Browsing Category

ବିଦେଶ

ନ୍ୟୁକ୍ଲିୟ ବୋମା-କୋରାନ ହାତରେ ଧରି ବିଶ୍ୱକୁ ଡରାଅ, ଭିକ ମାଗିବାର ଆବଶ୍ୟକତା ନାହିଁ…

ଇସଲାମାବାଦ,୪ ।୨: ପାକିସ୍ତାନର ଆର୍ଥିକ ସଙ୍କଟ ସମସ୍ତଙ୍କୁ ଅବଗତ । ଦେଶ ଏମିତି ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଯେ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚି ଗଲାଣି । ଦେଶରେ ମହଙ୍ଗା ମାଡ ଏତେ ହେଲାଣି ଯେ ସାଧାରଣ ଜନତା ପରସ୍ପର ମଧ୍ୟରେ ମାଡଗୋଳ ଆରମ୍ଭ କରି ଦେଲେଣି । ପାକିସ୍ତାନ ଏବେ ସାରା

ଆମେରିକା ଉପରେ ଚାଇନାର ବେଲୁନ ଦେଖି ବଢିଲା ଟେନସନ : ବ୍ଲିଙ୍କନଙ୍କ ବେଜିଂ ଯାତ୍ରା ସ୍ଥଗିତ…

ୱାଶିଂଟନ,୪ ।୨: ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’ କହିଛି ଦେଶରେ ଏକ ଚାଇନା ଗୁଇନ୍ଦା ବେଲୁନ ଦେଖାଯାଇଛି । ୩ଟି ବସ ଆକାରର ଏହି ବେଲୁନ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କ ଚାଇନା ଯାତ୍ରାର ଠିକ ପୂର୍ବରୁ ଦେଖାଯାଇଛି । ପେଣ୍ଟାଗନର ପ୍ରବକ୍ତା ବ୍ରିଗେଡିୟର ଜନରାଲ

ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ମୋର ଧର୍ମ: ସୁନକ

ଲଣ୍ଡନ,୪ ।୨: ମୂଳ ଭାରତୀୟ ବାସିନ୍ଦା ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଗତ ବର୍ଷ ରାଜନୈତିକ ଉତ୍ଥାନ ପତନ ମଧ୍ୟରେ ୧୦ କାଉଣ୍ଟିଂ ଷ୍ଟ୍ରିଟରେ ଶୀର୍ଷ ପଦ ସମ୍ଭାଳିବା ପଛରେ ନିଜର ପ୍ରେରଣାକୁ ନିଜର ‘ଧର୍ମ’ ବୋଲି କହିଛନ୍ତି । ବ୍ରିଟେନର ପ୍ରଥମ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ

ଆମେରିକା ଆକାଶରେ ଉଡୁଛି ଚୀନ୍‌ର ‘ସ୍ପାଏ ବେଲୁନ୍‌’: ପେଣ୍ଟାଗନ୍‌

ୱାସିଂଟନ୍‌: ଆମେରିକାର ସୁଉଚ୍ଚ ଆକାଶରେ ଉଡ଼ି ଅତି ଗୁରୁତ୍ବପୂର୍ଣ୍ଣ ଆଣବିକ ଅସ୍ତ୍ରଶସ୍ତ୍ର ଥିବା ସ୍ଥାନଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିବା ପରି ଜଣାପଡୁଥିବା ଗୋଟାଏ ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ର (ସ୍ପାଏ ବେଲୁନ୍‌) ଗତିବିଧି ଉପରେ ନଜର ରଖାଯାଇଥିବା କଥା ଗୁରୁବାର ଦିନ ‘ପେଣ୍ଟାଗନ୍‌’

ନିଜ ସମସ୍ୟା ନିଜେ ସମ୍ଭାଳ.. ଆମକୁ ଦାୟୀ କରନି : ପାକିସ୍ତାନକୁ କହିଲା ତାଲିବାନ…

କାବୁଲ : ପାକିସ୍ତାନର ପେଶାଓ୍ବରରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ଆକ୍ରମଣ ପାଇଁ ପାକିସ୍ତାନ ପକ୍ଷରୁ ତେହରିକ-ଏ-ତାଲିବାନ-ପାକିସ୍ତାନକୁ ଦାୟୀ କରାଯାଉଛି । ଆଫଗାନିସ୍ତାନର ତାଲିବାନ ଶାସକ ମଧ୍ୟ ଆଫଗାନିସ୍ତାନ ମାଟିକୁ

