Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି
ଟୋକିଓ : ରୁଷ ସହ ଯୁଦ୍ଧ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଭୟ ପରସ୍ପର ସହ ହାତ ମିଳାଇବା ସହ ଫଟୋ ପାଇଁ ପୋଜ ଦେଇଛନ୍ତି। ଏହାବାଦ ଉଭୟ ବେଶ କିଛି ସମୟ ପରସ୍ପର ସହ କଥାବାର୍ତ୍ତା!-->…
କଶ୍ମୀରରେ ଜି-୨୦ ବୈଠକକୁ ଚାଇନାର ବିରୋଧ, ଜବାବ ଦେଲା ଭାରତ…
ନୂଆଦିଲ୍ଲୀ : ପାକିସ୍ତାନର ପରମ ମିତ୍ର ଚାଇନା କଶ୍ମୀରରେ ହେବାକୁ ଥିବା ଜି-୨୦ ବୈଠକକୁ ବିରୋଧ କରିଛି। ସେହିପରି ତୁର୍କୀ ଓ ସାଉଦି ଆରବ ଶ୍ରୀନଗରରେ ହେବାକୁ ଥିବା ବୈଠକ ପାଇଁ ଏଯାଏ ପଞ୍ଜିକରଣ କରି ନାହାନ୍ତି।ଶୁକ୍ରବାର ଚାଇନା ବୈଦେକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଥିଲେ ଯେ!-->…
ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କୁ ଅପମାନିତ କରିଛି କେନ୍ଦ୍ର: କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଜାରି କରିଥିବା ଅଧ୍ୟାଦେଶକୁ ଆପ୍ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରିଛନ୍ତି। ଅଧ୍ୟାଦେଶ ଦ୍ୱାରା କେନ୍ଦ୍ର ସରକାର ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଦାୟିତ୍ୱ!-->…
Google ସିଇଓ ସୁନ୍ଦର ପିଚାଇଙ୍କ ଘର ବିକ୍ରିହେଲା…
ନୂଆଦିଲ୍ଲୀ : Google ସିଇଓ ସୁନ୍ଦର ପିଚାଇଙ୍କ ଚେନ୍ନାଇର ଅଶୋକ ନଗର ସ୍ଥିତ ପୈତୃକ ଘର ବିକ୍ରି ହୋଇଯାଇଛି। ତାମିଲ ଅଭିନେତା ତଥା ପ୍ରଯୋଜକ ସି ମଣିକନ୍ଦନ ଏହି ଘରକୁ କିଣିଛନ୍ତି।ଘରର କାଗଜପତ୍ର ହସ୍ତାନ୍ତର କଲା ବେଳେ ସୁନ୍ଦର ପିଚାଇଙ୍କ ବାପା ଆରଏସ ପିଚାଇଙ୍କ ଆଖିରୁ ଲୁହ ଝରି ଯାଇଥିଲା।!-->…
୧୯୮୪ ଦଙ୍ଗା: ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍
ନୂଆଦିଲ୍ଲୀ : ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ମାମଲାରେ ସିବିଆଇ ଆଜି କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ନାଁରେ ଚାର୍ଜଶିଟ୍ ଫାଇଲ କରିଛି। ଦିଲ୍ଲୀର ଗୋଟିଏ ସ୍ୱତନ୍ତ୍ର କୋର୍ଟରେ ଚାର୍ଜଶିଟ୍ ଫାଇଲ କରି ସିବିଆଇ କହିଛି ଯେ ଜଗଦୀଶ ଟାଇଟଲର ୧୯୮୪ ମସିହା ନଭେମ୍ବର ୧ରେ ଲୋକମାନଙ୍କୁ ଉସକାଇବା!-->…
ସ୍ବାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳିଲେ ହଜାର ହଜାର ମହିଳା
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଗାଁ ଗହଳିରେ ଥିବା ବିଭିନ୍ନ ମନ୍ଦିରରେ ଶୁକ୍ରବାର ପ୍ରତ୍ୟେକ ସଧବା ନାରୀମାନେ ନିଜ ନିଜ ସ୍ବାମୀଙ୍କ ସୁସ୍ଥ ନିରାମୟ ଜୀବନ ତଥା ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ଜ୍ୟେଷ୍ଠ ଅମାବାସ୍ୟା ରେ!-->…
ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ, ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ…
ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଏକ ବଡ଼ ଘୋଷଣା କରାଯାଇଛି । ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ । ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇହେବ । ଏହି ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ!-->…
ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ନୂଆଦିଲ୍ଲୀ : ଭାରତୀୟ କୃଷିଭିତ୍ତିକ ଅର୍ଥନୀତି ପାଇଁ ବେଶ ଗୁରୁତ୍ବ ବହନ କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଅର୍ଥାତ୍ ମେ ୧୯ ତାରିଖରେ ନିକୋବର ଦ୍ବୀପ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଛୁଇଁଛି । ଏ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।!-->…
ହ୍ବାଟ୍ସଆପ୍ ଡିିପି ଲାଗି ଧରାପଡ଼ିଲା ୫୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ୫ ଲକ୍ଷ ଟଙ୍କାର ଚୋରି
ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ଏକ ମଜାଦାର ଘଟଣା। ଚୋରି କରି ଖସି ଯିବାକୁ ବସିଥିବା ଜଣେ ଗୃହ ସହାୟିକାଙ୍କୁ ତାଙ୍କ ହ୍ବାଟ୍ସଆପ୍ ଡିପି ଧରା ପକାଇଦେଇଛି। କେବଳ ସେତିକି ନୁହେଁ, ଏହି ଗୋଟାଏ ଡିପି ପାଇଁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଓ ନଗଦ ୫ ଲକ୍ଷ!-->…
ହିରୋସୀମାରେ ମୋଦୀଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି
ହିରୋସିମା: ଜାପାନର ହିରୋସିମାଠାରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କୁ ଭେଟିବାର ସମ୍ଭାବନା ରହିଛି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତା ପରସ୍ପରକୁ ଭେଟିବେ!-->…