Browsing Category

ଦେଶ

ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳିଚାଳନା କଲେ ଆତଙ୍କବାଦୀ, ୪୦ରୁ ଅଧିକଙ୍କର ମୃତ୍ୟୁ

କାମ୍ପାଲା: ଉଗାଣ୍ଡାର ଏକ ସ୍କୁଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି | ଆଉ ଏହି ଆକ୍ରମଣରେ ୪୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଆଇଏସଆଇଏସ ସହ ଜଡିତ ଏଡିଏଫ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ହୋଇଥିବାବେଳେ ଆକ୍ରମଣ ପରେ ଆତଙ୍କବାଦୀମାନେ…

ଆକାଉଣ୍ଟକୁ ଲକ କରି ଦେଇଥିଲା ଫେସବୁକ, ଏବେ ଗଣିଲା ୪୧ ଲକ୍ଷ ଫାଇନ୍‌

ନୂଆଦିଲ୍ଲୀ : ବିନା କାରଣରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଲକ୍‌ କରିବା ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌କୁ ମହଙ୍ଗା ପଡ଼ିଛି। ଆମେରିକାର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଭୁଲରେ ଲକ୍‌ କରି ଦେଇଥିବାରୁ ଫେସବୁକ ୪୧ ଲକ୍ଷ ଟଙ୍କାର ଫାଇନ ଦେଇଛି।ଫେସବୁକ ଆକାଉଣ୍ଟକୁ ଲକ୍‌ କରିବାରୁ ବ୍ୟକ୍ତି ଜଣ…

ବଦଳିଲା ନେହରୁ ମ୍ୟୁଜିୟମର ନାଁ, ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଥିବା ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀର ନାଁକୁ ବଦଳାଇ ଦେଇଛନ୍ତି କେନ୍ଦ୍ର ସରକାର। ଏବେ ଏହାର ନାଁ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀ ରଖାଯାଇଛି। ଏହି ନାଁ ବଦଳକ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ…

ଜବରଦଖଲ ଉଚ୍ଛେଦ ବେଳେ ଟେକାପଥର ମାଡ଼; ଜଣେ ମୃତ, ୫ ପୁଲିସ କର୍ମଚାରୀ ଆହତ

ଜୁନାଗଡ଼: ଜବରଦଖଲ ଉଚ୍ଛେଦ ବେଳେ ପ୍ରଶାସନିକ ଟିମ୍‌ ସହ ହାତାହାତି ହେବାରୁ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଲୋକଙ୍କ ଟେକାପଥର ମାଡ଼ରେ ଶୃଙ୍ଖଳାରକ୍ଷା ନିମନ୍ତେ ମୁତୟନ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗୁଜୁରାଟର ଜୁନାଗଡ଼ ଅଞ୍ଚଳରେ ଗତରାତିରେ ଏହି ଘଟଣା ଘଟିଛି। ଉତ୍ତ୍ୟକ୍ତ ଲୋକେ…

ଜିତନ ରାମ ମାଞ୍ଝୀ ମହାଗଠବନ୍ଧନର ଗୁଇନ୍ଦାଗିରି କରୁଥିବା କହିଲେ ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ସେକ୍ୟୁଲାର) ପାର୍ଟିର ମୁଖ୍ୟ ଜିତନ ରାମ ମାଞ୍ଝୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଜେପି ପାଇଁ ମାଞ୍ଝୀ ମହାଗଠବନ୍ଧନରେ ଥିବା ଦଳଗୁଡ଼ିକ ଗୁଇନ୍ଦାଗିରି କରୁଥିଲେ। ମହାଗଠବନ୍ଧନରୁ ସେ ବାହାରିଯିବା…

ବୁର୍ଖା ଖୋଲିବା ପରେ ପରୀକ୍ଷା ଦେବାକୁ ମିଳିଲା ଅନୁମତି; ବିବାଦରେ ମନ୍ତ୍ରୀଙ୍କ ମନ୍ତବ୍ୟ

ହାଇଦ୍ରାବାଦ : ହାଇଦ୍ରାବାଦର କେଭି ରଙ୍ଗା ରେଡ୍ଡୀ ଡିଗ୍ରୀ କଲେଜକୁ ଶୁକ୍ରବାର କିଛି ମୁସ୍‌ଲିମ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ସେମାନେ ସମସ୍ତେ ବୁର୍ଖା ପିନ୍ଧିଥିଲେ। ତେଣୁ ସେମାନଙ୍କୁ ପରୀକ୍ଷା ହଲ୍‌କୁ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ସେମାନଙ୍କୁ ବୁର୍ଖା ଖୋଲିବାକୁ କଲେଜର…

