Browsing Category

ବିଦେଶ

ଚୀନ୍‌ର ଦକ୍ଷିଣ ଝାଜିୟାଙ୍ଗ ପ୍ରାନ୍ତରେ ଭୟଙ୍କର ଭୂମିକମ୍ପ

ନୂଆଦିଲ୍ଲୀ : ଭୂମିକମ୍ପରେ ଦୋହଲିଲା ପଡୋଶୀ ଦେଶ ଚୀନ୍‌। ଚୀନ୍‌ର ଦକ୍ଷିଣ ଝାଜିୟାଙ୍ଗ ପ୍ରାନ୍ତରେ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଝଟ୍‌କା ଏତେ ତୀବ୍ର ଥିଲା ଯେ ଦେଶର ରାଜଧାନୀ ଦିଲ୍ଲୀ ଓ…

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ…

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଆଫଗାନିସ୍ତାନର ଏକ ପାହାଡରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଭାରତୀୟ ବିମାନ ବୋଲି କୁହାଯାଇଛି। ବିମାନଟି ଭାରତରୁ ରୁଷର ମସ୍କୋକୁ ଯାଇଥିଲା। ଏତିକି ବେଳେ ଆଫଗାନିସ୍ତାନରେ ଦୁର୍ଘଟାଗ୍ରସ୍ତ ହୋଇଥିବା ସୂଚନା…

ପାକିସ୍ତାନ ଓ ଇରାନ ଭିତରେ କୁଟନୈତିକ ସଂପର୍କ ସ୍ବାଭାବିକ କରିବାକୁ ପ୍ରୟାସ…

ଇସଲାମାବାଦ: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଆଡ଼ାଗୁଡ଼ିକ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ଓ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଇରାନର ଦକ୍ଷିଣ ସୀମାରେ ପାକିସ୍ତାନର କ୍ଷେପଣାସ୍ତ୍ର ମାଡ଼କୁ ନେଇ ଜଟିଳ ସ୍ଥିତି ଲାଗି ରହିଛି। ଉଭୟ ଦେଶ ସର୍ବାଧିକ…

ଆମେରିକାରେ ଭୟଙ୍କର ବରଫ ଝଡ଼, ୪୩ ଜଣଙ୍କ ମୃତ୍ୟୁ…

ପ୍ରବଳ ଶୀତରେ ୪୩ ଜଣଙ୍କ ମୃତ୍ୟୁ । ଆମେରିକାରେ ଭୟଙ୍କର ବରଫ ଝଡ଼ ଯୋଗୁ ୯ଟି ରାଜ୍ୟରେ ୪୩ ଜଣଙ୍କର ମୃତ୍ୟୁ ହେବା ସହ କୋଠାବାଡି ଭାଙ୍ଗିରୁଜି ଯାଇଛି । ଏହାସହିତ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଟେନେସିରେ ଚଳିତ ସପ୍ତାହରେ ସର୍ବାଧିକ ୧୪ ଜଣଙ୍କ…

ପାକିସ୍ତାନର ପାଲଟା ଜବାବ, ଇରାନର ଆତଙ୍କୀ ଠିକଣା ଉପରେ ଏୟାରଷ୍ଟ୍ରାଇକ୍…

ଇରାନ ଏୟାର୍‌ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେଲା ପାକିସ୍ତାନ। ଦେଲା ପାଲଟା ଜବାବ। ଇରାନ୍‌ର ଅନେକ ଆତଙ୍କୀ ଠିକଣା ଉପରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍‌ କରିଛି। ବାଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ ଏବଂ ବାଲୁଚିସ୍ତାନ ଲିବରେସନ୍ ଆର୍ମି ପୋଷ୍ଟ ଉପରେ ପାକିସ୍ତାନ ଆକ୍ରମଣ କରିଥିବା…

ସର୍ଜିକାଲ ଷ୍ଟ୍ରାଇକ୍ ପରେ ଖରାପ ହେଲା ପାକିସ୍ତାନ-ଇରାନ ସଂପର୍କ…

ଇସ୍ଲାମାବାଦ: ପାକିସ୍ତାନ ଉପରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ଇରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ। ଏହା ସହିତ ପାକିସ୍ତାନରେ ଅବସ୍ଥାପିତ ଇରାନୀ ରାଷ୍ଟ୍ରଦୂତଙ୍କୁ…

ମଝି ଆକାଶରେ କ୍ରୁ ସଦଦ୍ୟଙ୍କୁ କାମୁଡ଼ି ଦେଲେ ଯାତ୍ରୀ, ଅଧାରାସ୍ତାରୁ ଫେରିଗଲା ବିମାନ

ଦିନକୁ ଦିନ ବିମାନ ଭିତରେ ହିଂସକ ହୋଇପଡୁଛନ୍ତି ଯାତ୍ରୀ। ଏପରିକି କ୍ରୁ ସଦସ୍ୟଙ୍କୁ ମାଡ ମାରିବାକୁ ମଧ୍ୟ ପଛାଉ ନାହାନ୍ତି। ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନ ବିଳମ୍ବ ହେବା ପରେ ପାଇଲଟଙ୍କୁ ଜଣେ ଯାତ୍ରୀ ଚାପୁଡା ମାରିବ ଘଟଣା ପରେ ଏବେ ସେଭଳି ଆଉ ଏକ ଘଟଣା…

ଭାରତ ଏକ ଅସାଧାରଣ ସଫଳତାର କାହାଣୀ: ଆମେରିକା ବୈଦେଶିକ ସଚିବ ବ୍ଲିଙ୍କେନ୍‌

ଡାଭୋସ୍‌: ଭାରତକୁ ଏକ ଅସାଧାରଣ ସଫଳତାର କାହାଣୀ ବୋଲି ବର୍ଣ୍ଣନା କରି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ବୁଧବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ…

ଟେକ୍‌ ଅଫ୍‌ ବେଳେ ରନ୍‌ଓ୍ୱେରେ ଧକ୍କା ହେଲା ଦୁଇ ଯାତ୍ରୀବାହୀ ବିମାନ

ଟେକ୍‌ ଅଫ୍‌ ବେଳେ ରନ୍‌ଓ୍ୱେରେ ଧକ୍କା ହେଲା ଦୁଇ ଯାତ୍ରୀବାହୀ ବିମାନ। ଅଳ୍ପକେ ବର୍ତ୍ତିଲେ ୨୮୦ରୁ ଅଧିକ ଯାତ୍ରୀ। ଜାପାନ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ଅଘଟଣ। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏଏଫ୍‌ପିର ସୂଚନା ମୁତାବକ, ମଙ୍ଗଳବାର ଜାପାନର ଉତ୍ତର…

ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟ ଉପରେ ଇରାନର ମିସାଇଲ ଆକ୍ରମଣ; ୪ ମୃତ

ପାଲେଷ୍ଟାଇନ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପାଇଁ ଅଡୁଆ ବଢିଛି। ଗତକାଲି ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟାଳୟକୁ ଟାର୍ଗେଟ କରି ମିସାଇଲ୍ ଆଟାକ୍ କରିଛି ଇନାର। ଏଥିରେ ଚାରି ଜଣଙ୍କର…