Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ତ୍ରୁଟିପୂର୍ଣ୍ଣ କେଶ କାଟିବା ପାଇଁ ମଡେଲଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବା ଆଦେଶ ଉପରେ ରୋକ୍ ଲଗାଇଲେ…
ନୂଆଦିଲ୍ଲୀ: ଜାତୀୟ ଖାଉଟି ବିବାଦ ନିବାରଣ କମିଶନ (ଏନ୍ସିଡିଆରସି) ଆଇଟିସି କମ୍ପାନିର ମାଲିକାନାରେ ଥିବା ଏକ ପଞ୍ଚତାରକା ହୋଟେଲରେ ତ୍ରୁଟିପୂର୍ଣ୍ଣ ଶୈଳୀରେ କେଶ କଟାଯିବା ପାଇଁ ଜଣେ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨ କୋଟି ଟଙ୍କା ଦେବାକୁ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍!-->…
ପାକିସ୍ତାନରୁ ଆସିଥିବା ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗିବାକୁ ଆଦେଶ ଦେଲେ ଟିନା ଡାବି
ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରର ଜିଲ୍ଲାପାଳ ଆଇଏଏସ୍ ଟିନା ଡାବିଙ୍କ ଆଦେଶରେ ପାକିସ୍ତାନରୁ ଜୈସଲମେରକୁ ଆସିଥିବା ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଛି। ଫଳରେ ୧୫୦ରୁ ଅଧିକ ଲୋକ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ କେଚମେଣ୍ଟ ଅଞ୍ଚଳରେ ୫୦ରୁ ଅଧିକ!-->…
‘କର୍ଣ୍ଣାଟକରେ ବିଜେପି ହାର ପାଇଁ ମୁଁ ଦାୟୀ’
ବେଙ୍ଗାଲୁରୁ : ଚଳିତ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବିଜେପି ଧୂଳି ଚାଟିଥିବା ବେଳେ ବିପୁଳ ଭୋଟରେ ଜିତିଛି କଂଗ୍ରେସ । ଅପ୍ରତ୍ୟାଶିତ ଭାବେ ଦଳ ହାର୍ର ସମ୍ମୁଖୀନ ହେବା ପରେ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବସବରାଜ ବୋମାଇ!-->…
ଦୁର୍ନୀତି ଅଭିଯୋଗ ଆଣିଥିଲେ ସତ୍ୟପାଲ ମଲିକ, ତାଙ୍କରି ସହଯୋଗୀମାନଙ୍କ ଠିକଣାରେ ସିବିଆଇ ରେଡ୍
ନୂଆଦିଲ୍ଲୀ : ଦିଲ୍ଲୀ ଓ ରାଜସ୍ଥାନ ସମେତ ୧୨ଟି ଠିକଣାରେ ରେଡ୍ କରିଛି ସିବିଆଇ। ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଲ ସତ୍ୟପାଲ ମଲିକଙ୍କ ୩ ସହଯୋଗୀଙ୍କ ଘରେ ମଧ୍ୟ ସିବିଆଇ ଛାନଭିନ କରିଛି। ଶ୍ରୀ ମଲିକଙ୍କ ପୂର୍ବତନ ପ୍ରେସ ସଚିବ, ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ବ୍ୟକ୍ତିଗତ ସହାୟକଙ୍କ ଠିକଣାରେ!-->…
ଭାରତକୁ ନାଲି ଆଖି ଦେଖାଇଲା ୟୁରୋପୀୟ ୟୁନିଅନ, କଡ଼ା ଜବାବ ଦେଲେ ଜୟଶଙ୍କର…
ନୂଆଦିଲ୍ଲୀ : ଭାରତ ଉପରେ ଭଡ଼କିଲା ୟୁରୋପୀୟ ୟୁନିଅନ । ଖପ୍ପା ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଲା। ଭାରତ ନିଜର ଏହି ଅଭ୍ୟାସ ତୁରନ୍ତ ନ ବଦଳାଇଲେ କଡ଼ା କର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛି। ହେଲେ ଏହା ପ୍ରତ୍ୟୁତ୍ତରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବି!-->…
