Browsing Category

ବିଦେଶ

୧୯୧ ବର୍ଷରେ ପଦାର୍ପଣ କଲା ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ ସ୍ଥଳଚର ପ୍ରାଣୀ ‘ଜନାଥନ୍‌’

ସେଣ୍ଟ୍‌ ହେଲେନା: ଚଳିତ ସପ୍ତାହରେ ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ ଜୀବନ୍ତ ସ୍ଥଳଚର ପ୍ରାଣୀ ‘ଜନାଥନ୍‌’ ନାମକ ଗୋଟାଏ କଇଁଛ ୧୯୧ ବର୍ଷ ବୟସରେ ପଦାର୍ପଣ କରିଛି। ‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡ’ ଅନୁସାରେ, ଏହି ପ୍ରକାଣ୍ଡ କଇଁଛର ୧୮୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲା।…

ମୋଦିଙ୍କୁ କେବେ ଧମକାଇ କିମ୍ବା ଡରାଯାଇ ପାରିବ ନାହିଁ: ପୁଟିନ

ପୁଣି ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତା ଏବଂ ତାଙ୍କ କଠୋର ଆଭିମୁଖ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ମୋଦିଙ୍କୁ କେବେ ଧମକାଇ କିମ୍ବା ଡରାଯାଇ ପାରିବ ନାହିଁ…

ଲସ୍କର୍‌ ଆତଙ୍କବାଦୀ ହଞ୍ଜ୍‌ଲା ଆଦ୍‌ନାନ୍‌ କୁ ପାକିସ୍ତାନରେ ଗୁଳି କରି ହତ୍ୟା

ଟଳିଲା ଉଧମପୁର ଆତଙ୍କବାଦର ଆକ୍ରମଣର ମାଷ୍ଟର ମାଇଣ୍ଡ। ‘ଲସ୍କର୍‌-ଏ-ତୋଇବା’ର ଆତଙ୍କବାଦୀ ଆଦ୍‌ନାନା ଅହମ୍ମଦ ହଞ୍ଜଲାକୁ ପାକିସ୍ତାନର କରାଚୀରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି। ୨୦୧୫ରେ ଜମ୍ମୁ କଶ୍ମୀର ଉଧମପୁରରେ ସେନା ଗାଡ଼ି…

ଶାନ୍ତ ଓ ସୁଖୀ ଦିଶିବା ପାଇଁ ମୁକ୍ତ ପଣବନ୍ଦୀଙ୍କୁ ‘ଡ୍ରଗ୍‌’ ଦେଇଥିଲା ହମାସ୍‌: ଇସ୍ରାଏଲ୍‌

ଜେରୁଜେଲମ୍‌: ଶାନ୍ତ ଓ ସୁଖୀ ଦିଶିବା ପାଇଁ ଗାଜାରୁ ମୁକ୍ତ ପଣବନ୍ଦୀମାନଙ୍କୁ ହମାସ୍‌ ‘ଡ୍ରଗ୍‌’ ଦେଇଥିବା କଥା ମଙ୍ଗଳବାର ଦିନ ଜଣେ ଇସ୍ରାଏଲୀୟ ସରକାରୀ ଅଧିକାରୀ କହିଛନ୍ତି। ଇସ୍ରାଏଲୀୟ ଅଧିକାରୀଜଣକ କହିଛନ୍ତି, ହମାସ ଆତଙ୍କବାଦୀମାନେ ଧରି ନେଇଥିବା ପ୍ରାୟ…

ଆଗ୍ନେୟ ଉଦ୍‌ଗୀରଣ, ୧୧ ପର୍ବତାରୋହୀ ମୃତ…

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟ ଉଦ୍‌ଗୀରଣ ହୋଇଛି। ଏଥିରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜାଖୋଜି କରାଯାଉଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ

