Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସିସୋଦିଆ ଜେଲରେ, ବିଗିଡ଼ିଲା ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା…
ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦ ଥିବା ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଛି। ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆପୋଲୋ!-->…
କେଜ୍ରିୱାଲଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି, ଘର ନିକଟରେ ଉଡ଼ିଲା ଡ୍ରୋନ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ନିକଟରେ ଏକ ଡ୍ରୋନ୍ ଉଡୁଥିବାର ଦେଖାଯାଇଛି। ତାଙ୍କ ଘର ନୋ ଫ୍ଲାଏ ଜୋନରେ ଆସିଥାଏ। ଏହା!-->…
ପୁଲିସ୍ ଷ୍ଟେସନରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ…
କୋଲକାତା : ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ଧରୁନି। ଉତ୍ତର ଦିନାଜପୁର ଜିଲ୍ଲାର କଲିୟାଗଞ୍ଜରେ ଥିବା ଗୋଟିଏ ପୁଲିସ ଷ୍ଟେସନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ଏହି ଅଞ୍ଚଳର ଗୋଟିଏ କେନାଲରୁ ଜଣେ ଦଳିତ ନାବାଳିକାଙ୍କ ମୃତଦେହ ମିଳିଥିଲା। ଏହାକୁ ବିରୋଧ କରି ଆନ୍ଦୋଳନ କରୁଥିବା କିଛି!-->…
ସିନ୍ଦେଙ୍କ ଅଧୀନରେ ବାଧ୍ୟ ହୋଇ କାମ କରିବାରୁ ମାନସିକ ଅବସାଦରେ ଅଛନ୍ତି ଦେବେନ୍ଦ୍ର – ସଞ୍ଜୟ
ମୁମ୍ବାଇ : ଶିବସେନା (ଉଦ୍ଧବ ବାଲାସାହେବ ଠାକେର) ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କ ଠାରୁ ଜୁନିୟର ଏକନାଥ ସିନ୍ଦେଙ୍କ ଅଧୀନରେ ବାଧ୍ୟ ହୋଇ କାମ କରିବାରୁ ମାନସିକ ଅବଶାଦ ମଧ୍ୟରେ ରହିଛନ୍ତି। ଦିନକ ତଳେ ଫଡନାଭିସ୍ ତାଙ୍କୁ!-->…
ଅପରେସନ କାବେରି: ପ୍ରଥମ ଦଫାରେ ସୁଦାନ ଛାଡ଼ିଲେ ୨୭୮ ଭାରତୀୟ
ସୁଦାନ : ହିଂସା ଦ୍ୱାରା ପ୍ରଭାବିତ ସୁଦାନରୁ ଅପରେସନ କେବାରି ଦ୍ୱାରା ଭାରତ ସରକାର ୨୭୮ ଜଣ ଭାରତୀୟଙ୍କୁ ପ୍ରଥମ ଦଫାରେ ଉଦ୍ଧାର କରିଛନ୍ତି। ଆଜି ପୋର୍ଟ ସୁଦାନରୁ ୨୭୮ ଜଣ ଲୋକଙ୍କୁ ନେଇ ଆଇଏନଏସ୍ ସୁମେଦ୍ଧା ସାଉଦି ଆରବର ଜେଦାହ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ସମସ୍ତେ ସାଉଦିରେ!-->…
ଦେଶକୁ ମିଳିଲା ପ୍ରଥମ ଜଳ ମେଟ୍ରୋ: ଟିକେଟ ଦାମ ୨୦ ଟଙ୍କା
କୋଚି : ଦେଶକୁ ମିଳିଛି ପ୍ରଥମ ଜଳ ମେଟ୍ରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ କୋଚି ଠାରେ ଏହାକୁ ଉଦଘାଟନ କରିଛନ୍ତି। ପୂର୍ବରୁ ଦେଶରେ କେବେ ହେଲେ ଏପରି ମେଟ୍ରୋ ସେବା ଆରମ୍ଭ କରାଯାଇ ନଥିଲା। ଏହି ଜଳ ମେଟ୍ରୋ ବା ବୋଟ୍ ମେଟ୍ରୋ ସେବା କୋଚିକୁ ସଂଯୋଗ କରୁଥିବା ୧୦ଟି ଦ୍ୱୀପପୁଞ୍ଜ!-->…
ପ୍ରଥମଥର ପାଇଁ ସିବିଆଇ ଚାର୍ଜଶିଟ୍ରେ ମନୀଷ ସିସୋଦିଆଙ୍କ ନାଁ
ନୂଆଦିଲ୍ଲୀ : ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ପୁଣି ଗୋଟିଏ ଚାର୍ଜଶିଟ୍ ଦାଖଲ କରିଛି। ପ୍ରଥମ ଥର ପାଇଁ ସିବିଆଇ ତା’ର ଚାର୍ଜଶିଟ୍ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ପୂର୍ବରୁ!-->…
ସୁଦାନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଆରମ୍ଭ ହେଲା ‘ଅପରେସନ୍ କାବେରୀ’
ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସୁଦାନରେ ବର୍ତ୍ତମାନ ଗୃହଯୁଦ୍ଧ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ସୁଦାନରେ ଫସି ରହିଥିବା ପ୍ରାୟ ୪ହଜାର ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ‘ଅପରେସନ୍ କାବେରୀ’ ଆରମ୍ଭ କରିଛନ୍ତି। ଏହି ଅପରେସନ ଅଧିନରେ ଭାରତୀମାନେ ଭାରତ!-->…
ନରୋଦା ଗାମ ଦଙ୍ଗା: ଦୋଷୀଙ୍କୁ ଦୋଷମୁକ୍ତ କରିବା ଘଟଣାକୁ ଚ୍ୟାଲେଞ୍ଜ କରିବ ସୁପ୍ରିମ୍କୋର୍ଟଙ୍କ ନେତୃତ୍ୱାଧୀନ ଏସଆଇଟି
ନୂଆଦିଲ୍ଲୀ: ୨୦୦୨ ନରୋଦା ଗାମ ଦଙ୍ଗା ମାମଲାରେ ସମସ୍ତ ୬୭ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ଘଟଣାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗୁଜୁରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ।ଅହମଦାବାଦର ନରୋଦା ଗାମ ଅଞ୍ଚଳରେ ଗୋଧ୍ରା ଘଟଣାର ପରବର୍ତ୍ତୀ!-->…
ସାମାନ୍ୟ ଘଟଣାରୁ ଡେଲିଭରୀ ବୟଙ୍କୁ ପିଟିପିଟି ହତ୍ୟା କଲେ ୨ ଯୁବକ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଗୋଟିଏ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାରୁ ୨ ଜଣ ଯୁବକ ଜଣେ ୩୯ ବର୍ଷୀୟ ଡେଲିଭରୀ ବୟଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଦୁଇ ଯୁବକ ହେଲେ ୧୯ ବର୍ଷୀୟ ମନୀଷ କୁମାର ଓ ୨୦ ବର୍ଷୀୟ ଲାଲଚାନ୍ଦ। ସେମାନଙ୍କ ଆକ୍ରମଣରେ ପଙ୍କଜ ଠାକୁର ପ୍ରାଣ!-->…