Browsing Category

ବିଦେଶ

ସିଂହ ଭାଗ ସମ୍ପତ୍ତି ଦାନ କରିବେ ଆମାଜନ୍‌ ମୁଖ୍ୟ

ନୂଆଦିଲ୍ଲୀ : ବିଶ୍ବର ସର୍ବବୃହତ ଇ-କମର୍ସ ସଂସ୍ଥା ଆମାଜନ୍‌ର ମୁଖ୍ୟ ତଥା ବିଶ୍ବର ଅନ୍ୟତମ ବଡ଼ ଧନୀ ଜେଫ୍ ବେଜୋସ୍ ନିଜ ପାଖରେ ଥିବା ୧୨,୪୦୦ କୋଟି ଡଲାର ସମ୍ପତ୍ତିର ସିଂହ ଭାଗ ବନାଦ୍ୟ କାର୍ଯ୍ୟ ଲାଗି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସିଏନ୍‌ଏନ୍ ସହ ଏକ ସାକ୍ଷାତକାରରେ ସେ ଏହା

ଖେରସନ ମୁକ୍ତ ହେବା ସହ ଯୁଦ୍ଧ ବନ୍ଦ ପ୍ରକ୍ରିୟା ଆରମ୍ଭ ହେଲା: ‌ଜେଲେନ୍‌ସ୍କି

ମସ୍କୋ : ରୁଷ୍‌ ୟୁକ୍ରେନର ଖେରସନରୁ ସେନା ପ୍ରତ୍ୟାହାର କରିବାପରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ସୋମବାର ଦିନ ଖେରସନ ଗସ୍ତ କରିଛନ୍ତି। ଜେଲେନସ୍କି କହିଛନ୍ତି, ଖେରସନରୁ ରୁଷ୍‌ ସୈନ୍ୟ ପ୍ରତ୍ୟାହାର କରିବା ସହ ଯୁଦ୍ଧ ଶେଷ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ରୁଷ୍‌ ଖେରସନରୁ

ଇସ୍ତାନବୁଲ ବିସ୍ଫୋରଣ : ଆତଙ୍କବାଦୀ ସଂଗଠନ ଦେଇଥିବା ବୋମା ରଖିଥିଲେ ସିରିଆନ ମହିଳା

ଇସ୍ତାନବୁଲ: ବୋମା ବିସ୍ଫୋରଣରେ ରବିବାର ତୁର୍କିର ଇସ୍ତାନବୁଲ ସହରର ଟାକସିମ ଅଞ୍ଚଳ ଥରି ଉଠିଥିଲା। ଟାକସିମ ଅଞ୍ଚଳର ଇସ୍ତିକଲାଲ ଷ୍ଟ୍ରିଟରେ ଏହି ଘଟଣା ଘଟିଥିଲା। ଏହି ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮୧ ଜଣ ଗୁରୁତର ହୋଇଥିବା ସେଠାକାର ପ୍ରଶାସନିକ ଅଧିକାରୀଙ୍କଠାରୁ

ଅଷ୍ଟ୍ରେଲିଆରେ ୨୦୨୦ ମସିହାରେ ହୋଇଥିବା ଜଙ୍ଗଲପୋଡ଼ିର କାରଣ ମଣିଷ

କାନବେରା : ଅଷ୍ଟ୍ରେଲିଆର କାନବେରାରେ ଗତ ୨୦୨୦ ମସିହାରେ ଲାଗିଥିବା ଭୟଙ୍କର ଜଙ୍ଗଲ ନିଆଁର ଭୟାବହତା ଏବେ ବି ଲୋକମାନଙ୍କୁ ମନରୁ ଲିଭିନାହିଁ । ଏହି ପ୍ରଳୟଙ୍କରୀ ନିଆଁରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୫ ଶହ ଲୋକ ପ୍ରାଣ ହରାଇଥିବାବେଳେ ହଜାର ହଜାର ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ

