Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
୩୩ ତମ ବାର୍ଷିକ ଅଷ୍ଟ ଦଣ୍ଡ ମିଳନ ସମାରୋହ ଉଦଯାପିତ : ହଜାର ହଜାର ଭକ୍ତ ଙ୍କ ସମାଗମ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l କରୋନା କଟକଣା ଯୋଗୁଁ ଏହି ଯାତ୍ରା ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା!-->!-->!-->…
ଶ୍ରୀଜିଉଙ୍କୁ ଦର୍ଶନ କଲେ ଜଷ୍ଟିସ୍ ବିନିତ ସରନ
ପୁରୀ : ପୁରୀ ଗସ୍ତରେ ସୁପ୍ରିମକୋର୍ଟର ବିଚାରପତି ବିନିତ୍ ସରନ୍ । ସେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବିନିତ ସରନ୍ ଆଜି ନିଜ ପରିବାର ବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।!-->…
ଭଦ୍ରକରେ ମହାଆଡ଼ମ୍ବରରେ ରାମନବମୀ ପାଳନ
ଭଦ୍ରକ: ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ଭଦ୍ରକ ଜିଲ୍ଲାରେ ମହାଆଡ଼ମ୍ବରରେ ରାମ ନବମୀ ମହୋତ୍ସବ ପାଳନ କରାଯାଉଛି। ସହରର ଗାନ୍ଧୀ ପଡ଼ିଆ ଠାରେ ଶ୍ରୀରାମ ମହାଯଜ୍ଞ ହେଉଛି। ଆଜି ପୂର୍ଣ୍ଣାହୁତି ହେବ। ତେବେ ଯଜ୍ଞର ଶେଷ ଦିନରେ ଆଜି ସହରରେ ୧୨ କି.ମି ଯାଏଁ ନଗର ସଂକୀର୍ତ୍ତନ ହେବ। ଜିଲ୍ଲାର!-->…
ପବିତ୍ର ଶ୍ରୀରାମ ନବମୀରେ ଭୁବନେଶ୍ୱର ରାମ ମନ୍ଦିରରେ ଭକ୍ତଙ୍କ ସମାଗମ
ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ । ଏହି ପବିତ୍ର ଦିନ ଅବସରରେ ଭୁବନେଶ୍ୱର ରାମ ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତ ମାନଙ୍କ ସମାଗମ । ଆଜି ସକାଳ ୬ଟାରୁ ଭକ୍ତଙ୍କ ଲାଇନ୍ ଆରମ୍ଭ ହୋଇଯାଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ!-->…
ଆଜିଠାରୁ ମା ତାରିଣୀଙ୍କ ଚଇତି ପର୍ବ ଆରମ୍ଭ
ଘଟଗାଁ/କେନ୍ଦୁଝର : ଚଇତି ପର୍ବ ମା ତାରିଣୀଙ୍କ ଅନ୍ୟତମ ଶ୍ରେଷ୍ଠ ପର୍ବପର୍ବାଣି ମଧ୍ୟରେ ଗୋଟିଏ । ଏହି ପର୍ବ ବଡ ଧୁମଧାମରେ ପାଳିତ ହୋଇଥାଏ। କିନ୍ତୁ କରୋନା କାରଣରୁ ଗତ ଦୁଇବର୍ଷ ହେଲା ଚଇତି ପର୍ବ ରେ ବିନା ଭକ୍ତରେ କେବଳ ମାଙ୍କର ରୀତିନୀତି ପାଳିତ ହେଉଥିଲା। କଟକଣା ହଟିବାରୁ ଏବର୍ଷ!-->…
ଏପ୍ରଲି ୧୨ରେ ଛତିଶା ନିଯୋଗ ବୈଠକ
ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗର ବୈଠକ ଏପ୍ରିଲ ୧୨ ତାରିଖରେ ଡକାଯାଇଛି । ଏହି ବୈଠକରେ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ସହ ରୋଷଘର ଚୁଲି ଭଙ୍ଗା ଘଟଣା ଉପରେ ଆଲୋଚନା ହେବ ବୋଲି ଆଭାସ ମିଳିଛି । ଏହା ବ୍ୟତୀତ ଆମାଗୀ ପରିଚାଳନା କମିଟି ବୈଠକ ସମ୍ପର୍କରେ ମଧ୍ୟ ନିଯୋଗ କର୍ମକର୍ତ୍ତାମାନଙ୍କୁ!-->…
ମରିଚୀକୁଣ୍ଡର ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ
ଭୁବନେଶ୍ୱର : ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ଶହ ଶହ ବର୍ଷ ଧରି ଏହି ପରମ୍ପରା ଚାଲିଛି । ମରିଚୀକୁଣ୍ଡର କଳେସିଏ ପାଣିକୁ ଜଣେ ବ୍ୟକ୍ତି ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ ନେଇଛନ୍ତି । ସେହିପରି ଆଉ ଏକ କଳସୀ ପାଣି ବି ୪୭ ହଜାର ଟଙ୍କାରେ ନିଲାମ ହୋଇଛି ।!-->…
ଆଜି ନେତ୍ର ଉତ୍ସବ, କାଲି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶନିବାର ଅନୁଷ୍ଠିତ ହେବ। ତେବେ ଆଜି ଶ୍ରୀ ଲିଙ୍ଗରାଜଙ୍କ ନେତ୍ର ଉତ୍ସବ ସହ ରଥ ପ୍ରତିଷ୍ଠା କରାଯିବ। ଏଥିପାଇଁ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ଅପରାହ୍ନ ସାଢେ ୩ଟାରେ ରଥ ଟଣା ଆରମ୍ଭ ହେବ। ଦୀର୍ଘ ଦୁଇ!-->…
ହଟିଲା କଟକଣା, ଏଣିକି ଗର୍ଭଗୃହରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରୁ ଆଡକାଠ କଟକଣାକୁ ହଟାଇ ଦିଆଯାଇଛି । କରୋନା କଟକଣା ଲାଗି ଭକ୍ତମାନଙ୍କ ପାଇଁ ଗର୍ଭଗୃହ ପ୍ରବେଶ ବାରଣ ଥିଲା ଓ ଭକ୍ତମାନେ ଆଡକାଠ ପାଖରୁ ଠାକୁରଙ୍କୁ ଦର୍ଶନ କରୁଥିଲେ । କିନ୍ତୁ ଏଣିକି ଭକ୍ତମାନେ ସିଧାସଳଖ ଗର୍ଭଗୃହରେ ପ୍ରଭୁଙ୍କୁ ଦର୍ଶନ ସୁଯୋଗ ପାଇବେ ।!-->…
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ୩୬ ପାଳିଆ ସେବାୟତଙ୍କ ଦ୍ୱାରା ହେବ ନୀତିକାନ୍ତି ସମାପନ
ଭୁବନେଶ୍ୱର: ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏକାମ୍ର କ୍ଷେତ୍ରରେ ଅନୁଷ୍ଠିତ ହେବାକୁ ବହୁ ପ୍ରତୀକ୍ଷିତ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର କରି ଦିଆଯାଇଛି । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ସେବାୟତମାନଙ୍କୁ ପ୍ରସ୍ତୁତି ବୈଠକ । ଶୃଙ୍ଖଳିତ!-->…