Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଏହି ‘ଛୋଟ ବାଳକ’ ଭାରତର ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରିପାରେ
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ବିଶ୍ୱ ବ୍ୟାଙ୍କ, ଆଇଏମଏଫ ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ସମେତ ଅନେକ ଏଜେନ୍ସି କହୁଛନ୍ତି ଯେ ଭାରତ ପୁଣି ଥରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ । କିନ୍ତୁ!-->…
ଭାରତୀୟ ବଂଶୋଦ୍ଭବଙ୍କୁ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଦିଆଗଲା ଫାଶୀ
ସିଙ୍ଗାପୁର : ଭାରତୀୟ ବଂଶୋଦ୍ଭବଙ୍କୁ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଦିଆଗଲା ଫାଶୀ। ସିଙ୍ଗାପୁର ସରକାର ଏହି କଠିନ ଦଣ୍ଡ ଦେଇଛନ୍ତି। ଯାହାକୁ ନେଇ ସବୁଠି ଆଲୋଚନା। ଫାଶୀ ପାଇଥିବା ବ୍ୟକ୍ତି ଜଣକ ୪୬ ବର୍ଷିୟ ଟାଙ୍ଗରାଜୁ ସୁପିୟା। ପ୍ରାୟ ୧ କେଜି କଞ୍ଜେଇ ଚୋରା ଚାଲାଣ କାରବାରରେ ସେ!-->…
ପାକ୍ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆତଙ୍କବାଦ ପ୍ରସଙ୍ଗରେ ବର୍ଷିଲେ ଜୟଶଙ୍କର
ନୂଆଦିଲ୍ଲୀ : ସୀମା ପାର ଆତଙ୍କବାଦ ଚଳାଇଥିବା ପଡ଼ୋଶୀ ସହ ସମ୍ପର୍କ ସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆସନ୍ତା ମାସରେ ଏସ୍ସିଓର ବୈଦେଶିକ ରାଷ୍ଟ୍ରମନ୍ତ୍ରୀମାନଙ୍କ ବୈଠକ ଭାରତର ଗୋଆରେ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବାକୁ!-->…
ଦିଲ୍ଲୀକୁ ମିଳିଲେ ନୂଆ ମେୟର; ରେସ୍ରୁ ଓହରିଗଲା ବିଜେପି
ଦେଶର ରାଜଧାନୀ ଦିଲ୍ଲୀ ପାଇଛି ନୂଆ ମେୟର। ମେୟର ରେସ୍ରୁ ବିଜେପି ହଟିଯିବା ପରେ ଆପ୍ ହାତେଇ ନେଇଛି ଏହି ବହୁ ପ୍ରତିକ୍ଷୀତ ସିଟ୍ । ଆପ୍ ପ୍ରାର୍ଥୀ ଡା. ଶେଲି ଓବରୟ ପିନ୍ଧିଛନ୍ତି ମେୟର ମୁକୁଟ । ଭାଜପା ନିଜ ପ୍ରାର୍ଥୀ ଶିଖା ରାଏଙ୍କ ନିଜ ନାମ ପ୍ରତ୍ୟାହାର କରିବା ପରେ ଆପ୍ର ଡା. ଶେଲି!-->…
କାର୍କୁ ଶୋ’ ରୁମ ଯାଏ ଟାଣିଟାଣି ଆଣିଲେ ଗଧ
ଉଦୟପୁର : ଜଣେ କାର ମାଲିକଙ୍କ ଅଭିନବ ପ୍ରତିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବାରମ୍ବାର ସେ କିଣିଥିବା କାର୍ ଖରାପ ହେବାରୁ ମାଲିକ ଜଣଙ୍କ ମଙ୍ଗଳବାର ଘଟାଇଛନ୍ତି ଅଜବ କାଣ୍ତ। ସେ ଦୁଇଟି ଗଧ ଦ୍ୱାରା କାର୍ଟିକୁ ଟାଣିଟାଣି ଶୋ’ ରୁମ ଯାଏ ନେଇଛନ୍ତି। ସେ ସମସ୍ତଙ୍କୁ ଏ ସମ୍ପର୍କରେ ଅବଗତ!-->…
ଭଡ଼ା ଗାଡ଼ି ଓ ୫୦ କେଜି ଆଇଇଡି: ନକ୍ସଲଙ୍କ ଭୟଙ୍କର ହମଲାକୁ ନେଇ ଆସିଲା ତଥ୍ୟ
ରାୟପୁର : ଛତିଶଗଡ଼ର ଦାନ୍ତେୱାଡର ଅରନପୁର ଅଞ୍ଚଳରେ ଆଜି ଲାଲ ତାଣ୍ଡବ ଦେଖିବାକୁ ମିଳିଛି। ନକ୍ସଲ ବିଛାଇଥିବା ଆଇଇଡି ବିସ୍ଫୋରଣ ଯୋଗୁ ଛତିଶଗଡ଼ ପୁଲିସ୍ ଅଧୀନରେ ଥିବା ଡିଆରଜିର ୧୦ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କୁ ନେଇ ଯାଉଥିବା ଗାଡ଼ିର ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି।ବିସ୍ଫୋରଣ!-->…
ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣିରୁ ଓହରିଗଲେ ବିଚାରପତି
ଅହମ୍ମଦାବାଦ : ଅପରାଧିକ ମାନହାନୀ କେସରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ବଡ଼ ଖବର ଆସିଛି। ଗୁଜରାଟର ତଳ କୋର୍ଟ ରାହୁଲଙ୍କ ବିରୋଧରେ ଦେଇଥିବା ରାୟକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ତାଙ୍କ ଆବେଦନର ଶୁଣାଣି!-->…
ନକ୍ସଲଙ୍କ ବଡ଼ଧରଣର ହମଲା: ଆଇଇଡି ବିସ୍ଫୋରଣରେ ୧୧ ସହିଦ
ରାୟପୁର : ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ାରେ ହୋଇଛି ବଡ଼ ହମଲା। ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜିଲ୍ଲା ସଂରକ୍ଷଣ ଗାର୍ଡ(ଡିଆରଜି)ର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୁଲିସ୍ ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ୧୦!-->…
ସଚିନଙ୍କୁ ମିଳିପାରେ ଏହି ବଡ ଦାୟିତ୍ୱ…!
ଜୟପୁର: ଚଳିତବର୍ଷ ଶେଷ ଆଡ଼କୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଲାଗି ରହିଛି | ତେବେ ଏହାରି ଭିତରେ ପ୍ରଶ୍ନ ଉଠିଛି ଯେ ହାଇକମାଣ୍ଡ ସଚିନ ପାଇଲଟଙ୍କ ବିରୋଧରେ!-->…
ନିଜର ବିଶ୍ବସ୍ତ କର୍ମଚାରୀଙ୍କୁ ୧୫୦୦ କୋଟିର ଘର ଦେଲେ ମୁକେଶ ଅମ୍ବାନି
ନୂଆଦିଲ୍ଲୀ : ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି । ତାଙ୍କର ଏହି ସଫଳତା ପଛର ଅନ୍ୟତମ ପ୍ରମୁଖ କାରଣ ହେଉଛି ତାଙ୍କର ବିଶ୍ବସ୍ତ କର୍ମଚାରୀ। ମୁକେଶ ତାଙ୍କ ସମସ୍ତ କର୍ମଚାରୀଙ୍କ ସହ ଭଲ ବ୍ୟବହାର କରିବା ପାଇଁ ଜଣାଶୁଣା । ସେ ପୁଣି ଥରେ ଜଣେ!-->…