Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଚମତ୍କାର : ଔଷଧରେ ଭଲ ହେଲା କ୍ୟାନ୍ସର
ୱାଶିଂଟନ: ମେଡିକାଲ ବିଜ୍ଞାନରେ ନୂଆ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଔଷଧ ଦ୍ୱାରା ମାରାତ୍ମକ କ୍ୟାନସର ଭଳି ରୋଗକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରାଯାଇ ପାରିଛି। ରେକ୍ଟାଲ୍ କ୍ୟାନସରର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଶୁଭଙ୍କର ଖବର ମିଳିଛି। ଏହି ଔଷଧର!-->…
ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବୋରିସ ଜନସନ୍, ନିଜ ଦଳ କରୁଛି ଇସ୍ତଫା ଦାବି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। କ୍ଷମତାରେ ଥିବା କନଜରବେଟିବ ପାର୍ଟିର ୪୦ରୁ ଅଧିକ ସାଂସଦ ନିଜ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଇସ୍ତଫା ଦାବି ଜୋର ଧରିବା ପରେ ଏବେ ଜନସନଙ୍କୁ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ!-->…
ଇମ୍ରାନ ଖାନଙ୍କୁ ହତ୍ୟା ଧମକ ପରେ ଇସଲାମାବାଦରେ ବୃଦ୍ଧି ପାଇଲା ସୁରକ୍ଷା ବ୍ୟବସ୍ଥା
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚା ଯାଇଥିବାର ଖବର ପ୍ରଚାରିତ ହେବା ପରେ ସହରର ଆଖପାଖ ଅଞ୍ଚଳରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି ବୋଲି ଇସଲାମାବାଦ ପୁଲିସ କହିଛି।ଇସଲାମାବାଦରେ ଧାରା ୧୪୪ ଲାଗୁ!-->…
ତୁର୍କୀ ସରକାର ନିଜ ଦେଶର ନାଁକୁ ବଦଳାଇ ତୁର୍କିଏ ରଖିଲେ
ଅଙ୍କାରା : ତୁର୍କୀ ସରକାର ନିଜ ଦେଶର ନାଁକୁ ବଦଳାଇ ତୁର୍କିଏ କରିଛନ୍ତି । ମିଳିତ ଜାତିସଂଘ ପକ୍ଷରୁ ତୁର୍କୀର ନୂଆ ନାଁକୁ ମଂଜୁର କରାଯାଇଛି । ଏହା ସହିତ ଆଉ କେତେକ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଏହାକୁ ମଂଜୁର କରିଛନ୍ତି । ତୁର୍କୀର ଜନସାଧାରଣ ନିଜ ଦେଶକୁ ତୁର୍କିଏ ଡାକୁଥିଲେ ବି!-->…
ନୂଆ ଭାଇରସ CCHF ଆତଙ୍କ, ୧୯ ମୃତ
ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କରିସାରିଲାଣି ମହାମାରୀ କରୋନା। ନେଇସାରିଲାଣି ଅନେକ ମୁଣ୍ଡ। ଏହାରି ଭିତରେ ବର୍ତ୍ତମାନ ଆଉ ଏକ ନୂଆ ଭାଇରସ ସାମ୍ନାକୁ ଆସିଛି। ମଧ୍ୟ-ପୂର୍ବ ଏସିଆ ସ୍ଥିତ ଇରାକରେ ଭାଇରସ CCHF ଆତଙ୍କ ଖେଳାଇଛି। ଦ୍ରୁତ ଗତିରେ ମାଡି ଚାଲିଛି ଏହି ଭୂତାଣୁ। ଏହି ଭାଇରସରେ!-->…
ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଲାଇମାନ ସହରକୁ ଦଖଲ କଲା ରୁଷ
ମସ୍କୋ : ୟୁକ୍ରେନ ଯୁଦ୍ଧରେ ରୁଷ ଏକ ବଡ଼ ସଫଳତା ହାସଲ କରିଛି । ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଲାଇମାନ ସହରକୁ ଦଖଲ କରିଛି ରୁଷ ସେନା । ଏ ସମ୍ପର୍କରେ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଇଛି ।ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ରୁଷ ସେନା ଓ!-->…
ଶ୍ରୀଲଙ୍କାକୁ ବାକିରେ ତେଲ ଯୋଗାଇଲା ରୁଷ
କଲମ୍ବୋ : ଆର୍ଥିକ ସଂକଟରେ ପଡ଼ିଥିବା ଶ୍ରୀଲଙ୍କାକୁ ତେଲ ଯୋଗାଇଛି ରୁଷ । ଏହା ଦ୍ବାରା ଶ୍ରୀଲଙ୍କାର ତୈଳ ବିଶୋଧନାଗାରଗୁଡ଼ିକ ପୁଣି ଆରମ୍ଭ ହୋଇପାରିବ ।ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷ ଉପରେ ପାଶ୍ଚାତ୍ୟ ଦେଶମାନେ କଟକଣା ଲଗାଇଛନ୍ତି । ତେବେ ତେଲକୁ ଏଥିରୁ ଛାଡ଼ କରାଯାଇଛି । ଫଳରେ ଭାରତ,!-->…
ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୦ ଟଙ୍କା ଲେଖା ବଢ଼ିଲା
ଇସଲାମବାଦ: କ୍ଷମତା ପରିବର୍ତ୍ତନ ପରେ ବି ସୁଧୁରୁନି ପାକିସ୍ତାନ ସ୍ଥିତି। ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଥିବା ପାକିସ୍ତାନର ଆର୍ଥିକ ସ୍ଥିତି ବି ବିଗିଡ଼ିବାରେ ଲାଗିଛି। ଦେଶରେ ଫୁଟିଛି ମହଙ୍ଗା ବୋମା। ଲମ୍ବ ଡିଆଁ ମାଡ଼ିଛି ପେଟ୍ରୋଲ, ଡିଜେଲ ଦର । ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା!-->…
ୟାସିନକୁ ଦଣ୍ଡ ଦେବା ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ: ପାକିସ୍ତାନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆତଙ୍କବାଦୀ ୟାସିନ ମଲିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଦଣ୍ଡ ଘୋଷଣା ହେବା ମାତ୍ରେ ପଡୋଶୀ ଦେଶ ପାକିସ୍ତାନରେ ଦୁଃଖର କଳା ବାଦଲ ଖେଳିଯାଇଛି | ଆଉ ଦଣ୍ଡ ଘୋଷଣା ପରେ ପାକିସ୍ତାନ!-->…
ପେଟ୍ରୋଲ ପମ୍ପରେ ତେଲ ନାହିଁ, ଏଟିଏମରେ ଟଙ୍କା ନାହିଁ: ନିଜ ଦେଶ ପାକିସ୍ତାନର ଅବସ୍ଥା ବାବଦରେ ମୁହଁ ଖୋଲିଲେ ପୂର୍ବତନ…
ଲାହୋର: ପାକିସ୍ତାନରେ ଯଦିଓ ପ୍ରଧାନମନ୍ତ୍ରୀ ବଦଳିଛନ୍ତି, କିନ୍ତୁ ଦେଶର ଅବସ୍ଥାରେ ଏପର୍ଯ୍ୟନ୍ତ ସୁଧାର ଆସିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ପାକିସ୍ତାନରେ ଶ୍ରୀଲଙ୍କା ଭଳି ପରିସ୍ଥିତି ଘଟିବ । ତେବେ ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର!-->…