ଚଳନ୍ତା ବସ୍‌ ଉପରକୁ ଫାୟାରିଂ; ୮ ମୃତ, ୨୬ ଗୁରୁତର…

ପାକିସ୍ତାନରେ ଏକ ବଡ଼ ଧରଣର ଆତଙ୍କୀ ହାମଲା ହୋଇଛି। ଏକ ଚଳନ୍ତା ବସ୍‌ ଉପରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ହାମଲାରେ ୨୬ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଗତକାଲି ଏକ ଯାତ୍ରୀବାହୀ ବସ୍‌ ପାକିସ୍ତାନର ଗିଲଜିଟ୍‌ରୁ

‘ଖୋଜ ଓ ମାର’ ହମାସ ନେତାମାନଙ୍କୁ ଖୋଜି ଖୋଜି ମାରିବାକୁ ମୋସାଦକୁ ମିଳିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏବେ ହମାସ ସହ ଚାଲିଥିବା ଯୁଦ୍ଧ ପରେ ବି ଚୁପ ହୋଇ ବସିବ ନାହିଁ ଇସ୍ରାଏଲ । ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ହମାସର ନେତାମାନଙ୍କୁ ଖୋଜି ଖୋଜି ନିପାତ କରିବ । ଏଥିପାଇଁ ଇସ୍ରାଏଲର ପ୍ରସିଦ୍ଧ ଗୁଇନ୍ଦା ସଂସ୍ଥା ମୋସାଦକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ

ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇପାରେ…

ମସ୍କୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଜଣେ ଆମେରିକୀୟ ସାମ୍ବାଦିକ ସେମୋର ହର୍ଶ ଏକ ବଡ଼ ଦାବି କରିଛନ୍ତି । ଏକ ରିପୋର୍ଟରେ ସେ କହିଛନ୍ତି ଯେ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଶାନ୍ତି ଆଲୋଚନା ଜାରି ରହିଛି। ୟୁକ୍ରେନର ଜେନେରାଲ ଭାଲେରୀ

ହମାସ୍‌ ଚୁକ୍ତି ଉଲ୍ଲଂଘନ କରିଛି କହି ଗାଜା ଉପରେ ଆକ୍ରମଣ ଆରମ୍ଭ କଲା ଇସ୍ରାଏଲ୍‌…

ଗାଜା: ଅସ୍ତ୍ରବିରତି ଚୁକ୍ତି ଆଉ ଦିନକ ପାଇଁ ବୃଦ୍ଧି କରିବାକୁ କଥାବାର୍ତ୍ତା ଚାଲିଥିବା ବ‌େଳେ, ରକେଟ୍‌ ନିକ୍ଷେପ କରି ହମାସ୍‌ ଅସ୍ତ୍ରବିରତି ଉଲ୍ଲଂଘନ କରିଛି କହି ଇସ୍ରାଏଲ୍‌ ସେନା ପୁଣି ଗାଜାରେ ଆକ୍ରମଣ ଆରମ୍ଭ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ…

ରୁଷୀୟ ମହିଳାଙ୍କୁ ପୁଟିନଙ୍କ ବାର୍ତ୍ତା – ୮ରୁ ଅଧିକ ଛୁଆ ଜନ୍ମ କର…

‘ଆମକୁ ଆମ ପୂର୍ବ ପୁରୁଷଙ୍କ ପରମ୍ପରାକୁ ଆଗକୁ ବଢ଼ାଇ ନେବାକୁ ପଡ଼ିବ। ପୂର୍ବରୁ ଆମ ଜେଜେମା’ ତଥା ସେମାନଙ୍କ ପୂର୍ବଜ ୭, ୮ ଛୁଆ ଜନ୍ମ କରୁଥିଲେ। ଆମକୁ ବି ଏବେ ସମାନ ନୀତି ଆପଣାଇବାକୁ ପଡ଼ିବ। ଶହ ଶହ ବର୍ଷର ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବାକୁ ହେଲେ ଏବେକାର…