Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଥାଇଲାଣ୍ଡରେ ଆଖିବୁଜା ଗୁଳିଚାଳନା: ୨୨ ଶିଶୁଙ୍କ ସମେତ ୩୪ ମୃତ
ବ୍ୟାଙ୍ଗକକ: ଥାଇଲାଣ୍ଡର ଉତ୍ତରପୂର୍ବାଞ୍ଚଳର ଏକ ଶିଶୁ ଯତ୍ନ ସେଣ୍ଟରେ(ଡେ-କେୟାର୍ ସେଣ୍ଟର୍) ଆଖିବୁଜା ଗୁଳିଚାଳନା ଘଟି ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି। ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବନ୍ଧୁକଧାରୀ ଅତି ନିର୍ମମଭାବେ ଗୁଳିଚାଳନା କରିବା!-->…
ଆମେରିକାର ଦୋମୁହାଁ ନୀତି : ପାକିସ୍ତାନକୁ ଏଫ-୧୬ ସହାୟତା ପରେ ବାଜଓ୍ବାଙ୍କୁ ସ୍ବାଗତ କଲା ପେଣ୍ଟାଗନ
ଓ୍ବାସିଂଟନ : ପୁଣି ପଦାରେ ପଡିଯାଇଛି ଆମେରିକାର ଦୋମୁହାଁ ନୀତି । ପୁଣି ପାକିସ୍ତାନ ସେନା ସହ ନିଜର ମଧୂର ସଂପର୍କକୁ ପ୍ରମାଣିତ କରିଛି ଆମେରିକା । ଏହି କାରଣରୁ ଆମେରିକା ଯେତେ କହିଲେ ବି ଭାରତ ରୁଷକୁ ଛାଡ଼ି ଆମେରିକା ଶିବିରକୁ ଯାଉନାହିଁଭାରତର ଚିନ୍ତା ସତ୍ତ୍ବେ ପାକିସ୍ତାନକୁ ୪୫୦ ନିୟୁତ!-->…
ଅନ୍ଧାରରେ ସମଗ୍ର ବାଂଲାଦେଶ
ଢାକା : ବାଂଲାଦେଶରେ ମଙ୍ଗଳବାରଦିନ ଗ୍ରୀଡ ବିଫଳ ହେବାରୁ ଦେଶରେ ଅଧିକାଂଶ ଅଂଚଳ ଅନ୍ଧାରକୁ ଚାଲିଯାଇଛି । ଏହା ଫଳରେ ଦେଶର ଅନେକ ଅଂଚଳରେ ଜରୁରୀ ସେବା ଓ ଜନଜୀବନ ପ୍ରଭାବିତ ହୋଇଛି ।ବାଂଲାଦେଶର ସମ୍ବାଦପତ୍ର ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଅପରାହ୍ନ ୨ଟା (ସ୍ଥାନୀୟ!-->…
ଯୁଦ୍ଧ ବନ୍ଦ ପାଇଁ ପୁଟିନ୍ ଓ ଜେଲେନସ୍କିଙ୍କୁ ପୋପ୍ଙ୍କ ଅପିଲ୍
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ । ଯୁଦ୍ଧ ବନ୍ଦ ପାଇଁ ରୁଷ ରାଷ୍ଟ୍ରପତି ପୁଟିନ୍ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍ସ୍କିଙ୍କୁ ଅପିଲ କରିଛନ୍ତି ପୋପ ଫ୍ରାନ୍ସିସ୍ । ସେହିପରି ଯୁଦ୍ଧ ବନ୍ଦ ସହ ଆଲୋଚନା ପାଇଁ ଉଦ୍ୟମ କରିବାକୁ ପୋପ ବିଶ୍ୱର ନେତାଙ୍କୁ!-->…
ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ
ନୂଆଦିଲ୍ଲୀ ୦୩/୧୦: ଇରାନ ବିମାନରେ ବୋମା । ଏହି ସୂଚନା ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ବିମାନଟି ଭାରତୀୟ ଆକାଶରେ ଥିଲା । ବିମାନଟି ଦିଲ୍ଲୀରେ ଅବତରଣ କରିବାର ଥିଲା । କିନ୍ତୁ ବିମାନ ବମ୍ ଖବର ଶୁଣାଯିବା ପରେ ଭାରତୀୟ ବାୟୁସେନା ସତର୍କ ହୋଇଯାଇଥିଲା । ଫଳରେ ଦିଲ୍ଲୀରେ!-->…
ରୁଷ୍-ୟୁକ୍ରେନ୍ ଯୁଦ୍ଧ: ସ୍ବଳ୍ପ କ୍ଷମତାସମ୍ପନ୍ନ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତାବ ଦେଲେ ପୁଟିନ୍ଙ୍କ…
