Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିନାଶ ଆଡ଼କୁ ନେଇଯିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ : ବିଶେଷଜ୍ଞଙ୍କ ଚେତାବନୀ
ନୂଆଦିଲ୍ଲୀ : ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର କେତେକ ସମ୍ଭାବ୍ୟ ବିପଦ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହା ମଣିଷ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ଚେତାଇ ଦେଇଛନ୍ତି । ମଙ୍ଗଳବାର ଦିନ ଏଆଇର ବରିଷ୍ଠ!-->…
କଂଗ୍ରେସର ‘ଗ୍ୟାରେଣ୍ଟୀ ଫର୍ମୁଲା’ ଦେଶକୁ ଦେବାଳିଆ କରିଦେବ: ପ୍ରଧାନମନ୍ତ୍ରୀ ମୋଦି
ଜୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନରେ କଂଗ୍ରେସକୁ ତାଚ୍ଛଲ୍ୟ କରିଛନ୍ତି। ଏଥିସହ କଂଗ୍ରେସ ନିର୍ବାଚନ ଜିତିବା ପାଇଁ ପାଇଁ ଦେଉଥିବା ଗ୍ୟାରେଣ୍ଟୀ ଫର୍ମୁଲା ଓ କଂଗ୍ରେସ ସରକାରର ସ୍ଥିରତା ନେଇ ମଧ୍ୟ ମୋଦି ପ୍ରଶ୍ନ ଉଠାଇଛନ୍ତି।ବିଜେପିର ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ!-->…
କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି : ପ୍ରତି ବ୍ଲକରେ ସ୍ଥାପନ କରାଯିବ ୨୦୦୦ ଟନ କ୍ଷମତାର ଗୋଦାମ
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ଆଜି ବିଶ୍ୱର ସର୍ବବୃହତ ଖାଦ୍ୟ ଭଣ୍ଡାରଣ ଯୋଜନାକୁ ଅନୁମୋଦନ ଦେଇଛି । ଏହି ଯୋଜନା ଅଧିନରେ ଦେଶର ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତାକୁ ବୃଦ୍ଧି କରିବାକୁ ପ୍ରତି ବ୍ଲକରେ ୨ ହଜାର ଟନ କ୍ଷମତାର ଗୋଦାମ ନିର୍ମାଣ କରାଯିବ ।ଏ ସଂପର୍କରେ ସୂଚନା ଦେଇ!-->…
ଶୃଙ୍ଗାରଗୌରୀ ପୂଜା ପ୍ରସଙ୍ଗରେ ମୁସଲମାନ ପକ୍ଷର ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଖାରଜ
ଆହ୍ଲାବାଦ : ବାରଣାସୀରେ ମା’ ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା ମାମଲାରେ ମୁସଲମାନ ପକ୍ଷ ପକ୍ଷରୁ ଦାୟର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା କରିବା ପାଇଁ ଅନୁମତି ଲୋଡ଼ି ରାକ୍ଷୀ ସିଂହ ଅନ୍ୟ ୪ ଜଣ ମହିଳା ବାରାଣାସୀ କୋର୍ଟରେ ଏକ ପିଟିସନ୍!-->…
ବଦଳିବ ଅହମଦନଗରର ନାଁ, ହେବ ଅହିଲ୍ୟାନଗର
ମୁମ୍ବାଇ : ବଦଳିବ ମହାରାଷ୍ଟ୍ରର ଅହମଦନଗର ନାଁ। ଉକ୍ତ ସହର ଅହିଲ୍ୟାନଗର ଭାବେ ପରିଚୟ ହାସଲ କରିବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଏନନାଥ ସିନ୍ଦେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ ଯେଉଁ କାର୍ଯ୍ୟକ୍ରମରେ ଏସମ୍ପର୍କରେ ଘୋଷଣା କରିଛନ୍ତି, ସେଥିରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ!-->…
‘ଭାରତ ଯୋଡ଼ୋ ଯାତ୍ରାକୁ ବନ୍ଦ କରିବାକୁ ଚାପ ପକାଉଥିଲେ ମୋଦି, କିନ୍ତୁ…’
ନୂଆଦିଲ୍ଲୀ : ସାତ ଦରିଆ ପାରିରେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ନିଜ ଆମେରିକା ଗସ୍ତ କାଳରେ ମୋଦି ସରକାର ଉପରେ ଶାଣିତ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ଏହି କଂଗ୍ରେସ ନେତା।ନିଜ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ଉଲ୍ଲେଖ!-->…
ଆମେରିକାରେ ଭାରତର ସଂସଦ ଓ ସେନଗୋଲକୁ ଅପମାନିତ କଲେ ରାହୁଳ ଗାନ୍ଧି
ନୂଆଦିଲ୍ଲୀ : ବିଦେଶ ମାଟିରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ନୂଆ ପାର୍ଲାମେଣ୍ଟ ଭବନ ଉଦ୍ଘାଟନକୁ ନେଇ କରିଛନ୍ତି କଡ଼ା ସମାଲୋଚନା। ଏଥିସହ ନୂଆ ସଂସଦ ଭବନରେ ସେଙ୍ଗୋଲ୍ ବା ରାଜଦଣ୍ଡ ସ୍ଥାପନକୁ ସମାଲୋଚନା କରି ଏହା ଏକ ଡ୍ରାମା ବୋଲି!-->…
ରେସଲରଙ୍କ ପାଇଁ କାଲି ଚାଷୀ ସଂଗଠନର ବଡ଼ ମହାପଞ୍ଚାୟତ…
ନୂଆଦିଲ୍ଲୀ : ଦେଶର ଷ୍ଟାର ରେସଲରମାନେ କରୁଥିବା ବିକ୍ଷୋଭ ଉପରେ ବଡ଼ ନିଷ୍ପତ୍ତି ନେବାକୁ ଆସନ୍ତାକାଲି ଚାଷୀ ସଂଗଠନ ପକ୍ଷରୁ ମହାପଞ୍ଚାୟତ ବସିବ। ଦୀର୍ଘ ମାସ ହେଲାଣି ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ!-->…
ଦେଶର ଅଭିବୃଦ୍ଧି ହାର ୭.୨%
ନୂଆଦିଲ୍ଲୀ : ଦେଶର ଜିଡିପି ଅଭିବୃଦ୍ଧି ହାର ୭.୨% ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୭.୨% ହାରରେ ବୃଦ୍ଧି ପାଇଛି। ଏହାର ପୂର୍ବ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୧% ରହିଥିଲା। ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ମଧ୍ୟ ଆରବିଆଇ କରିଥିବା ଆକଳନକୁ ଏହା ମାତ ଦେଇଥିବା ସରକାର!-->…
୨୦୧୩ ଭଳି ସ୍ଥିତି ନାହିଁ, ନିଜକୁ ମଜବୁତ କରିଛି ଭାରତ: ମୋର୍ଗାନ ଷ୍ଟାନଲୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ନିଜକୁ ବଦଳାଇଛି। ବିଶ୍ୱସ୍ତରରେ ନିଜର ସ୍ଥିତିକୁ ମଜବୁତ କରିଛି ଓ ଏସିଆ ଏବଂ ବିଶ୍ୱର ଅଭିବୃଦ୍ଧିରେ ପ୍ରମୁଖ ସଦସ୍ୟ ସାଜିଛି ବୋଲି ଆମେରିକୀୟ ବ୍ୟାଙ୍କିଂ ସଂସ୍ଥା ମୋର୍ଗାନ ଷ୍ଟାନଲୀ ତା’ ରିପୋର୍ଟରେ ଦାବି କରିଛି।ସଂସ୍ଥା!-->…