Browsing Category

ଧର୍ମ ସଂସ୍କୃତି

ରଥଖଳା ଚଳଚଞ୍ଚଳ : ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ ଶେଷ ସରିଛି । ତିନିଟି ଚକ ପାଇଁ ୧୬ଟି ଲେଖାଁଏ ଅର ପଟାରେ ଅର କାର୍ଯ୍ୟ ଶେଷ ହୋଇଛି। ସେହିପରି ଚାରିନାହାକା ଓ ଗୟଳ କାର୍ଯ୍ୟ ଶେଷ ହୋଇଥିବାବେଳେ ଚଉଦ ନାହାକ କାର୍ଯ୍ୟ ଆରମ୍ଭ

ତିନିରଥର ୪୦ଟି ଚକ ନିର୍ମାଣ ଶେଷ

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୪୦ଟି ଚକ ନିର୍ମାଣ ଶେଷ ସରିଛି । ମୁହାଣ୍ଟ, ନିରାଡ଼ି ଓ ଭୂଇଁ ଚଉପଟ କାମ ବି ଶେଷ ହୋଇଛି। ଏହାପରେ ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି।

ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବବିହାରରେ ସମ୍ପର୍ଣ୍ଣ ହୋଇଛି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ । ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଏହି ଅବସରରେ ବିଶ୍ୱଭୂଷଣ ହରିଚନ୍ଦନ

ହିଞ୍ଜିଳିକାଟୁ : ଶ୍ରୀ ରାମଚରିତ ମାନସ ପରାୟଣ ଓ ପ୍ରବଚନ ଉଦ୍‌ଯାପିତ…

ହିଞ୍ଜିଳିକାଟୁ : ଭଗବତ କଥା ବିଚରଣ ପରିଷଦ ତରଫରୁ ହିଞ୍ଜିଳିକାଟୁ ପାଟଣାସାହି ସ୍ଥିତ ଲକ୍ଷ୍ମୀନୃସୀଂହ ମନ୍ଦିର ପ୍ରାଙ୍ଗଣରେ ୧୭ ତାରିଖ ଠାରୁ ଚାଲିଥିବା ୯ ଦିନ ଵ୍ୟାପି ଶ୍ରୀ ରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଵୁଧବାର ରାତି ଉଦଯାପିତ ହୋଇଯାଇଛି । ଏଥିରେ ପ୍ରବଚକ ଭାବେ

ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ୍‍: ବିଜେଡି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା

ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ନିର୍ଘଣ୍ଟ ଚୁଡ଼ାନ୍ତ: ହାତୀବେଶରେ ତିନିଘଣ୍ଟା ଧରି ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆସନ୍ତା ଜୁନ୍ ୧୪ ତାରିଖରେ ହେବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦୁର୍ଲଭ ହାତୀବେଶରେ ତିନିଘଣ୍ଟା ଧରି ଦର୍ଶନ ଦେବେ। ଶ୍ରଦ୍ଧାଳୁମାନେ ନିବିଘ୍ନରେ ମହାପ୍ରଭୁମାନଙ୍କ ଦର୍ଶନ କରିପାରିବେ। ତେବେ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସର୍ବଦଳୀୟ ପ୍ରତିନିଧି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ । ଜଗତଗୁରୁ ଶଙ୍କରାଚାର୍ଯ୍ୟକୁ ଭେଟିଲେ ପ୍ରକଳ୍ପକୁ ସମର୍ଥନ କରୁଥିବା ଵ୍ୟକ୍ତିବିଶେଷ ଓ ବିରୋଧ କରୁଥିବା ବ୍ୟକ୍ତିବିଶେଷ । ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ଶଙ୍କରାଚାର୍ଯ୍ୟକୁ ସମାଧାନର ବାଟ ଖୋଜି ପରାମର୍ଶ ଦେବେ । ଏଭଳି ଆଶା

ଏମାର ମଠ ଖନନ ସ୍ଥଳରେ ସରିଲା GPR ସର୍ଭେ

ପୁରୀ: ଏମାର ମଠ ଖନନ ସ୍ଥଳରେ ସରିଲା Ground Penetrating Radar Survey(GPRS) । ଏମାର ମଠର ଖନନ ସ୍ଥଳରେ ଆଜି(ମଙ୍ଗଳବାର) GPR ସର୍ଭେ କରାଯାଇଛି । ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡିଛି । ଏଥିସହିତ ଏମାର ମଠ ଜାଗାରେ ବି ସର୍ଭେ କରୁଥିବା ଦେଖିବାକୁ

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଗଜପତି ମହାରାଜା

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଗୋବର୍ଦ୍ଧନ ପୀଠରେ ପହଁଚି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି । ପୁରୀ ଗୋବର୍ଦ୍ଧନ ପୀଠରେ ଶ୍ରୀମନ୍ଦିର ପରିଚାଳନା କମିଟି ପହଁଚି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛି । ଗଜପତିଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,

ଏଥର ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାକୁ ନେଇ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁ ଗତ ଦୁଇ ବର୍ଷ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ତେଣୁ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରବଳ