Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭୋଜପୁରୀ ଅଭିନେତ୍ରୀ ସାଜିଥିଲେ ଦେହ ବେପାରର ଦଲାଲ, ମାୟା ନଗରୀରେ ମାଡ଼ି ବସିଲା ପୁଲିସ୍
ମାୟାନଗରୀ ମୁମ୍ବାଇକୁ କ୍ୟାରିଅର କରିବାକୁ ଆସୁଥିବା ଯୁବତୀଙ୍କୁ ଫସାଇ ଚାଲିଥିବା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ରାତିକ ପାଇଁ ଡିଲ୍ ହେଉଥିଲା ୫୦ରୁ ୮୦ ହଜାର ଟଙ୍କା । ଦର ଛିଣ୍ଡାଉଥିଲେ ଜଣେ ଭୋଜପୁରୀ ଅଭିନେତ୍ରୀ, ଯିଏ କି ଏହି ଦେହ ବେପାରର ଦଲାଲ ସାଜିଥିଲେ । ଏପରି ଏକ ରାକେଟକୁ ମୁମ୍ବାଇ!-->…
ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ସଂକ୍ରାନ୍ତ ଧମକ ଚିଠି ପାଇବା ପରେ କେରଳରେ ହାଇଆଲର୍ଟ
ତିରୁଅନନ୍ତପୁରମ୍: ଆଗାମୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି ରାଜ୍ୟ ‘ବିଜେପି’ ଅଫିସ୍କୁ ଧମକ ଦିଆଯାଇଥିବା ଚିଠି ଆସିବାରୁ ସମଗ୍ର କେରଳରେ ହାଇଆଲର୍ଟ ଜାରି କରାଯାଇଛି।
ପ୍ରେରକଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀ ଥିବା ଉକ୍ତ ଚିଠିରେ ଧମକ ଦିଆଯାଇଛି!-->!-->!-->…
‘ବିଜେପି’କୁ ପରାସ୍ତ କରିବାକୁ ଇଦ୍ ସମାରୋହରେ ଉଦ୍ବୋଧନ ଦେଇ କହିଲେ ମମତା ବାନାର୍ଜୀ
କୋଲ୍କାତା: ୨୦୨୪ ଲୋକସଭା ନିର୍ବାଚନରେ ‘ବିଜେପି’ର ପରାଜୟ ସୁନିଶ୍ଚିତ କରିବା ଲାଗି ଏକତ୍ର ହେବାକୁ ଆଜି କୋଲ୍କାତାର ରେଡ୍ ରୋଡ୍ରେ ଅନୁଷ୍ଠିତ ‘ଇଦ୍ ନମାଜ୍’ରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ବାନାର୍ଜୀ!-->!-->!-->…
ଦେଶବ୍ୟାପୀ ଇଦ୍-ଉଲ୍ –ଫିତର୍ ପାଳିତ; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ନିଷ୍ଠାର ସହ ରମ୍ଜାନ୍ ମାସ ପାଳିବା ପରେ ଆଜି ସମଗ୍ର ଦେଶ ଓ ବିଶ୍ବର ଅନେକ ପ୍ରାନ୍ତରେ ହର୍ଷୋଲ୍ଲାସରେ ‘ଇଦ୍-ଉଲ୍-ଫିତର୍’ ପାଳନ କରାଯାଉଛି।
ଏହି ଅବସରରେ ଦିଲ୍ଲୀର ବୃହତ୍ତମ ମସ୍ଜିଦ୍ ‘ଜାମା ମସ୍ଜିଦ୍’ ସମେତ ଦେଶର ଅଂସଖ୍ୟ ମସ୍ଜିଦ୍ରେ ନମାଜ ପାଠ ହୋଇଥିଲା। ଏହି!-->!-->!-->…
ଯେକୌଣସି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଦାବି କରିବାକୁ ‘ଏନ୍ସିପି’ ପ୍ରସ୍ତୁତ: ଅଜିତ ପାୱାର୍
