Browsing Category

ଦେଶ

ଟ୍ରକ୍-ହାତୀ ଧକ୍କା: ୩ ହାତୀଛୁଆ ମୃତ; ଟ୍ରକ୍‌ ଚୂର୍‌ମାର୍‌

ଚିତ୍ତୂର: ବୁଧବାର ରାତିରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାର ପାଲାମାନେରୁ ମଣ୍ଡଳରେ ସଡ଼କ ଦୁର୍ଘଟଣା ଯୋଗୁଁ ୩ଟି ହାତୀଛୁଆଙ୍କର ମୃତ୍ୟୁ ଘଟିଥିବା କଥା ବନ ବିଭାଗ ଅଧିକାରୀମାନେ କହିଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କଠାରୁ ସଂଗୃହୀତ ସୂଚନା ଅନୁସାରେ, ଚିତ୍ତୂର-ପାଲାମାନେରୁ ଜାତୀୟ ରାଜପଥ…

ଜାତୀୟ ଜଳ ପୁରସ୍କାର: ମଧ୍ୟପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର…

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଦାନ କରାଯିବାକୁ ଥିବା ଜାତୀୟ ଜଳ ପୁରସ୍କାର ନିମନ୍ତେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜଳ ଶକ୍ତି ମନ୍ତ୍ରାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ…

ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ୍ ଆରମ୍ଭ, ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ : ଆଇଏମଡି

ଅହମ୍ମଦାବାଦ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ (ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା) ଆରମ୍ଭ ହୋଇଯାଇଛି । ଏହି ଲାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଆଗୁଆ ନିର୍ବାଚନ ହେବା ନେଇ ଗୁଜବ କରୁଛନ୍ତି ନୀତୀଶ : ବିଜେପି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହୋଇପାରେ ବୋଲି ବୁଧବାରଦିନ ଆଶଙ୍କା ପ୍ରକାଶ କରିଥିଲେ ଓ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୀତୀଶ କୁମାରଙ୍କ ଏହି ବୟାନର ଜବାବ ଦେଇଛି ବିଜେପି । ଗୁରୁବାର ଦିନ…

ପ୍ରତିଦିନ ଗଙ୍ଗାଙ୍କ ଆଳତୀ କରୁଥିବା ବାଳକ ନିଟ ପରୀକ୍ଷାରେ ହେ‌ଲେ ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ବସବାସ କରୁଥିବା ବିଭୁ ଉପାଧ୍ୟାୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭୁ ନିକଟରେ ନିଟ ପରୀକ୍ଷାରେ ସଫଳ ହୋଇଛନ୍ତି। ସେ ନିଟ ପରୀକ୍ଷାରେ ୬୨୨ନମ୍ବର ହାସଲ କରିଛନ୍ତି। ବିଭୁ ଏହି ସଫଳତା ପାଇଁ ଏବେ ଚର୍ଚ୍ଚାକୁ ଆସି ନାହାନ୍ତି ଏହାପୂର୍ବରୁ ‌ସେ…

ଆଖି ବୁଜିଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ସହଯୋଗୀ ଅବତାର…

ଚଣ୍ଡୀଗଡ଼ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ମୌଳବାଦୀ ବିଚାରଧାରା ରଖିଥିବା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ଅବତାର ସିଂହ ଖାଣ୍ଡାର ଆଜି ମୃତ୍ୟୁ ହୋଇଛି। ବ୍ରିଟେନର ଗୋଟିଏ ହସ୍ପିଟାଲରେ ଅବତାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଖବର ମିଳିଛି।ସୋମବାର ଅବତାର ହଠାତ…

ଫେସ୍‌ବୁକ୍‌କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ତାଗିଦ

ବେଙ୍ଗାଲୁରୁ : ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ନାଲି ଆଖି ଦେଖାଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ଭାରତରେ କମ୍ପାନୀର ସମସ୍ତ କାର୍ଯ୍ୟକଳାପକୁ ଦରକାର ପଡ଼ିଲେ କୋର୍ଟ ବନ୍ଦ କରିଦେବେ ବୋଲି କହିଛନ୍ତି।ସାଉଦି ଆରବ ଜେଲରେ ବନ୍ଦୀ ହୋଇ ରହିଥିବା ଜଣେ ଭାରତୀୟଙ୍କ ମାମଲାର ତଦନ୍ତ କର୍ଣ୍ଣାଟକା…

କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଚାଲିବ ଯୌନ ନିର୍ଯାତନା ମାମଲା, ପୋକ୍ସୋ ମାମଲା ହଟିବ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ବା ପିଛା କରିବା ମାମଲା ଚାଲିବ। ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିବା ପରେ ଦିଲ୍ଲୀ ପୁଲିସ୍‌ ଏହାର ତଦନ୍ତ…

ଜାନୁଆରୀରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା…

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଆସନ୍ତାବର୍ଷ ଜାନୁଆରୀ ମାସରେ ଏହି ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା ସମାରୋହର ନେତୃତ୍ୱ ନେବେ ବୋଲି ଆଜି ଉତ୍ତର…

ସ୍କ୍ବାସ୍‌ ବିଶ୍ବକପ୍‌ରେ ହଂକଂକୁ ହରାଇଲା ଭାରତ

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ସ୍କ୍ବାସ୍‌ ବିଶ୍ବକପ୍‌ରେ ଭାରତ ବିଜୟରୁ ଅଭିଯାନ ଅରମ୍ଭ କରିଛି। ଏକ୍ସପ୍ରେସ୍‌ ଆଭିନ୍ୟୁ ମଲ୍‌ରେ ଖେଳାଯାଉଥିବା ବିଶ୍ବକପ୍‌ର ଗ୍ରୁପ୍‌ ବି’ରେ ଦ୍ବିତୀୟ ସିଡ୍‌ ଭାରତ ୪-୦ରେ ହଂକଂକୁ ପରାସ୍ତ କରିଛି। ଘରୋଇ ଦଳ ପାଇଁ ୭୨ ମାନ୍ୟତାପ୍ରାପ୍ତ ଅଭୟ ସିଂହ ୭-୨,…