ୍ର କୋଣରେ ପ୍ରତିଷ୍ଠା ହୋଇଥିବା ହୋଇଥିବା ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ଶିବିର ଲୋକାର୍ପଣ କରିବେ। ମାସେ ଧରି ଚାଲିବାକୁ ଥିବା!-->…