ପୁଣି ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟ ଝଟକା
ନୂଆଦିଲ୍ଲୀ : ଦିଲ୍ଲୀର ଉପ ରାଜ୍ୟପାଳଙ୍କୁ ପୁଣିଥରେ ସୁପ୍ରିମକୋର୍ଟ ଝଟକା। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଉପ ରାଜ୍ୟପାଳଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଥମେ ସୁପ୍ରିମକୋର୍ଟ ଉପ ରାଜ୍ୟପାଳଙ୍କ ହାତରୁ ପ୍ରଶାସନିକ କ୍ଷମତା!-->…
ଆଦାନି-ହିଣ୍ଡେନବର୍ଗ ମାମଲା: ତଦନ୍ତ ପାଇଁ ଆଉ ୩ ମାସ ନେଲା ସେବି
ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ ବିରୋଧରେ ଆମେରିକୀୟ କମ୍ପାନୀ ହିଣ୍ଡେବର୍ଗ ଦେଇଥିବା ରିପୋର୍ଟର ତଦନ୍ତ ପାଇଁ ଆଉ ୩ ମାସ ସମୟ ନେଇଛି ସେବି। ତଦନ୍ତ ଶେଷ କରିବାକୁ ସେବି ପକ୍ଷରୁ ୬ ମାସର ସମୟ ମଗାଯାଇଥିଲା। କିନ୍ତୁ ଏହାକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ୩ ମାସର ସମୟ ଦେଇଛନ୍ତି।ପ୍ରଧାନ!-->…
ମମତାଙ୍କ ସ୍ବର ପରିବର୍ତ୍ତନ ପଛରେ ନୀତିଶଙ୍କ ହାତ
ନୂଆଦିଲ୍ଲୀ : କଂଗ୍ରେସକୁ ସବୁବେଳେ ବିରୋଧ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କର୍ଣ୍ଣାଟକା ନିର୍ବାଚନ ପରେ ସମର୍ଥନ କରିବାର ସଙ୍କେତ ଦେଇଛନ୍ତି। ମମତାଙ୍କ ଏପରି ପରବର୍ତ୍ତନ ପଛରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୱାନ ଟୁ ୱାନ ଫର୍ମୁଲା ରହିଛି। ବିରୋଧୀକୁ ୨୦୨୪!-->…
ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ ୧୦ ଅନ୍ତେବାସୀ, ୨୦ ଜଣଙ୍କ ପତ୍ତା ମିଳୁନି
ୱେଲିଂଟନ : ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟନସ୍ଥିତ ଏକ ଚାରି ମହଲା ହଷ୍ଟେଲରେ ଗତ ରାତିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଯେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।ୱେଲିଂଟନସ୍ଥିତ ୪ ମହଲା ହଷ୍ଟେଲରେ!-->…
କୋଇଲା ଖଣି ପାଇଁ ପାକିସ୍ତାନରେ ଫୁଟିଲା ଗୁଳି; ଚାଲିଗଲା ୧୬ ଜୀବନ
ଇସଲାମାବାଦ : ପୁଣି ଥରେ ଅଶାନ୍ତ ହୋଇ ଉଠିଛି ପାକିସ୍ତାନ । ଗୁଳି ଫୁଟିବା ସହ ହୋଇଛି ରକ୍ତାକ୍ତ ସଂଘର୍ଷ । ଏଥିରେ ୧୬ ନିରୀହ ଜୀବନ ଚାଲି ଯାଇଥିବା ବେଳେ ବହୁ ଜଣ ଗୁରୁତର ହୋଇ ମରଣ ସହ ସଂଘର୍ଷ କରୁଛନ୍ତି। ଏପରି ଏକ ଅଘଟଣ ଗତକାଲି ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳର ଏକ କୋଇଲା ଖାଦାନରେ!-->…