Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଇଣ୍ଡୋନେସିଆରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ୬.୯ ତୀବ୍ରତା ରେକର୍ଡ…
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍କା । ରିକ୍ଟର ସ୍କେଲରେ ୬.୯ ତୀବ୍ରତା ରେକର୍ଡ । ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ ।
ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସକାଳ…
ଟନେଲ ଭିତରେ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଦିନକୁ ଦିନ ଏହା ଆହୁରି ଉଗ୍ର ହବାରେ ଲାଗିଛି। ଏହାରି ଭିତରେ ଗାଜାର ପ୍ରମୁଖ ସ୍ଥାନରେ ପଶିଛି ଇସ୍ରାଏଲ ସେନା। ଗାଜା ସହରରେ ପଶି ହମାସ ଆତଙ୍କୀଙ୍କ ନାକେଦମ କରିବାକୁ ଯୋଜନା କରୁଛି ଇସ୍ରାଏଲ। ଗାଜାରେ ଥିବା ବିଭିନ୍ନ ଟନେଲ…
ହମାସ୍ ଆକ୍ରମଣରୁ ବଞ୍ଚିବାକୁ ମୁହଁରେ ରକ୍ତ ମାଖି ମଲା ପରି ପଡ଼ିରହିଲେ ଇସ୍ରାଏଲୀୟ ମହିଳା…
ଜେରୁଜେଲମ୍: ପ୍ରାୟ ମାସେ ତଳେ ସଙ୍ଗୀତ ମହୋତ୍ସବସ୍ଥଳରେ କୌଶଳକ୍ରମେ ହମାସ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ମହିଳା ପୁଣି ଘଟଣାସ୍ଥଳକୁ ଆସି ଆଖି ଲୁହ ଛଳଛଳ କରି ଭାବପ୍ରବଣ ହୋଇପଡ଼ିଛନ୍ତି।
‘ବାର୍ ଆଟେଣ୍ଡର୍’ ଭାବେ କାମ କରୁଥିବା ୩୦ ବର୍ଷୀୟ ମେ’…
ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ
ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ସାମନାକୁ ଆସିଛି ଏକ ଚାଞ୍ଚଲ୍ୟକର ଭିଡିଓ । ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମଦ ଅବସଙ୍କୁ ଗତକାଲି ହତ୍ୟା ଉଦ୍ୟମ ହୋଇଥିବା ସୂଚନା ମିଳିଛି। ତେବେ ଏହି ଆକ୍ରମଣରୁ ମହମୁଦ ଆବ୍ବାସ ବର୍ତ୍ତି ଯାଇଥିବା ବେଳେ ତାଙ୍କର ଜଣେ ସୁରକ୍ଷା…
ଇସ୍ରାଏଲ ରାତିକରେ ୪୫୦ ଟାର୍ଗେଟ୍ ଧ୍ବଂସ…
ତେଲ ଅଭିଭ: ଇସ୍ରାଏଲ-ହମାସ ଯୁଦ୍ଧକୁ ମଙ୍ଗଳବାର ଏକ ମାସ ପୂରିଥିବା ବେଳେ ଲଢ଼େଇ ଥମିବାର ନାଁ ଧରୁନାହିଁ। ଇସ୍ରାଏଲ ସେନା ସୋମବାର ଉତ୍ତର ଗାଜାରେ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି। ଇସ୍ରାଏଲ ସେନା ରବିବାର ବିଳମ୍ବିତ ରାତିରେ ଘୋଷଣା କରିଥିଲା ଯେ ସେମାନେ…
ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ଆମେରିକାର ବିଦେଶ ମନ୍ତ୍ରୀ
ୱେଷ୍ଟ୍ ବ୍ୟାଙ୍କ: ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଆଜି ଅଚାନକ ଇସ୍ରାଏଲ ଅଧିକୃତ ୱେଷ୍ଟ୍ ବ୍ୟାଙ୍କ ଗସ୍ତ କରି ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଭେଟିଛନ୍ତି। ପାଲେଷ୍ଟାଇନକୁ ନେଇ ଆମେରିକାର ଆଭିମୁଖ୍ୟରେ ହଠାତ୍ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ବିସ୍ମିତ…
ଗାଜା ପଟ୍ଟି ଉପରେ ଇସ୍ରାଏଲ ର ତୁହାକୁ ତୁହା ଆକ୍ରମଣ…
ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି । ହମାସର ଆତଙ୍କୀ ହାମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି। ଏପରିକି ଲଗାତାର ଆକ୍ରମଣ କରି ଗାଜା ପଟ୍ଟି ୨ଭାଗରେ ବିଭକ୍ତ ହୋଇ ଯାଇଥିବା ଗତକାଲି ଇସ୍ରାଏଲ ସେନା ଦାବି…
ନେପାଳରେ ପୁଣି ଭୂମିକମ୍ପ, ଲୋକେ ଭୟଭୀତ…
ପୁଣି ଦୋହଲିଆ ନେପାଲ। ଆଜି ଭୋରୁ ପୁଣି ଥରେ ଏଠି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ସୂଚନା ଦେଇଛି। ରିକ୍ଟର ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୧୬୯ କିଲୋମିଟର୍ ଦୂର ଭୂଗର୍ଭର ୧୦…
ଇସ୍ରାଏଲ୍ରେ ଗୁପ୍ତ ମିଲିଟାରୀ ବେସ୍ ନିର୍ମାଣ କରୁଛି ଆମେରିକା…!
ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ୍ ମାଧ୍ୟରେ ଜାରି ଯୁଦ୍ଧକୁ ଏକ ମାସ ହେବାକୁ ଯାଉଛି । ହମାସ୍ ଆତଙ୍କୀମାନେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ । ଏବେ ଏହାର ପରିଣାମ ଭୋଗୁଛନ୍ତି ଗାଜା ପଟିରେ ବାସ କରୁଥିବା ଲୋକ । ଇସ୍ରାଏଲ ସେନାର ପାଲଟା ଜବାବରେ ଏବେ ସୁଦ୍ଧା…
ଇରାନ୍ର ନିଶାମୁକ୍ତି କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ଜୀବନ୍ତ ଦଗ୍ଧ…
ଉତ୍ତର ଇରାନର ଗିଲାନ ରାଜ୍ୟରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଶୁକ୍ରବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିବା ଖବର ରହିଛି। ରିପୋର୍ଟ ମୁତାବକ, ଲାଙ୍ଗ୍ରାଉଡ ସହରରେ ଥିବା ଏହି ନିଶାମୁକ୍ତି କେନ୍ଦ୍ରରେ…