ପେଶାଓ୍ବର ମସଜିଦ ବିସ୍ଫୋରଣ : ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର କଟାମୁଣ୍ଡ ମିଳିଲା…

ପେଶାଓ୍ବର : ସୋମବାରଦିନ ପାକିସ୍ତାନର ପେଶାଓ୍ବର ସହର ପୁଲିସ ଲାଇନ ଅଂଚଳରେ ଥିବା ମସଜିଦରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଏକ ଆତ୍ମଘାତୀ ଆକ୍ରମଣ ଥିବା ସ୍ପଷ୍ଟ ହୋଇଯାଇଛି । ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର କଟାମୁଣ୍ଡ ଘଟଣାସ୍ଥଳରୁ ମିଳିଛି ।ଉଦ୍ଧାର କାର୍ଯ୍ୟରେ ନିୟୋଜିତ

ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସହ ଭିତିରିଆ ଆଲୋଚନା କରୁଛି ପାକିସ୍ତାନ.. !

ଇସଲାମାବାଦ : ଆର୍ଥିକସ୍ତରରେ କାଙ୍ଗାଳ ହେବାକୁ ବସିଥିବା ପାକିସ୍ତାନ ସ୍ଥିତି ଏବେ ବେହାଲ ହେବାରେ ଲାଗିଛି। ପାକିସ୍ତାନରେ ଜରୁରୀ ସାମଗ୍ରୀ ଠାରୁ ଆରମ୍ଭ କରି ସବୁ ଜିତିଷର ଦାମ ଆକାଶ ଛୁଆଁ ହେଲାଣି। ଏପରି ସ୍ଥିତିରେ ପାକିସ୍ତାନ ବ୍ୟାକ ଚ୍ୟାନେଲରେ ବା ଭିତିରିଆ ଭାବେ ଭାରତ ସହ ଆଲୋଚନା କରି

ନିର୍ମିତ ହେଲା ଦୁନିଆର ପ୍ରଥମ ଉଡ଼ନ୍ତା ବାଇକ୍…

ନୂଆଦିଲ୍ଲୀ: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି; ସ୍ବପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି। ସମସ୍ତଙ୍କୁ ଚକିତ କରି ଶେଷରେ ସଫଳତାର ସହ ନିର୍ମାଣ ହୋଇଛି ଉଡ଼ନ୍ତା ବାଇକ୍। ଯାହାକୁ ନିର୍ମାଣ କରିଛି ଜାପାନର ଏକ ଷ୍ଟାର୍ଟଅପ୍ ଏୟାରଓ୍ଵିନ୍ସ୍ ଟେକ୍ନୋଲୋଜି ନାମକ ଏକ କମ୍ପାନି । ଉଡ଼ନ୍ତା

ୟୁକ୍ରେନକୁ ଆମେରିକା ଦେଉଥିବା ଟ୍ୟାଙ୍କକୁ ଜାଳିଦେବୁ : ରୁଷ

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହା ସତ୍ତ୍ବେ ରୁଷ ବିଜୟ ହାସଲ କରିପାରିନାହିଁ, କିମ୍ବା ୟୁକ୍ରେନ ପରାଜୟ ବରଣ କରିନାହିଁ । ପାଶ୍ଚାତ୍ୟ ଦେଶଙ୍କ ଦ୍ବାରା ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ୟୁକ୍ରେନ ସେନା ରୁଷକୁ କଡ଼ା ଜବାବ ଦେବାକୁ

ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିସ୍‌ ହିପ୍‌କିନ୍ସ…

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ। ଶପଥ ନେଲେ ଲେବର୍‌ ପାର୍ଟିର ନେତା କ୍ରିସ୍‌ ହିପକିନ୍ସ। ଆଜି ଏକ ଔପଚାରିକ ସମାରୋହରେ କ୍ରିସ୍‌ ହିପକିନ୍ସ ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ୍‌ ସିଣ୍ଡି