Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ବଙ୍କର୍ରେ ଲୁଚିଲେ, ତଳେ ଶୋଇଲେ ଜର୍ମାନ ଚାନ୍ସେଲର୍
ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଘନ ଘନ ଆକ୍ରମଣ। ଏହି ଯୁଦ୍ଧ ଏବେ ୧୨ ଦିନରେ ପହଞ୍ଚି ସାରିଲାଣି। ଏହାରି ଭିତରେ ଇସ୍ରାଏଲ ଗସ୍ତରେ ଯାଇଛନ୍ତି ଜର୍ମାନ ଚାନ୍ସେଲର୍ ଓଲାଫ୍ ସୋଲ୍ଜସ୍। ତେବେ ତେଲ୍ ଅବିବ ସ୍ଥିତ ବେନ୍ ଗୁରିଅନ୍ ବିମାନ ବନ୍ଦରରେ ପହଞ୍ଚିବା…
ଗାଜା ହସ୍ପିଟାଲରେ ରକେଟ୍ ମାଡ : ୫୦୦ରୁ ଉର୍ଦ୍ଧ୍ବ ମୃତ
ନୂଆଦିଲ୍ଲୀ : ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ଗାଜା ହସ୍ପିଟାଲ ଉପରେ ରକେଟ୍ ମାଡ ହୋଇଛି । ଫଳରେ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ଜଣାପଡିଛି । ଇସ୍ରାଏଲ ପକ୍ଷରୁ…
ହମାସର ବିନାଶ ନ ହେବା ପର୍ଯ୍ୟନ୍ତ ଅଟକିବନି ଇସ୍ରାଏଲ୍ : ନେତାନ୍ୟାହୁ
ଜେରୁଜେଲମ୍ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ହମାସର ସମ୍ପୂର୍ଣ୍ଣ ନିପାତ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ବନ୍ଦ ହେବ ନାହିଁ। ବେଞ୍ଜାମିନ…
ଇସ୍ରାଏଲକୁ ଖୋଲା ଧମକ ଦେଲେ ଇରାନର ସୁପ୍ରିମ ଲିଡର୍
ତେହେରାନ : ଗାଜା ଷ୍ଟ୍ରିପ୍ ଉପରେ ହମଲା କରୁଥିବା ଇସ୍ରାଏଲକୁ ଆଜି ଖୋଲା ଧମକ ଦେଇଛନ୍ତି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନି। ଯଦି ଗାଜାରେ ଇସ୍ରାଏଲର ଅପରାଧ ଜାରି ରହିବ, ତା’ହେଲେ ସମଗ୍ର ବିଶ୍ୱରେ କେହି ବି ମୁସଲିମ ଓ ରେଜିଷ୍ଟାନ୍ସ ଫୋର୍ସକୁ…
ଇସ୍ରାଏଲ-ହମାସ ଯୁଦ୍ଧରେ ସାମିଲ ହେବ ଆମେରିକା, ପ୍ରସ୍ତୁତ ହେଲେଣି ଆମେରିକୀୟ ସୈନ୍ୟ
ଓ୍ବାଶିଂଟନ୍ : ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ହମାସ ବିରୋଧରେ ଇସ୍ରାଏଲକୁ ସମ୍ଭାବ୍ୟ ସହାୟତା ପାଇଁ ମଧ୍ୟ-ପୂର୍ବରେ ୨ହଜାର ଆମେରିକୀୟ…
ଭିଏତନାମରେ ଉଦଘାଟନ ହେଲା ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି
ହାନୋଇ : ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭିଏତନାମର ହୋ ଚି ମିନହରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉଦଘାଟନ ସମାରୋହରେ ସାମିଲ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର…
‘ଗାଜାରେ ସ୍ଥଳ, ଜଳ ଓ ବାୟୁ ଭାଗରୁ ଆକ୍ରମଣ କରିବ ଇସ୍ରାଏଲ’…
ହମାସର ଅତର୍କିତ ଆକ୍ରମଣ ପରେ ପ୍ରତିକ୍ରିୟାଶୀଳ ହୋଇପଡିଛି ଇସ୍ରାଏଲ। ହମାସଙ୍କ ଦାବିକୁ ମାନିବା ତ’ ଦୂରର କଥା ସେମାନଙ୍କୁ ଧ୍ୱଂସ କରିବାକୁ ଏକ ପ୍ରକାର ପଣ କରିନେଇଛନ୍ତି ଇସ୍ରାଏଲ ସେନା। ହମାସ ଶିବିରରେ ପଶି ଆକ୍ରମଣ କରିବା ସହ ଏହି ସଂଗଠନକୁ ସମର୍ଥନ କରୁଥିବା…
ପୁଣି ଥରିଲା ଆଫଗାନିସ୍ତାନ, ତୀବ୍ରତା ୬.୫ ରେକର୍ଡ
ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଆଜି ସକାଳୁ ଆଫଗାନିସ୍ତାନର ପଶ୍ଚିମ ଅଞ୍ଚଳରେ ତୀବ୍ର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରେକର୍ଡ କରାଯାଇଛି। ଇଏମ୍ଏସ୍ସି ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳର ୧୦ କିଲୋମିଟର ଗଭୀରତାରେ…
ହମାସର ଟପ୍ କମାଣ୍ଡର ବିଲାଲ ଅଲ କଦରାକୁ ହତ୍ୟା କଲା ଇସ୍ରାଏଲ…
ଟଳିଲା ହମାସର ଆଉ ଏକ ଟପ୍ କମାଣ୍ଡର। ବିଲାଲ ଅଲ କଦରାକୁ ହତ୍ୟା କରିଛି ଇସ୍ରାଏଲ ସେନା। ଶନିବାର ରାତିରେ ଏୟାର୍ ଷ୍ଟ୍ରାଇକ୍ କରି ହମାସର ଏହି ଟପ୍ କମାଣ୍ଡରକୁ ହତ୍ୟା କରାଯାଇଥିବା ଇସ୍ରାଲ ସେନା ଦାବି କରିଛି।
ଇସ୍ରାଏଲ୍ ବାୟୁସେନାର ଲଢ଼ୁଆ ବିମାନ ଶନିବାର ରାତିରେ…
ଗାଜାରେ ୫୦୦ କିମିର ସୁଡ଼ଙ୍ଗ ନେଟ୍ୱର୍କ…
ନୂଆଦିଲ୍ଲୀ : ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍ରେ ପଶି ଆକ୍ରମଣ ଯୋଜନା କରିଛି। ତେବେ ଇସ୍ରାଏଲ ସେନାର ଏହି ଅପରେସନ୍ ପାଇଁ ସବୁଠୁ ବଡ଼ ଚ୍ୟାଲେଂଜ ହେବ ହମାସ୍ ଆତଙ୍କବାଦୀ ଗୋଷ୍ଠୀର ଭୂତଳ ଗୁପ୍ତ ସୁଡ଼ଙ୍ଗ। ଅନେକ ବିଶେଷଜ୍ଞ ଏନେଇ ଇସ୍ରାଏଲକୁ ସତର୍କ କରିଛନ୍ତି। ଜନବହୁଳ ଅଞ୍ଚଳ ସହ…