ବିଜେପିର ଏଜେଣ୍ଟ ଭଳି ରାଜ୍ୟପାଳ ବ୍ୟବହାର କରନ୍ତୁ ନାହିଁ: ଡ଼ିଏମକେ

ଚେନ୍ନାଇ: ତାମିଲନାଡ଼ୁରେ ଷ୍ଟାଲିନ ସରକାରରେ ମନ୍ତ୍ରୀ ଥିବା ସେନ୍ଥିଲ ବାଲାଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ କେନ୍ଦ୍ର ସରକାର ଏବଂ ଡିଏମକେ ମଧ୍ୟରେ ବୟାନ ଯୁଦ୍ଧ ଜାରି ରହିଛି। ଅନ୍ୟପଟେ ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା କେ ପୋନୁମୁଡି ଆଜି ରାଜ୍ୟପାଳ ଆର.ଏନ୍…

ବାଲି ଚୋରା ଚାଲାଣ ଯାଞ୍ଚ ପାଇଁ ଅଟକାଇବାରୁ କନଷ୍ଟେବଲଙ୍କ ଉପରେ ଚଢ଼ାଇ ଦେଲେ ଟ୍ରକ

ବେଙ୍ଗଲୋର : ବାଲି ଚୋରା ଚାଲାଣ ବେଳେ ବାଧା ଦେବାରୁ ଜଣେ ପୁଲିସ କନଷ୍ଟେବଲଙ୍କୁ ଟ୍ରକ୍‌ରେ ଚାପି ହତ୍ୟା କରାଯାଇଛି। ଘଟଣାଟି ଘଟିଛି କର୍ଣ୍ଣାଟକାର କାଲାବୁର୍ଗି ଜିଲ୍ଲାରେ। ମୃତ କନଷ୍ଟେବଲଙ୍କ ନାଁ ଏମ୍ ଚୌହାନ। ତାଙ୍କୁ ୫୧ ବର୍ଷ ହୋଇଥିଲା। ସେ ହେଡ୍‌ କନଷ୍ଟେବଲ ଭାବେ ରାଜ୍ୟ ପୁଲିସରେ…

ପାର୍କିଙ୍ଗ୍‌ ଜରିମାନାରୁ ନିସ୍ତାର ପାଇବାକୁ ଆପାର୍ଟମେଣ୍ଟ୍‌ ଛାତରେ ଭ୍ୟାନ୍‌ ରଖିଲେ ବ୍ୟକ୍ତି 

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ପାର୍କିଙ୍ଗ୍‌ କରି ଥରକୁ ଥର ଜରିମାନା ଗଣି ହତାଶ ହୋଇଯାଇଥିବା ତାଇୱାନ୍‌ ଅନ୍ତର୍ଗତ ତାଇଚୁଙ୍ଗ୍‌ର ଜଣେ ବ୍ୟକ୍ତି ଆପାର୍ଟମେଣ୍ଟ୍‌ ଛାତ ଉପରେ ଦୁଇଟିଯାକ ଭ୍ୟାନ୍‌ ରଖି ସମ୍ପ୍ରତି ଚର୍ଚ୍ଚିତ ହୋଇଥିବା କଥା ‘ତାଇୱାନ୍‌ ନିଉଜ୍‌’ ରିପୋର୍ଟ କରିଛି। ରିପୋର୍ଟ…

କେନ୍ଦ୍ର ସରକାର ‘ଧର୍ମଗୁରୁ’ମାନଙ୍କୁ ରାଜନୀତିକୁ ଆଣି ହଙ୍ଗାମା କରୁଛନ୍ତି: ‘କେସିଆର୍‌’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜନୀତିରେ ଧର୍ମଗୁରୁମାନଙ୍କୁ ସମ୍ପୃକ୍ତ କରାଇ ହଙ୍ଗାମା କରୁଛନ୍ତି ବୋଲି ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅଭିଯୋଗ କରିଛନ୍ତି। ‘ଲ’ କମିସନ୍‌’ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ (ୟୁସିସି) ଉପରେ ଧାର୍ମିକ ସଙ୍ଗଠନଗୁଡ଼ିକର ମତ…