Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସିଡନିରେ ପହଞ୍ଚିଲେ ମୋଦୀ, ମଙ୍ଗଳବାର ଭାରତୀୟଙ୍କୁ ସମ୍ବୋଧନ କରିବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦେଶ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ସିଡନିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ସହ ଦ୍ବିପାକ୍ଷିକ ସଂପର୍କ ଉପରେ!-->…
ବିବିସିକୁ ସମନ ଜାରି କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ବିବାଦୀୟ ଡକ୍ୟୁମେଣ୍ଟାରି ମାମଲାରେ ଦିଲ୍ଲୀ ହାଇକୋର୍ଟ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)କୁ ସମନ ଜାରି କରିଛନ୍ତି । ଏହି ଡକ୍ୟୁମେଣ୍ଟାରି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତି ଖରାପ କରିଥିବା ଅଭିଯୋଗ କରି ଗୁଜରାଟର ଏକ ଏନଜିଓ ଏକ ମାନହାନୀ!-->…
ଦକ୍ଷିଣଭାରତୀୟ ଲୋକପ୍ରିୟ ଅଭିନେତା ଶରତବାବୁଙ୍କ ଦେହାନ୍ତ
ଚେନ୍ନାଇ : ଦକ୍ଷିଣ ଭାରତର ଭେଟେରାନ ଅଭିନେତା ଶରତ ବାବୁଙ୍କର ଆଜି ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।ସରତ ବାବୁ ଗତ ମାସ ୨୦ ତାରିଖରୁ ହାସ୍ପିଟାଲରେ ଭର୍ତ୍ତି!-->…
ଜେଲରେ ଥିବା ଆପ୍ ନେତା ସତ୍ୟେନ୍ଦ୍ର ଜୈନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ : ଜେଲରେ ଥିବା ଆପ୍ ନେତା ସତ୍ୟେନ୍ଦ୍ର ଜୈନ ଆଜି ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ତୁରନ୍ତ ଦିଲ୍ଲୀର ସଫଦର୍ଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ପ୍ରକୃତରେ ଜୈନଙ୍କର କ’ଣ ହୋଇଛି, ସେକଥା ଜଣାପଡ଼ିନି। ଏବେ ବି ସେ ହସ୍ପିଟାଲରେ ରହିଛନ୍ତି।ମନିଲଣ୍ଡରିଂ!-->…
ପୁଣି ମଣିପୁରରେ ହିଂସା: ଆର୍ମି ମୁତୟନ, ରାଜଧାନୀରେ କର୍ଫ୍ୟୁ
ଇମ୍ଫାଲ : ସାମୟିକ ଶାନ୍ତି ପରେ ପୁଣିଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ରାଜଧାନୀ ଇମ୍ଫାଲର କିଛି ସ୍ଥାନରେ ଆଜି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ପୁଣି ସଂଘର୍ଷ ଦେଖିବାକୁ ମିଳିଛି। ଏହାକୁ ନେଇ ଇମ୍ଫାଲର କିଛି ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଛି। ଏଥିପାଇଁ ଆର୍ମି ଯବାନଙ୍କୁ ମୁତୟନ!-->…
ବାହାଘରର କିଛି ଘଣ୍ଟା ପୂର୍ବରୁ କନ୍ୟାଙ୍କୁ ଗୁଳି କଲେ ପୁଲିସ୍ କର୍ମଚାରୀ
ପାଟନା : ବାହଘରର କିଛି ଘଣ୍ଟା ପୂର୍ବରୁ ଜଣେ କନ୍ୟାଙ୍କୁ ବିହାର ପୁଲିସ୍ର ଜଣେ କର୍ମଚାରୀ ଗୁଳି କରିଛନ୍ତି। ଏହାପରେ ପୁଲିସ୍ କର୍ମଚାରୀ ଜଣଙ୍କ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ରବିବାର ମୁଙ୍ଗେର ସହରରେ ଏପରି ଅଭାବନୀୟ ଘଟଣା ଘଟିଛି।ଅଭିଯୁକ୍ତ ଜଣଙ୍କ ହେଲେ!-->…
କୁସ୍ତି ମହାସଂଘ ମୁଖ୍ୟଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ରେସଲର…
ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହ ଶରଣ ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ତାଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନେ। ଦୀର୍ଘଦିନ ହେଲାଣି ଦେଶ ପାଇଁ କୁସ୍ତିରେ ପଦକ ଜିତିଥିବା ପୁରୁଷ ଓ ମହିଳା ରେସଲରମାନେ!-->…
ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦ୍ଘାଟନ କରିବା ଉଚିତ: ରାହୁଲ୍ ଗାନ୍ଧୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦ୍ଘାଟନ କରିବା ଉଚିତ ବୋଲି ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି।
ସୂଚନାଯୋଗ୍ୟ, ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୪,୫୦୦ ବର୍ଗ ମିଟର୍ ପରିମିତ ଜମିରେ ନିର୍ମିତ ତ୍ରିକୋଣାକାର ୪!-->!-->!-->…
ଆସାମର ‘ଲେଡି ସିଂଘମ୍’ ଜୁନମଣି ରାଭାଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ତଦନ୍ତ କରିବ ‘ସିବିଆଇ’
ଦିସପୁର: ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ (ସିବିଆଇ) ମହିଳା ପୁଲିସ ଅଫିସର୍ ଜୁନମଣି ରାଭାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ କରିବ ବୋଲି ଶନିବାର ଦିନ ଆସାମ ପୁଲିସ ସୁପାରିସ କରିଛି।
ମେ ୧୬ ତାରିଖ ଦିନ ନାଓଗାଓଁ ଜିଲ୍ଲାରେ ଗୋଟାଏ କଣ୍ଟେନର୍ ଟ୍ରକ୍ ସହିତ!-->!-->!-->…
ସମାଲୋଚିତ ହେବାରୁ ସଂଖ୍ୟାଲଘୁ ଯୁବକ ସହିତ ଝିଅ ବାହାଘର ବାତିଲ କଲେ ଉତ୍ତରାଖଣ୍ଡ ‘ବିଜେପି’ ନେତା
ନୂଆଦିଲ୍ଲୀ: ହିନ୍ଦୁ ସଙ୍ଗଠନ ସବୁ ଚାପ ପକାଇବାରୁ ଉତ୍ତରାଖଣ୍ଡର ଜଣେ ‘ବିଜେପି’ ନେତା ସଂଖ୍ୟାଲଘୁ ଯୁବକ ସହିତ ସ୍ଥିର ହୋଇଥିବା ତାଙ୍କ ଝିଅ ବାହାଘର ବାତିଲ କରି ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
ଦୁହିଁଙ୍କର ବାହାଘର ମେ ୨୮ ତାରିଖ ଦିନ କରାଇବାକୁ!-->!-->!-->…