Browsing Category

ବିଦେଶ

ପୁଟିନଙ୍କୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ୟୁକ୍ରେନକୁ ଦେବେ ଟୋମାହକ୍ ମିସାଇଲ

ଆମେରିକା : ରୁଷକୁ ପୁଣିଥରେ ଚେତାବନୀ ଦେଲେ ଟ୍ରମ୍ପ । ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ବନ୍ଦ ନ କରନ୍ତି, ତେବେ ସେ ୟୁକ୍ରେନକୁ ଦୂରଗାମୀ ଟୋମାହକ୍ କ୍ଷେପଣାସ୍ତ୍ର ଦେଇପାରିବେ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଇସ୍ରାଏଲ ଯାଉଥିବା ସମୟରେ ଏହି

ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ, ୫୮ ଜଣ ସୈନ୍ୟ ମୃତ

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ଆଫଗାନିସ୍ତାନର ଭୟଙ୍କର ଆକ୍ରମଣ । ପାକିସ୍ତାନର ୫୮ ଜଣ ସୈନ୍ୟଙ୍କୁ ମାରିଥିବା ଆଫଗାନିସ୍ତାନର ଦାବି । ସେପଟେ ଆଫଗାନିସ୍ତାନର ୧୯ଟି ବର୍ଡର ପୋଷ୍ଟକୁ ପାକିସ୍ତାନ ଅକ୍ତିଆର କରିଥିବା ଦାବି କରିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ

ମେକ୍ସିକୋରେ ବର୍ଷାର ତାଣ୍ଡବ, ବନ୍ୟା ଓ ଭୂସ୍ଖଳନରେ ୪୧ ମୃତ

ମେକ୍ସିକୋ : ଗତ କିଛି ଦିନ ଧରି ମୁଷଳ ଧାରାରେ ବର୍ଷା ହେବା ଯୋଗୁଁ ମେକ୍ସିକୋରେ ପରିସ୍ଥିତି ଖରାପ ହେବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଏବଂ ଭୂସ୍ଖଳନ ହେବା ଯୋଗୁଁ ମେକ୍ସିକୋରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାନୁଯାୟୀ,

ଆମେରିକାର ଏକ ବିଦ୍ୟାଳୟରେ ଆଖିବୁଜା ଗୁଳିମାଡ, ୪ ମୃତ

ୱାଶିଂଟନ: ଆମେରିକାର ମିସିସିପିରେ ଏକ ହାଇସ୍କୁଲରେ ଆଖିବୁଜା ଗୁଳିମାଡ ମାମଲା ସାମ୍ନାକୁ ଆସିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ୪ ଗୁରୁତରଙ୍କୁ ହେଲିକପ୍ଟରରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି ସ୍ଥାନୀୟ

ପାକିସ୍ତାନରେ ପୁଣି ଭୟଙ୍କର ଆକ୍ରମଣ: ୧୧ ମୃତ, ୫୦ ଆହତ

ପାକିସ୍ତାନ : ପାକିସ୍ତାନରେ ପୁଣି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଖାଇବର ପଖତୁନଖ୍ବା ପ୍ରୋଭିନ୍ସର ଡେରା ଇସମାଇଲ ଖାନ ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏକ ପୋଲିସ ଟ୍ରେନିଂ ସ୍କୁଲରେ ବଡ଼ ଧରଣର ହମଲା କରିଛନ୍ତି । ଆତ୍ମଘାତୀ ବିସ୍ଫୋରଣ ପରେ ଆଖିବୁଜା

ଚୀନ୍ ଉପରେ ଟ୍ରମ୍ପ ଲଗାଇଲେ ୧୦୦% ଟାରିଫ

ଆମେରିକା : ଚୀନ ଉପରେ ଅତିରିକ୍ତ୧୦୦% ଟାରିଫ ଲଗାଇଲେ ଟ୍ରମ୍ପ । ଚୀନରୁ ଆମଦାନୀ ସାମଗ୍ରୀ ଉପରେ ଅତିରିକ୍ତ ଶହେ ପ୍ରତିଶତ ଟାରିଫ ନେଇ ଘୋଷଣା । ଆସନ୍ତା ନଭେମ୍ବର ୧ରୁ ଏହା ଲାଗୁ ହେବ । ‘ଟ୍ରୁଥ ସୋସିଆଲ’ ଜରିଆରେ ଟ୍ରମ୍ପ ଘୋଷଣା କରିଛନ୍ତି , ଚୀନରୁ

ଦକ୍ଷିଣ ଆମେରିକାରେ ଭୂକମ୍ପ, ତୀବ୍ରତା ୭.୧

ଶନିବାର ସକାଳେ ଦକ୍ଷିଣ ଆମେରିକାରେ ଏକ ଶକ୍ତିଶାଳୀ ଭୁକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୧ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ମାତ୍ର ୧୦ କିଲୋମିଟର ବ୍ୟାପୀ ଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଦକ୍ଷିଣ ଆମେରିକାର କେପ୍ ହର୍ନ ଏବଂ ଆଣ୍ଟାର୍କଟିକାର ମଧ୍ୟରେ

ଟ୍ରମ୍ପଙ୍କୁ ଝଟକା, ମାରିଆଙ୍କୁ ମିଳିଲା ନୋବେଲ ଶାନ୍ତି

ଆଜି ଘୋଷଣା ହେଲା ଶାନ୍ତି ନୋବେଲ ପୁରସ୍କାର ବିଜେତା । ଟ୍ରମ୍ପଙ୍କୁ ବଡ଼ ଝଟକା । ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଲାନି ଏହି ପୁରସ୍କାର । ଶାନ୍ତି ପୁରସ୍କାର ପାଇଁ ଦାବି କରୁଥିଲେ ଟ୍ରମ୍ପ । କିନ୍ତୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବେ ଭେନୁଜୁଏଲାର ମାରିଆ କୋରନା ମାଚାଡୋ

ସାହିତ୍ୟ ପାଇଁ ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ମିଳିଲା ନୋବେଲ ପୁରସ୍କାର

ହଙ୍ଗେରୀ : ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବ । ତାଙ୍କର ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ୧୯୫୪ ମସିହାରେ ହଙ୍ଗେରୀ ଓ ରୋମାନିଆ ସୀମାରେ ଥିବା

ମିଆଁମାର ସେନା ଆକ୍ରମଣରେ ୨୪ ମୃତ

ମିଆଁମାର: ମିଆଁମାର ସେନା ଆକ୍ରମଣରେ ଶିଶୁ ସମେତ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ରୁ ଅଧିକ ଆହତ ହୋଇଛନ୍ତି । ଏକ ପ୍ରତିରୋଧ ଗୋଷ୍ଠୀର ସଦସ୍ୟ, ଗ୍ରାମବାସୀ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ସୋମବାର ରାତିରେ ଦେଶର କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳର ଏକ ଗ୍ରାମକୁ