ମସ୍କୋ: ଜୟ କରିଥିବା ୟୁକ୍ରେନୀୟ ନଗରୀ ଲିମାନ୍ରୁ ରୁଷୀୟ ସେନା ପ୍ରତ୍ୟାହୃତ ହେବା ପରେ ‘ଚେଚେନ୍ ସାଧାରଣତନ୍ତ୍ର’ର ନେତା ରମ୍ଜାନ୍ କାଦିରୋଭ୍ ଯୁଦ୍ଧକ୍ଷେତ୍ରରେ ସ୍ବଳ୍ପ କ୍ଷମତାବିଶିଷ୍ଟ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତାବ ଦେଇଥିବା କଥା ‘ସିଏନ୍ଏନ୍’ ରିପୋର୍ଟ କରିଛି।
!-->!-->…
ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍ ବେଳେ ହିଂସା, ୧୨୭ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ – ଇଣ୍ଡୋନେସିଆରେ ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଲେ ପ୍ରଶଂସକମାନଙ୍କ ମଧ୍ୟରେ ମାରପିଟ୍ । ଏହି ଘଟଣାରେ ୨ ଜଣ ପୁଲିସ କର୍ମୀଙ୍କ ସମେତ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି ।
ଜାଭାରେ ଗୋଟିଏ ଷ୍ଟାଡିୟମରେ ପେରସାବାୟାସୁରବାୟା ଏବଂ ଆରେମ୍ ଏଫ୍ସି ଟିମ୍ ମଧ୍ୟରେ ଫୁଟବଲ୍ ମ୍ୟାଚ୍!-->!-->!-->…
ବିମାନରେ ଏୟାରହୋଷ୍ଟେସଙ୍କୁ ଅନ୍ତବସ୍ତ୍ର ପିନ୍ଧିବା ବାଧ୍ୟତାମୂଳକ କଲା ପାକିସ୍ତାନ
କରାଚୀ: ଅନ୍ତବସ୍ତ୍ର ନ ପିନ୍ଧିଲେ ଏଣିକି ବିମାନରେ ଚଢ଼ିପାରିବ ନାହିଁ | ବିମାନରେ ଏୟାରହୋଷ୍ଟେସ ଭାବେ ଚାକିରି କରିବାକୁ ହେଲେ ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ | ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(ପିଆଇଏ) ପକ୍ଷରୁ ଏହାର!-->…
ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦର ସହଯୋଗୀ ଗିରଫ
ମୁମ୍ବାଇ: ମୁମ୍ବାଇ କ୍ରାଇମବ୍ରଞ୍ଚକୁ ମିଳିଛି ବଡ ସଫଳତା। କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦର ଇବ୍ରାହିମର ଘନିଷ୍ଠ ସହଯୋଗୀ ରିୟାଜ ଭଟ୍ଟି ଗିରଫ ହୋଇଛି। ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ରିୟାଜକୁ ମୁମ୍ବାଇ ପୁଲିସ ଗିରଫ କରିଛି।
ସୂଚନା ମୁତାବକ, ଜଣେ!-->!-->!-->…
ରୁଷ ପରମାଣୁ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ : ଆମେରିକା ବୈଦେଶିକ ସଚିବ
ନୂଆଦିଲ୍ଲୀ : ପୁଟିନଙ୍କ ପରମାଣୁ ଅସ୍ତ୍ର ଆକ୍ରମଣ ଧମକ ପରେ ବିଚଳିତ ପୂରା ବିଶ୍ୱ । ଆକ୍ରମଣ ଧମକକୁ ମିଛ ଭାବିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ପୁଟିନ । ପୁଟିନଙ୍କ ଆଭିମୁଖ୍ୟ ନେଇ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ଦେଇଛନ୍ତି ବଡ଼ ବୟାନ । ଯଦି ରୁଷିଆ ୟୁକ୍ରେନ!-->…