Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୧୩ ମୃତ
ହମାସ୍ : ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ । ଏହି ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁହାର ବଢିବାର ସମ୍ଭାବନା ରହିଛି ।
ସୂଚନାନୁଯାୟୀ, ସିଦୋନରେ!-->!-->!-->…
ଗଣହତ୍ୟା ମାମଲାରେ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
ନୂଆଦିଲ୍ଲୀ: ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ICT ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଗତବର୍ଷ!-->…
୧୫୦ ବର୍ଷ ବଞ୍ଚିବ ମଣିଷ, ଚାଇନାରେ ଚାଲିଛି ପରୀକ୍ଷା…
ନୂଆଦିଲ୍ଲୀ: ଚୀନର ବୈଜ୍ଞାନିକମାନେ ଏମିତି ଏକ ଔଷଧ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷମାନଙ୍କ ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢାଇପାରିବ। ଶେନଝେନର ବାୟୋଟେକ୍ କମ୍ପାନୀ ଲନଭୀ ବାୟୋସାଇଁସେଞ୍ଜ ଏହି ଔଷଧ ଉପରେ କାମ କରୁଛି। କମ୍ପାନୀର ନାଁ ଲନଭି ବାୟୋସାଇଁସେଞ୍ଜ । ଏହା ଏକ ଆଣ୍ଟି-ଏଜିଂ ମେଡିସିନ୍!-->…
ପେରୁରେ ବସ୍ ଦୁର୍ଘଟଣାରେ ୩୭ ମୃତ, ୧୩ ଆହତ
ପେରୁ: ଦକ୍ଷିଣ ପେରୁରେ ବୁଧବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଅନ୍ୟ ଏକ ଗାଡ଼ି ସହିତ ଧକ୍କା ହୋଇ ଗଭୀର ଘାଟିକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଅତି କମରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ବୋଲି କହିଛନ୍ତି ଅଧିକାରୀମାନେ!-->…
ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ମୃତ
ୱାଶଂଟନ୍ : ଆମେରିକା ଫ୍ଲୋରିଡାର କୋରାଲ ସ୍ପ୍ରିଙ୍ଗସ୍ ଅଞ୍ଚଳରେ ଏକ ଛୋଟ ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ସୂଚନାନୁଯାୟୀ, ବିମାନଟି ଜାମାଇକାର ହରିକେନ୍!-->!-->!-->…
ଫିଲିପାଇନ୍ସରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’
ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’ । ଫିଲିପାଇନ୍ସର ଆରୋରା ପ୍ରଦେଶରେ ଲ୍ୟାଣ୍ଡଫଲ କରିଛି ଟାଇଫୁନ । ଗତକାଲି ରାତି ୯ଟା ୧୦ରେ ଲୁଜୋନର ଆରୋରା ନିକଟରେ ଲ୍ୟାଣ୍ଡଫଲ କରିଛି । ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ ୨୩୦ କିମି ବେଗରେ ପବନ!-->…
ମୁନିର ପାକିସ୍ତାନ ସୈନ୍ୟ ବାହିନୀରେ ହେବେ ପ୍ରଥମ ସିଡିଏଫ୍
ଇସଲାମାବାଦ: ପାକିସ୍ତାନ ସରକାର ପାର୍ଲାମେଣ୍ଟରେ ୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଶନିବାର ପାର୍ଲାମେଣ୍ଟରେ ଆଗତ ହୋଇଥିବା ଏହି ବିଲ୍ ଦ୍ବାରା ପାକିସ୍ତାନ ସମ୍ବିଧାନର ଧାରା ୨୪୩ରେ ପରିବର୍ତ୍ତନ କରାଯିବ। ଧାରା ୨୪୩ରେ ପାକିସ୍ତାନ ସୈନ୍ୟ ବାହିନୀର ଗଠନ ପ୍ରକ୍ରିୟା ଓ ଏ!-->…
ପାକିସ୍ତାନରେ ସର୍ବେସର୍ବା ସେନା ହେବ କି ?
ଇସ୍ଲାମାବାଦ : ପାକିସ୍ତାନରେ ସେନା ସର୍ବେସର୍ବା ହେବାକୁ ଯାଉଛି କି ? ବର୍ତ୍ତମାନର ପରିସ୍ଥିତି ଏହା ସୂଚାଇ ଦେଉଛି। ଗୋଟିଏ ପଟେ, ସରକାର ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରିବା ପାଇଁ ଏକ ନୂତନ ବିଲ୍ ଆଗତ କରିବାକୁ ଯାଉଛନ୍ତି, ଅନ୍ୟପଟେ!-->…
ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ବାତିଲ: ସିରିଜ କବଜା କଲା ଭାରତ
ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି। ଶନିବାର ଅନୁଷ୍ଠିତ ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ୪.୫ ଓଭରରେ ୫୨ ରନ ସଂଗ୍ରହ କରିଥିଲା। ଏହା ପରେ!-->…
ଏଲନ ମସ୍କଙ୍କ ଦରମା, ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ
ଶୀର୍ଷକଟି ଟିକେ ଅଡୁଆ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ବିଶ୍ଵର ବଡ଼ ଧନୀମାନଙ୍କ ମଧ୍ୟରୁ ଅନ୍ୟତମ ଏଲନ ମସ୍କଙ୍କ ଦରମା ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ ସଙ୍ଗେ ସମାନ। ବିଶ୍ଵର ସୁବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା କେତେ ତାହା ଜାଣିବାକୁ ଅନେକଙ୍କ ମନରେ ଉତ୍ସୁକତା ରହିଥିବ!-->…