Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ,ସିନ୍ଧୁ ଜଳ ଚୁକ୍ତି ପାକିସ୍ତାନ ପାଇଁ ଲକ୍ଷ୍ମଣରେଖା: ପୁଣି ବିଷ ଓଗାଳିଲେ ମୁନିର
ଇସଲାମାବାଦ: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ପୁଣି ଥରେ ଭାରତ ବିରୋଧରେ କଠୋର କଥା କହିଛନ୍ତି। ସେ କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତି ପାକିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ମଣରେଖା ସଦୃଶ, ଯାହାକୁ ସେ କେବେ ବି ଭାଙ୍ଗିବାକୁ କିମ୍ବା ପରିବର୍ତ୍ତନ କରିବାକୁ!-->…
ବିଏଲଏ ଦଖଲରେ ପାକିସ୍ତାନର ସୁରାବ ସହର
ଇସଲାମାବାଦ: ପାକିସ୍ତାନରେ ବଲୋଚ ମୁକ୍ତି ବାହିନୀ (ବିଏଲଏ)କୁ ଆଉ ଏକ ସଫଳତା ମିଳିଛି । ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର ସୁରାବ ସହରକୁ ବିଏଲଏ କବଜା କରି ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ହତ୍ୟା କରିଛି। ମୃତ ସରକାରୀ କର୍ମଚାରୀ ହେଉଛନ୍ତି ଅତିରିକ୍ତ ଉପାୟୁକ୍ତ (ରାଜସ୍ବ) ହିଦାୟତ ବୁଲେଦୀ!-->…
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ
ଜେରୁଜେଲମ: ହମାସର ଗାଜା ମୁଖ୍ୟ ମହମ୍ମଦ ସିନଓ୍ବାରକୁ ନିପାତ କରିବା ପରେ ଇସ୍ରାଏଲୀ ସେନା ଆଉ ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରାଏଲୀ ସେନା (ଆଇଡିଏଫ୍) ଲେବାନନରେ ଏକ ବିମାନ ଆକ୍ରମଣରେ ଜଣେ ଶୀର୍ଷ ହିଜବୁଲ୍ଲା କମାଣ୍ଡରଙ୍କୁ ହତ୍ୟା କରିଛି। ଆଇଡିଏଫ୍ ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ!-->…
ଲାହୋରରେ ଦେଖାଦେଲା ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ
ସାମ୍ନାକୁ ଆସିଛି ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ ସଇଫୁଲ୍ଲା କସୁରୀ। ଲାହୋରରେ ଏକ ଶୋଭାଯାତ୍ରାରେ କସୁରୀ ଯୋଗଦେଇଥିବାବେଳେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ, ସୁରକ୍ଷାକର୍ମୀ, ଲଶ୍କର ଆତଙ୍କୀ ସଂଗଠନର କମାଣ୍ଡର ତା’କୁ ଘେରି ରହିଥିଲେ। ପହଲଗାଓଁ ଆକ୍ରମଣର ଅଭିଯୁକ୍ତ ହେବା ପରେ!-->…
ଆମେରିକାରେ ଚିନ୍ତା ବଢାଇଲା କରୋନା; ସପ୍ତାହରେ ୩୫୦ ମୃତ
ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ ମାମଲା ଗମ୍ଭୀର ହୋଇନାହିଁ । ମାତ୍ର ଆମେରିକାରେ କରୋନା ଚିନ୍ତା ବଢାଇଛି । ଆମେରିକାରେ ପ୍ରତ୍ୟେକ ସପ୍ତାହରେ ୩୫୦ ଜଣଙ୍କ ମୃତ୍ୟୁ କୋଭିଡ୍ କାରଣରୁ ହୋଇଛି । ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୩୫୦ ନାଗରିକଙ୍କ ମୃତ୍ୟୁ ଗତ!-->…
ପାକିସ୍ତାନ ହେବ ଖଣ୍ଡ ଖଣ୍ଡ!: ବେଲୁଚିସ୍ତାନ ପିଓକେ ହେବ ଅଲଗା
ଇସଲାମାବାଦ: ଅପରେସନ ସିନ୍ଦୂର କେବଳ ପାକିସ୍ତାନ ସେନାକୁ ଏକ ବଡ଼ ପରାଜୟ ଦେଇନାହିଁ, ବରଂ ପାକିସ୍ତାନକୁ ଭିତରରୁ ଭାଙ୍ଗି ଦେଇଛି। ପ୍ରକୃତରେ, ଅସୀମ ମୁନିରଙ୍କ ବିଫଳ ସେନାର ଫମ୍ପା ଶକ୍ତି ବିଶ୍ୱ ସମ୍ମୁଖରେ ପ୍ରକାଶ ପାଇଛି। ଏବେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ସ୍ୱାଧୀନତା ପାଇଁ ବିଦ୍ରୋହ!-->…
ଶେଖ୍ ହସିନାଙ୍କ ଅଭିଯୋଗ- ଆମେରିକା ହାତକୁ ବାଂଲାଦେଶକୁ ଟେକିଦେଉଛନ୍ତି ୟୁନୁସ
ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଗାଦି ଟଳମଳ ହେଉଛି। ଆମେରିକା ଦ୍ଵାରା ପରିଚାଳିତ ୟୁନୁସ ଏବେ ସେନା ଆକ୍ରୋଶର ଶିକାର ହେଉଛି। ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ୟୁନୁସଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ୟୁନୁସ ଆତଙ୍କବାଦୀଙ୍କ!-->…
ପଦ ଛାଡ଼ିବେନି ମହମ୍ମଦ ୟୁନୁସ୍
ଢାକା : ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନିଜ ପଦରେ ବଜାୟ ରହିବେ । ଏହା ସହିତ ସେ ଇସ୍ତଫା ଦେବା ନେଇ ହେଉଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।
"ସେ (ୟୁନୁସ) ପଦ ଛାଡିବେ ବୋଲି କହି ନାହାଁନ୍ତି," ଯୋଜନା ପରାମର୍ଶଦାତା ୱାହିଦୁଦ୍ଦିନ ମହମୁଦ ପରାମର୍ଶଦାତା ପରିଷଦର!-->!-->!-->…
ଭାରତର ‘ପାଣି ବୋମା’କୁ ନିଷ୍କ୍ରିୟ କର- ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ ଦାବି
ଭାରତର ‘ପାଣି ବୋମା’କୁ ନିଷ୍କ୍ରିୟ କର। ନଚେତ ଭୋକଉପାସରେ ଦେଶବାସୀ ମରିବେ। ଫାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିକଟରେ ଏପରି ଦାବି କରିଛନ୍ତି ସାଂସଦ ସୟେଦ ଅଲ୍ଲୀ ଜାଫର।
ସଂସଦରେ ଉଦବୋଧନ ଦେବା ସମୟରେ ବିରୋଧୀ ଦଳ ପାକସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ) ସାଂସଦ!-->!-->!-->…
ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ସିପିଇସି, ତ୍ରିପାକ୍ଷିକ ଆଲୋଚନା କଲା ଚୀନ
ଚୀନ ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି) ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ। ଏଥିପାଇଁ ଆଫଗାନିସ୍ତାନ ସହମତି ଜଣାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଚୀନ ତ୍ରିପାକ୍ଷିକ ଆଲୋଚନା କରିଛି। ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇଶାକ ଦାର, ଚୀନ ବିଦେଶ!-->…