Browsing Category

ବିଦେଶ

ରୁଷ ଯୁଦ୍ଧ ଅପରାଧର ତଦନ୍ତ ହେବ : ଜାତିସଂଘ ମାନବ ଅଧିକାର କମିଶନ ; ଭୋଟଦାନରୁ ପୁଣି ବିରତ ରହିଲା ଭାରତ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ମାନବ ଅଧିକାର କମିଶନ (ୟୁଏନଏଚଆରସି) ବୈଠକରେ ୟୁକ୍ରେନରେ ରୁଷ ଚଳାଇଥିବା ଯୁଦ୍ଧ ଅପରାଧଗୁଡ଼ିକର ତଦନ୍ତ ପାଇଁ ଏକ ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ କମିଶନ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବୈଠକରେ ଅନୁଷ୍ଠିତ ଭୋଟଦାନରୁ ଭାରତ ବିରତ

ଯୁଦ୍ଧରେ ରୁଷ ହରାଇଲାଣି ୯ ହଜାରରୁ ଅଧିକ ସୈନ୍ୟ, ୨୫୦ ଟ୍ୟାଙ୍କ ଧ୍ୱଂସ

କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ରୂପ ନେଉଛି। ରୁଷ ଏବେ ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଉଥିବାରୁ ସାରା ୟୁରୋପ ପାଇଁ ବିପଦ ସୃଷ୍ଟି ହୋଇଛି। ଗତ ଗୁରୁବାର ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଆଜି ୯ମ ଦିନରେ ପହଞ୍ଚିଛି। ହେଲେ ଯୁଦ୍ଧ

ଶୁକ୍ରବାର ପ୍ରାର୍ଥନା ବେଳେ ଭୟଙ୍କର ବିସ୍ଫୋରଣ, ଗଲା ୩୦ ଜଣଙ୍କ ଜୀବନ

ପେଶାୱର: ପାକିସ୍ତାନର ପେଶାୱାରରେ ଥିବା ଗୋଟିଏ ମସଜିଦରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଶୁକ୍ରବାର ସମୂହ ନମାଜ ପାଠ ଚାଲିଥିବା ବେଳେ ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା

ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଆକ୍ରମଣ ନେଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ୟୁକ୍ରେନ୍‌ର ଜାପୋରିଝଝିଆରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଉପରେ ରୁଷ ସେନା ପକ୍ଷରୁ ବଡ଼ଧଣଣର ଆକ୍ରମଣ କରାଯାଇଛି।ଏହି ପ୍ରସଙ୍ଗରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର୍‌ ଜେନେଲସ୍କି ଜାପାନ୍‌ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦାଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା

ରୁଷ ଉପରେ ଡିୟାଜିଓ, ଆଇକିଆ, ଏଫ ୧ ଓ ସ୍ପୋଟିଫାଏର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ଡିୟାଜିଓ, ଆଇକିଆ, ସ୍ପୋଟିଫାଏ ଓ ଏଫ ୧ର ବଡ଼ କାର୍ଯ୍ୟାନୁଷ୍ଠାନ। ମଦ ତିଆରି କରୁଥିବା କମ୍ପାନି ଡିୟାଜିଓ ରୁଷକୁ ମଦ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଡିୟାଜିଓ କମ୍ପାନି ଜନି ୱାକର, କ୍ୟାପଟେନ ମାର୍ଗନ, ଗିନିଜ, ସ୍ମିର୍ନଫ,

ବାହାରେ ଯୁଦ୍ଧ ଚାଲିଥିବା ବେଳେ ରୁଷ କ୍ୟାପସୁଲରେ କୈଦ ଆମେରିକାର ଦୁଇ ବୈଜ୍ଞାନିକ!

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କେବେ କେଉଁ ମୋଡ଼ ନେବ, ତାହାର ଉତ୍ତର ଏବେ କାହା ପାଖରେ ନାହିଁ। ନିଜ ନିଜର ନାଗରିକଙ୍କୁ ଏବେ ଦେଶମାନେ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ରୁଷ ।ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ଏବଂ ସେଥିରେ

ଅନ୍ଧାରରେ ବୁଡ଼ିଲା ଖାରକିଭ, ତୈଳ ଡିପୋରେ ଭୟଙ୍କର ହମଲା

କିଭ୍‌: ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ ରୁଷ ସେନାଙ୍କ ଟାର୍ଗେଟରେ ରହିଛି। ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼ ପ୍ରତିଷ୍ଠାନ ଓ ଘର ମାଟିରେ ମିଶିବାରେ ଲାଗିଛନ୍ତି।ରୁଷର ବୋମା ଓ ମିସାଇଲ

ପଶ୍ଚିମ ଦେଶର ରାଜନେତାଙ୍କ କୂଟ ରାଜନୀତି ହିଁ ପରମାଣୁ ଯୁଦ୍ଧ ପାଇଁ ମଞ୍ଜି ପୋତୁଛି

ନୂଆଦିଲ୍ଲୀ: ଆମେ ପରମାଣୁ ଆକ୍ରମଣ ଚାହୁଁନାହୁଁ। କିନ୍ତୁ ପଶ୍ଚିମ ଦେଶର ରାଜନେତାଙ୍କ କୂଟ ରାଜନୀତି ହିଁ ପରମାଣୁ ଯୁଦ୍ଧ ପାଇଁ ମଞ୍ଜି ପୋତୁଛି । ୟୁକ୍ରେନ୍‌ ଉପରେ ଲହୁଲୁହାଣ ଆକ୍ରମଣର ସପ୍ତାହେ ପରେ ରୁଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭ୍‌ରଭ ଏହା କହିଛନ୍ତି। ପଶ୍ଚିମ ଦେଶମାନଙ୍କର ଖଳ

ୟୁକ୍ରେନ୍‌ର ନବନିର୍ମାଣଲାଗି ସବୁ ଅର୍ଥ ଋଷ ହିଁ ଦେବ – ଜେଲେନସ୍କି

ନୂଆଦିଲ୍ଲୀ: ଯୁଦ୍ଧ ପରେ ପୁଣି ଥରେ ୟୁକ୍ରେନ୍‌ର ନବନିର୍ମାଣ ହେବ। ଯୁଦ୍ଧରେ ନଷ୍ଠ ହୋଇଥିବା ବିଭିନ୍ନ ପ୍ରତିଷ୍ଠାନ ଓ ସଂସ୍ଥା ଗୁଡ଼ିକୁ ପୁଣିଥରେ ଗଢ଼ାଯିବ। ଏଥିପାଇଁ ରୁଷ ସବୁ ଅର୍ଥ ଦେବ ବୋଲି ୟୁକ୍ରେନର ରଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି କହିଛନ୍ତି। ଯୁଦ୍ଧ ପାଇଁ ରୁଷ ରାଷ୍ଟ୍ରପତି

ରୁଷର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଛନ୍ତି : ବାଇଡ଼େନ

ୱାଶିଂଟନ୍‌: ରୁଷକୁ ନାଲିଆଖି ଦେଖାଇଲା ଆମେରିକା। ଆହୁରି କଠୋର ହେଲା ୱାଶିଂଟନ୍‌। ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ଆମରିକା ରାଷ୍ଟ୍ରପତି ଜୋ ବାଇଡେନ୍। ୟୁକ୍ରେନ ଉପରେ ଆକ୍ରମଣର ଏକପାଖିଆ ନିଷ୍ପତି କରି ରୁଷର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଥିବା କହିଛନ୍ତି