ମୁମ୍ବାଇ: ୨୦୧୪ ସାଧାରଣ ନିର୍ବାଚନ କାହିଁକି, ଯେକୌଣସି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ଲାଗି ତାଙ୍କ ଦଳ ପ୍ରସ୍ତୁତ ରହିଛି ବୋଲି ଶୁକ୍ରବାର ଦିନ ‘ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ର (ଏନ୍ସିପି) ନେତା ଅଜିତ ପାୱାର୍ ‘ପୁଣେ ଡିଷ୍ଟ୍ରିକ୍ଟ୍ କୋଅପରେଟିଭ୍!-->…
ସୋନିଆ ଗାନ୍ଧିଙ୍କ ସଂପର୍କୀୟଙ୍କ ସଂପତ୍ତି ମାଡ଼ି ବସିଥିଲା ଅତିକ
ପ୍ରୟାଗରାଜ : ନିକଟରେ ନିହତ ହୋଇଥିବା କୁଖ୍ୟାତ ମାଫିଆ ତଥା ରାଜନେତା ଅତିକ୍ ଅହମଦ ପ୍ରୟାଗରାଜରେ ସୋନିଆ ଗାନ୍ଧିଙ୍କ ସଂପର୍କୀୟଙ୍କ ସଂପତ୍ତି ମାଡ଼ି ବସିଥିଲା। ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରର ମଙ୍ଗ ଧରିଥିବାବେଳେ ୨୦୦୭ ମସିହାରେ ଏହା ହୋଇଥିଲା।!-->…
ପୁଞ୍ଛରେ ସେନା ଟ୍ରକ ଉପରେ ଆକ୍ରମଣ ଘଟଣା: ଟ୍ରକରେ ରହିଥିଲା ଇଫତାର ପାର୍ଟି ପାଇଁ ଜିନିଷ
ଜମ୍ମୁ କଶ୍ମୀରର ପୁଞ୍ଛରେ ଗରୁବାର ଦିନ ସେନା ଟ୍ରକ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲେ । ଆକ୍ରମଣରେ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଟ୍ରକରେ ଇଫତାର ପାର୍ଟି ପାଇଁ ଜିନିଷ ଯାଉଥିଲା । ସେନା ଟ୍ରକରେ ପୁଞ୍ଛର ଏକ ଗାଁରେ ହେବାକୁ ଥିବା ଇଫତାର ପାର୍ଟି ପାଇଁ!-->…
ଦେଶରେ ଗତ ୨୪ ଘଣ୍ଟାରେ ୧୨୧୯୩ କରୋନା ପଜିଟିଭି ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ ମାଡୁଛି କରୋନା, ନେଉଛି ଜୀବନ । ଦୈନିକ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ପୁଣି ଥରେ ୧୨ ହଜାର ପାର କରିଛି ଦୈନିକ ସଂକ୍ରମଣ ।
ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୧୯୩ ପଜିଟିଭି । ଆଉ ୪୨!-->!-->!-->…
ଭୟଙ୍କର ବସ୍ ଦୁର୍ଘଟଣା: ୬ ମୃତ, ୪୦ ଗୁରୁତର
ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଭୟଙ୍କର ସଡ଼କ ଦୁର୍ଘଟଣା । ଲକ୍ଷ୍ନୌର ବୁଥ ନମ୍ବର ୪ ପାଖରେ ଏକ ମାଲ ବୋଝେଇ ଟ୍ରକ୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ!-->…
ଜାତିସଂଘ ମୁଖ୍ୟ ଗୁଟେରେସ୍ଙ୍କୁ ଭେଟି ସୁଦାନ, ଜି୨୦ ଅଧ୍ୟକ୍ଷତା ଓ ୟୁକ୍ରେନ୍ ପ୍ରସଙ୍ଗ ଆଲୋଚନା କଲେ ବୈଦେଶିକ…
ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ଙ୍କୁ ସାକ୍ଷାତ କରି ଜଟିଳ ହେଉଥିବା ସୁଦାନ ପରିସ୍ଥିତି, ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।ସୁଦାନ ହିଂସାକାଣ୍ଡ ବିଷୟରେ!-->…