Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଯଦି ପ୍ରଧାନମନ୍ତ୍ରୀ ଆସୁଛନ୍ତି, ତେବେ ବିହାର ପ୍ରତି କିଛି ଧ୍ୟାନ ଦିଅନ୍ତୁ
ପାଟନା: ମେ ୩୦ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବିଜେପି ଦ୍ୱାରା ସାରା ଦେଶରେ ଜନସମ୍ପର୍କ ଅଭିଯାନ ଚାଲିଛି। ଏଥିପାଇଁ ବିଜେପି ପକ୍ଷରୁ ଅନେକ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ମାସରେ ବିହାର ଗସ୍ତରେ ଆସିପାରନ୍ତି । ବିଜେପି ରାଜ୍ୟ ସଭାପତି!-->…
ଅଧା ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିଲାଣି
ମୁମ୍ବାଇ : ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ବ୍ୟାଙ୍କକୁ ଏହା ଫେରିବା ଆରମ୍ଭ ହୋଇଛି। ପ୍ରତ୍ୟାହାର ନିଷ୍ପତ୍ତି ପୂର୍ବରୁ ଭାରତୀୟ ବଜାରରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ୫୦% ବ୍ୟାଙ୍କକୁ ଫେରି ସାରିଲାଣି।୨୦ ଦିନ ମଧ୍ୟରେ ୫୦% ୨ ହଜାର ଟଙ୍କିଆ ନୋଟ ଫେରିଥିଲା।!-->…
ଜୁଲଫିକରଙ୍କ ଭଳି ଇମ୍ରାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ପାକିସ୍ତାନରେ ଚର୍ଚ୍ଚା
ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ ସୁପ୍ରିମୋ ଇମ୍ରାନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ତାଙ୍କ ଦଳର ନେତାଙ୍କୁ ବର୍ତ୍ତମାନର ଶେହବାଜ ସରିଫ୍ ସରକାର ବିଭିନ୍ନ ମାମଲାରେ ଗିରଫ କରୁଛନ୍ତି। ସେପଟେ ବୁଧବାର!-->…
ଜେଲ ଯାଇ ବି ମୋ ସ୍ବାମୀଙ୍କ ମନୋଭାବ ବଦଳିନାହିଁ, ସେଥିପାଇଁ ମୁଁ ଗର୍ବିତ; ସିସୋଦିଆଙ୍କ ପତ୍ନୀ
ନୂଆଦିଲ୍ଲୀ: ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ। ହେଲେ ତାଙ୍କୁ ପୁଲିସ କଷ୍ଟଡିରେ ରହି ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଥିଲା। ଏବେ ସିସୋଦିଆ ୧୦୩ଦିନ ପରେ ନିଜ!-->…
୪୮ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ପାଣିପାଗ ବିଭାଗର ସୂଚନା
ନୂଆଦିଲ୍ଲୀ : ଭାରତୀୟ ଜନଜୀବନ ଓ ଅର୍ଥନୀତିର ଜୀବନ ରେଖା କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ଏବର୍ଷ ବିଳମ୍ବିତ ହୋଇଛି । ସାଧାରଣତଃ ଜୁନ ୧ରେ କେରଳ ଆସୁଥିବା ମୌସୁମୀ ଏବର୍ଷ ଜୁନ ୭ ସୁଦ୍ଧା ବି ଆସିପାରିନାହିଁ । ତେବେ ଭାରତୀୟ ପାଣିପାଗ ବିଭାଗ ମୌସୁମୀର ଆଗମନକୁ ନେଇ ଏକ ବଡ଼!-->…
ପ୍ରବାସୀଙ୍କ ପାଇଁ ସବୁଠାରୁ ଦାମୀ ଭାରତୀୟ ସହର ମୁମ୍ବାଇ: ସର୍ଭେ
ନୂଆଦିଲ୍ଲୀ: ପ୍ରବାସୀଙ୍କ ପାଇଁ ମୁମ୍ବାଇ ଭାରତର ସବୁଠାରୁ ମହଙ୍ଗା ସହର ଭାବେ ସ୍ଥାନ ପାଇଥିବା ବେଳେ ନୂଆଦିଲ୍ଲୀ ଓ ବେଙ୍ଗାଲୁରୁ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।୫ଟି ମହାଦେଶର ୨୨୭ଟି ସହରକୁ ମିଶାଇ କରାଯାଇଥିବା ମର୍ସରସ୍ ୨୦୨୩ର କଷ୍ଟ ଅଫ୍ ଲିଭିଂ ସର୍ଭେ ଅନୁଯାୟୀ,!-->…
ବିଏସ୍ଏନ୍ଏଲ୍କୁ ୪ଜି, ୫ଜି ସ୍ପେକ୍ଟ୍ରମ୍ ଆବଣ୍ଟନ ପାଇଁ ୮୯,୦୪୭ କୋଟି ଟଙ୍କା ଅନୁମୋଦନ କଲା କ୍ୟାବିନେଟ୍
ନୂଆଦିଲ୍ଲୀ: ବିଏସ୍ଏନ୍ଏଲ୍ର ପୁନରୁଦ୍ଧାର ପାଇଁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ମୋଟ ୮୯,୦୪୭ କୋଟି ଟଙ୍କା ବ୍ୟୟ ଅଟକଳର ତୃତୀୟ ପ୍ୟାକେଜ୍କୁ ଅନୁମୋଦନ କରିଛି। ଏହି ପ୍ୟାକେଜ୍ରେ ବିଏସ୍ଏନ୍ଏଲ୍ ପାଇଁ ଇକ୍ୱିଟି ଇନ୍ଫ୍ୟୁଜନ୍ ଜରିଆରେ ୪ଜି ଓ ୫ଜି ସ୍ପେକ୍ଟ୍ରମ୍ ଆବଣ୍ଟନ!-->…
ଏବେ କରମଣ୍ଡଳରେ ଯିବାକୁ ଭୟ, ଯାତ୍ରୀଙ୍କ ହାତରେ ଭଗବାନଙ୍କ ପ୍ରତିମା
ନୂଆଦିଲ୍ଲୀ : ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଆଜି ଟ୍ରାକ୍ରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ ଗଡ଼ିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଚେନ୍ନାଇ ପଟୁ ଆସିଥିବା ଏହି ଦ୍ରୁତଗାମୀ ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲା ।ତେବେ ଏହି!-->…
ଜୁନ ୨୩ରେ ପାଟନାରେ ବିରୋଧୀଙ୍କ ମହାମେଳି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିଜେପି ବିରୋଧରେ ସମସ୍ତ ରାଜନୈତିକ ଦଳର ପ୍ରସ୍ତାବିତ ବୈଠକ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୩ ତାରିଖରେ ପାଟନାରେ ସମସ୍ତ ରାଜନୈତିକ ଦଳର ବୈଠକ ବସିବ। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ଏହି ସୂଚନା ଦେଇଛନ୍ତି ।ପୂର୍ବରୁ!-->…
ବଢ଼ିଲା ଧାନର ଏମଏସ୍ପି
ନୂଆଦିଲ୍ଲୀ : ଖରିଫ ଫସଲ ପାଇଁ ଆଜି କେନ୍ଦ୍ର ସରକାର ଧାନ ସମେତ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍ପି ବୃଦ୍ଧି କରିଛନ୍ତି। ଚାଷୀଙ୍କ ଆୟ ଓ ଚାଷର ବିକାଶ ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ!-->…