Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ : ୧୨ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମାହାପ୍ରଭୁ । କୋଟି କୋଟି ଭକ୍ତଙ୍କ ମଉଡ଼ ମଣି କାଳିଆ ଠାକୁର ବଡ଼ ଭାଇ ବଳଭଦ୍ରଙ୍କ ସହ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି । ଭକ୍ତଙ୍କ ଦୁଃଖର ବିନାଶ କରି, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇ!-->…
ଶ୍ରୀମନ୍ଦିର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ, ଜଗମୋହନ ଓ ନାଟମଣ୍ଡପ ସୁରକ୍ଷିତ
ପୁରୀ: ଶ୍ରୀଜୀଉଙ୍କର ଆଜି ନୀଳଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଶେଷ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ବରିଷ୍ଠ ପ୍ରତ୍ନତତ୍ତ୍ୱ ଅଧିକ୍ଷକ ଚିତ୍ତରଞ୍ଜନ ଦାଶ କହିଲେ ଶ୍ରୀଜୀଉମାନେ!-->…
ରସଗୋଲାକୁ ନେଇ ବର୍ତ୍ତମାନ ସେ ବିବାଦ ଆଉ ନାହିଁ : ମନ୍ତ୍ରୀ ପ୍ରତାପ ଦେବ
ଭୁବନେଶ୍ୱର: ରସଗୋଲା ଓଡ଼ିଶାର। ରସଗୋଲାକୁ ନେଇ ଅତୀତରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଅତୀତ । ବର୍ତ୍ତମାନ ସେ ବିବାଦ ଆଉ ନାହିଁ । ଜିଆଇ ଟ୍ୟାଗ୍ ମିଳି ସାରିଛି । ସତ୍ୟ କେବେ ଲୁଚେ ନାହିଁ । ଆରାଧ୍ୟ ଦେବତା ଆମର ପ୍ରଭୁ ଶ୍ରୀ ଜଗନ୍ନାଥ । ମାଦଳା ପାଞ୍ଜିଠୁ ନେଇ ଇତିହାସକୁ ଗଲେ ବି ଏ!-->…
ଶ୍ରୀଜିଉଙ୍କ ଅଧରପଣା ନୀତି ସଂପନ୍ନ
ପୁରୀ: ଗତକାଲି ସୁନାବେଶରେ ଦର୍ଶନ ପରେ ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହୋଇଛି । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ!-->…
ଗୋଟିଏ ଦିନ ବିଳମ୍ୱରେ ଲାଗିଲା ବ୍ରହ୍ମ ତାଳଧ୍ବଜ
କେନ୍ଦ୍ରାପଡ଼ା, ୧୧/୦୭: ଶେଷରେ ଗୋଟିଏ ଦିନ ବିଳମ୍ବରେ ଚକଡ଼ାରେ ଲାଗିଲା କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ l ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ରାସ୍ତା ପାର୍ଶ୍ବ ଅସ୍ଥାୟୀ ଦୋକାନ ଉପରକୁ ମାଡିଯାଇ ଥିବାରୁ ରଥ ଟାଣିବାରେ ଗୋଟିଏ ଦିନ ବିଳମ୍ବ ହୋଇଥିଲା l ତେବେ ଆଜି ରଥ ଉପରେ!-->…
ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ପୁରୀ : ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବାହୁଡା ଏକାଦଶୀରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ!-->…
ଇଦ୍ ଉଜ୍ ଜୁହାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
ଭୁବନେଶ୍ବର: ଆଜି ପବିତ୍ର ଇଦ୍ ଉଜ୍ ଜୁହା । ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଇଚାରାକୁ ମଜବୁତ କରୁଥିବା ପର୍ବ ସମସ୍ତଙ୍କ ସୁଖ ଓ ସମୃ୍ଦ୍ଧି ଭରି ଦେଉବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡର ବିପଦ ଏ ଯାଏଁ ଦୂର!-->…
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାହୁଡାଯାତ୍ରାର ପ୍ରଥମଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ
ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାର ଶ୍ରୀଶ୍ରୀହରିବଳଦେବଜିଉଙ୍କ ବାହୁଡାଯାତ୍ରାର ପ୍ରଥମ ଦିନରେ ଲକ୍ଷାଧିକରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ ଟାଉନଥାନା ନିକଟରେ!-->…
ପୁଣି ଅଟକିଲା ବ୍ରହ୍ମ ତାଳଧ୍ଵଜ ରଥ
କେନ୍ଦ୍ରାପଡା: ପୁନର୍ବାର ଅଧାରେ ଅଟକିଲା ବିଶ୍ୱ ନିୟନ୍ତାଙ୍କ ରଥ । ଗୁଣ୍ଡିଚାଯାତ୍ରା ମାଉସୀ ମା' ଘରକୁ ଯିବା ସମୟରେ ରଥ ବାମ ମୋଡ଼ ନେଇ ବାରମ୍ବାର ଅଟକି ଯାଉଛି ।
କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ୪ ଦିନଧରି ଚାଲିବ । ଆଜି ପରମ୍ପରା!-->!-->!-->…
ସିଂହଦ୍ୱାର ସାମ୍ନାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ
ପୁରୀ : ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିଛନ୍ତି ମହାପ୍ରଭୁ। ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଗୁଣ୍ଡିଚାମନ୍ଦିରରୁ ବାହୁଡିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ବାହୁଡ଼ା ଯାତ୍ରାରେ ଆସି ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ଶ୍ରୀମନ୍ଦିର ନିକଟରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ!-->…