କେନାଲକୁ ଖସିଲା ଯାତ୍ରୀବାହୀ ବସ୍‌, ୨୨ ମୃତ

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଘଟଣା। କେନାଲକୁ ଖସିଲା ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ ୨୨ ଯାତ୍ରୀ। ଏଥିସହ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଇଜିପ୍ଟରେ।ସୂଚନା ମୁତାବକ, ଇଜିପ୍ଟର ଉତ୍ତର ଦକାହଲିଆ ଅଞ୍ଚଳରେ ଶନିବାର

ଶ୍ରୀଲଙ୍କାରେ ଚୀନ୍‌ର ମୁକାବିଲା କରିବେ ଆଦାନି

ନୂଆଦିଲ୍ଲୀ : ଭୂ-ରାଜନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥଳ ଭାବେ ବିଚାର କରାଯାଉଥିବା ଶ୍ରୀଲଙ୍କାରେ ଚୀନ୍‌ର ରହିଥିବା ଆଧିପତ୍ୟକୁ ହ୍ରାସ କରିବା ଲାଗି ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ଆଗେଇ ଆସିଛନ୍ତି। ସେଠାରେ ଏକ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଆଦାନି

ଖେରସନରୁ ରୁଷର ସୈନ୍ୟ ପ୍ରତ୍ୟାହାର ସଂପୂର୍ଣ୍ଣ, ସହରକୁ ନିୟନ୍ତ୍ରଣକୁ ନେଲା ୟୁକ୍ରେନ ସେନା

କିବ୍ : ଦକ୍ଷିଣ ୟୁକ୍ରେନର ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀରର ସେପାଖକୁ ଚାଲିଯାଇଛନ୍ତି । ରୁଷ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ସହ ୟୁକ୍ରେନ ସୈନ୍ୟ ସେଠାରେ ପହଞ୍ଚିଛନ୍ତି । ସହରର ସାଧାରଣ ଲୋକେ ୟୁକ୍ରେନ ସୈନ୍ୟଙ୍କୁ

ଦୈନିକ ୧୨ ଘଣ୍ଟା କାମ ସହ ମାଗଣା ଖାଇବା ଆଉ ମିଳିବ ନାହିଁ: ମସ୍କ

ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ଏବେ ସେ ନୂଆ ନୂଆ ନିଷ୍ପତ୍ତି ନେବାରେ ଲାଗିପଡିଛନ୍ତି | ତେବେ ମସ୍କଙ୍କ ଏହି ସବୁ ନିଷ୍ପତ୍ତି ଏବେ ଏହାର କର୍ମଚାରୀଙ୍କୁ ହରଡ଼ଘଣାରେ ପକାଇଛି | ବର୍ତ୍ତମାନ ଏଲୋନ୍ ମସ୍କ ଏପରି କିଛି ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆଗାମୀ

କୋପ୍୨୭: ଭାରତ ସାହାଯ୍ୟରେ ବଞ୍ଚିବ ଲକ୍ଷ ଲକ୍ଷ ଜୀବନ

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତି ହ୍ରାସ କରିବା ପାଇଁ ବିଶ୍ବ ପାଣିପାଗ ବିଜ୍ଞାନ ସଂଗଠନ (ଡବ୍ଲୁଏମ୍‌ଓ) ସାରା ବିଶ୍ବରେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ସ୍ଥାପନ କରିବା ପାଇଁ ଏକ ପଞ୍ଚବାର୍ଷିକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପୂର୍ବ ବର୍ଷର ଜଳବାୟୁ ବୈଠକରେ ଭାରତ ସମର୍ଥିତ

ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର

ୱାଶିଂଟନ: ଆମେରିକାରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର। ସେ ପ୍ରଥମ ପ୍ରବାସୀ ନାଗରିକ ଭାବେ ଆମେରିକାର ମେରିଲ୍ୟାଣ୍ଡର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ହାତେଇଛନ୍ତି। ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ତଥା ପ୍ରଥମ ଏସିଆ ମହାଦେଶର ମୂଳ ମହିଳା ଭାବେ ଏହି ପଦ