Browsing Category

ଧର୍ମ ସଂସ୍କୃତି

ରଥଯାତ୍ରା ପାଇଁ ଶେଷ ହେଲା ଦ୍ବିତୀୟ ସମନ୍ୱୟ ବୈଠକ

ପୁରୀ : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ହୋଇଛି ଦ୍ବିତୀୟ ସମନ୍ୱୟ ବୈଠକ। ପୁରୀ ଟାଉନ ହଲରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ରଥଯାତ୍ରା ସମୟରେ ଭକ୍ତଙ୍କ ଯେପରି କିଛି ଅସୁବିଧା ନହେବ, ସେଥିପାଇଁ

ପୁରୀ ଗଙ୍ଗାମାତା ମଠରେ ରହିଛି ଗୁପ୍ତ ସୁଡ଼ଙ୍ଗ: ଶ୍ରୀମନ୍ଦିରକୁ ଗୁପ୍ତ ରାସ୍ତା ଥିବା ଅନୁମାନ

ପୁରୀ: ଶ୍ରୀମନ୍ଦିର ନିକଟସ୍ଥ ବାଲିସାହିଠାରେ ଗଙ୍ଗାମାତା ମଠରେ ରହିଛି ଗୁପ୍ତ ସୁଡ଼ଙ୍ଗ । କୁହାଯାଉଛି, ଏହି ସୁଡଙ୍ଗରେ ରହିଛି ଅନେକ ଇତିହାସ । ସୁଡଙ୍ଗ ତଳେ ଏକ ଗୁପ୍ତ ପ୍ରକୋଷ୍ଠ ରହିଛି । ଏହି ପ୍ରକୋଷ୍ଠକୁ ବର୍ତ୍ତମାନ ସୁଦ୍ଧା ଖୋଲାଯାଇ ପାରିନାହିଁ କି କେହି ପ୍ରବେଶ ବି କରିପାରି

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ

ପୁରୀ: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀର ମରାମତି ହେବ। ତେବେ ମରାମତି ହେବା ନେଇ ଏଏସ୍‌ଆଇ ସହ ଆଲୋଚନା ହୋଇଛି ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେହିପରି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଦ୍ବିତୀୟ ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ ହେବ ।

ଗୁରୁଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ରଖିଲେ କିନ୍ନର

ଭୁବନେଶ୍ବର: ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହି ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ନାରୀମାନେ ବ୍ରତ ପାଳନ କରୁଥିବା ବେଳେ ଭୁବନେଶ୍ୱରରେ କିନ୍ନର ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳରେ ପୂଜାର୍ଚ୍ଚନା କରିଛନ୍ତି । ଓଡ଼ିଶା

ରଥ ଚକାରେ ଫାଟ, କ୍ଲାମ୍ପ ଓ ନଟବୋଲ୍ଟ ଫିଟିଂ କରାଯାଇ ହେବ ମରାମତି

ପୁରୀ: କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରଥ ଚକାରେ ଫାଟ। କ୍ଲାମ୍ପ ଓ ନଟବୋଲ୍ଟ ଫିଟିଂ କରାଯାଇ ମରାମତି କରାଯିବ। ତେବେ ଏହା କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ତାଳଧ୍ଵଜ ରଥ ମୁଖ୍ୟ ବିଶ୍ଵକର୍ମା ନରସିଂହ ମହାପାତ୍ର। ସୂଚନାନୁଯାୟୀ, ରଥଯାତ୍ରା ପାଇଁ

୨୫ ତମ ଦିନରେ ଠାକୁରାଣୀଙ୍କ ଯାତ୍ରା : ବ୍ଯାଘ୍ରଦେବୀଙ୍କ ମନ୍ଦିରରେ ପଂଚ ଠାକୁରାଣୀଙ୍କ ସହ ମା କାଳୀ…

ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ଫୁଲବାଣୀ :-ଫୁଲବାଣୀ ରେ ମା ନାରାୟଣୀଙ୍କ ସମେତ ପଂଚ ଦେବୀ ପଂଚ ଠାକୁରାଣୀଙ୍କ ଯାତ୍ରାର ୨୫ ତମ ଦିନର ପହଞ୍ଚିଛି। ଏହି ଅବସରରେ ସମଗ୍ର ଫୁଲବାଣୀ ସହର ଉତ୍ସବ ମୁଖରିତ ହୋଇ ଯାଇଛି। ଏହି ଅବସରରେ ଯାତ୍ରା ପଡିଆରେ ପଂଚ ଠାକୁରାଣୀଙ୍କ ସଂନ୍ଧ୍ଯା

ରଥଖଳା ଚଳଚଞ୍ଚଳ : ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ ଶେଷ ସରିଛି । ତିନିଟି ଚକ ପାଇଁ ୧୬ଟି ଲେଖାଁଏ ଅର ପଟାରେ ଅର କାର୍ଯ୍ୟ ଶେଷ ହୋଇଛି। ସେହିପରି ଚାରିନାହାକା ଓ ଗୟଳ କାର୍ଯ୍ୟ ଶେଷ ହୋଇଥିବାବେଳେ ଚଉଦ ନାହାକ କାର୍ଯ୍ୟ ଆରମ୍ଭ

ତିନିରଥର ୪୦ଟି ଚକ ନିର୍ମାଣ ଶେଷ

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୪୦ଟି ଚକ ନିର୍ମାଣ ଶେଷ ସରିଛି । ମୁହାଣ୍ଟ, ନିରାଡ଼ି ଓ ଭୂଇଁ ଚଉପଟ କାମ ବି ଶେଷ ହୋଇଛି। ଏହାପରେ ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି।

ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବବିହାରରେ ସମ୍ପର୍ଣ୍ଣ ହୋଇଛି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ । ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଏହି ଅବସରରେ ବିଶ୍ୱଭୂଷଣ ହରିଚନ୍ଦନ

ହିଞ୍ଜିଳିକାଟୁ : ଶ୍ରୀ ରାମଚରିତ ମାନସ ପରାୟଣ ଓ ପ୍ରବଚନ ଉଦ୍‌ଯାପିତ…

ହିଞ୍ଜିଳିକାଟୁ : ଭଗବତ କଥା ବିଚରଣ ପରିଷଦ ତରଫରୁ ହିଞ୍ଜିଳିକାଟୁ ପାଟଣାସାହି ସ୍ଥିତ ଲକ୍ଷ୍ମୀନୃସୀଂହ ମନ୍ଦିର ପ୍ରାଙ୍ଗଣରେ ୧୭ ତାରିଖ ଠାରୁ ଚାଲିଥିବା ୯ ଦିନ ଵ୍ୟାପି ଶ୍ରୀ ରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଵୁଧବାର ରାତି ଉଦଯାପିତ ହୋଇଯାଇଛି । ଏଥିରେ ପ୍ରବଚକ ଭାବେ